-+91-9937148622 |

prerana_bgr@rediffmail.com |

  Friday 29th May 2026 |

| | | |

R.N.I. Regd No. ODIODI/2010/46693

Breaking News

ସୁବର୍ଣ୍ଣପୁର ସହରରେ କାଳବୈଶାଖୀ ତାଣ୍ଡବ ବ୍ୟାପକ କ୍ଷୟକ୍ଷତି   (29-May-2026)       ||      ଆତ୍ମଗୌରବ ଦିବସ ଅବସରରେ ନୂଆଦିଲ୍ଲୀ ରେ ବଲାଙ୍ଗୀର ଜିଲ୍ଲା ଦେଢଗାଁର ଓଡ଼ିଆ ପୁଅ ବଳଦେବ ବାଗଙ୍କୁ ସମ୍ମାନିତ କଲା ଆଦିଲୀଳା ଫାଉଣ୍ଡେସନ   (29-May-2026)       ||      ଅପରାଧୀଙ୍କ ଉପରେ କଡ଼ା ଆକ୍ସନ ନେବାକୁ ନିର୍ଦ୍ଦେଶ |   (29-May-2026)       ||      ୪୭ ନମ୍ବର ୱାର୍ଡରେ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ   (29-May-2026)       ||      ବିଜୁ ବାବୁଙ୍କ ସମ୍ପତ୍ତି ହଡ଼ପ ପାଇଁ ଚାଲିଛି ଷଡ଼ଯନ୍ତ୍ର : ଦେବାଶିଷ ସାମନ୍ତରାୟ   (29-May-2026)       ||      ବଲାଙ୍ଗୀର ଦୁର୍ଘଟଣାରେ ରାଜ ପରିବାର ସଦସ୍ୟଙ୍କ ଦେହାନ୍ତ   (29-May-2026)       ||      ମହିଳା ବାଥରୁମରେ ସ୍ପାଏ କ୍ୟାମେରା : ଏସପିଙ୍କ ତତ୍ତ୍ବାବଧାନରେ ଚାଲିଛି ତନାଘନା   (29-May-2026)       ||      ସୋସିଆଲ ମିଡିଆରେ ସୁରକ୍ଷା ସୂଚନା ସେୟାର୍‌ କଲେ କଡ଼ା କାର୍ଯ୍ୟାନୁଷ୍ଠାନ♦️ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଗୃହ ବିଭାଗ ତରଫରୁ କଡ଼ାନିର୍ଦେଶ   (29-May-2026)       ||      ସୁବର୍ଣ୍ଣପୁର ରେ ଓ ଏ ଏସ ଛାତ୍ରୀ ଶୀତଲ କୁଶଳ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା*- *ଶୁଭେଛା ଓ ସଫଳତା କାମନା କଲେ ଜିଲ୍ଲାପାଳ*-   (29-May-2026)       ||      ମାସିକ ସ୍ୱାସ୍ଥ୍ୟ ଦିବସ ପାଳିତ    (28-May-2026)       ||      ବରପାଲିରେ ବିଜେପି ନଗର ମଣ୍ଡଳର ବୃହତ୍ ମିଶ୍ରଣ ପର୍ବ, ବିଜେଡି ଓ କଂଗ୍ରେସରୁ ଅନେକ କର୍ମୀ ବିଜେପିରେ ସାମିଲ   (28-May-2026)       ||      ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ   (28-May-2026)       ||      ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ   (28-May-2026)       ||      ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ନୂତନ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ♦️ସାଇବର କ୍ରାଇମ ସମେତ କୌଣସି ବେଆଇନ ଅପରାଧ କୁ କ୍ଷମା କରାଯିବ ନାହିଁ: ବରଗଡ଼ ଆରକ୍ଷୀ ଅଧିକ୍ଷକ    (28-May-2026)       ||      ତୁଳଣ୍ଡିରେ ପିଇବା ପାଣି, ଅର୍ଡାରେ ବିଜୁଳି ସମସ୍ୟା ନରସିଂହ ଙ୍କ ହସ୍ତକ୍ଷେପ ଚାହିଁଲେ ଗ୍ରାମବାସୀ♦️ ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଯନ୍ତ୍ରୀଙ୍କ ସହ କଥା ହେଲେ ନରସିଂହ   (28-May-2026)       ||      *ମେଣ୍ଢା ଜଗୁଆଳିକୁ ଶିକାର କରିବକୁ ଆସିଛୁ କହି ନିରଧୂମ ପିଟିଲେ ବନବିଭାଗ କର୍ମଚାରୀ*   (28-May-2026)       ||      ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ‘ସ୍ଵତନ୍ତ୍ର ସଘନ ସଂଶୋଧନ’ (ଏସ.ଆଇ.ଆର ) ତାଲିମ   (28-May-2026)       ||      ପେଟ୍ରୋଲ,ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଏସୟୁସିଆଇ ( କମ୍ୟୁନିଷ୍ଟ) ପକ୍ଷରୁ ବିକ୍ଷୋଭ   (28-May-2026)       ||      ହୃଦଘାତରେ ଶିକ୍ଷକଙ୍କ ପରଲୋକ-   (28-May-2026)       ||      ବଲାଙ୍ଗୀର ଆହାର କେନ୍ଦ୍ରରେ ଆନୁସଙ୍ଗିିକ ସୁବିଧା ନାହିଁ, ପ୍ରତିକୂଳ ପରିସ୍ଥିତିରେ ଵି ଭୋକିଲା ମୁହଁରେ ହସ ଫୁଟାଉଛନ୍ତି ଏସ୍.ଏଚ୍.ଜି ମହିଳା    (28-May-2026)       ||     

HOME   ଜିଲ୍ଲା

CHCDS ଯୋଜନାରେ କଟକ ଜିଲ୍ଲାର ଟେରାକୋଟା ହସ୍ତଶିଳ୍ପ କାରିଗରଙ୍କୁ ଆଧୁନିକ ଯନ୍ତ୍ରପାତି ବଣ୍ଟନ-

27-May-2026



କଟକ, ୨୭.୦୫.୨୦୨୬ (ତପନ ମହାନ୍ତି ସାମ୍ବାଦିକ) :
ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡିଶା ସରକାରଙ୍କ ଅଧୀନସ୍ଥ ଜିଲ୍ଲା ହସ୍ତଶିଳ୍ପ କାର୍ଯ୍ୟାଳୟ, କଟକ ତରଫରୁ
କମ୍ପେହେନ୍ସିଭ ହାଣ୍ଡିକ୍ରାଫ୍ଟସ କ୍ଲଷ୍ଟର ଡେଭଲପମେଣ୍ଟ ସ୍କିମ  (CHCDS) ଯୋଜନା ଅନ୍ତର୍ଗତ କଟକ ଜିଲ୍ଲାର ବିଭିନ୍ନ ବ୍ଲକ ର ଟେରାକୋଟା ହସ୍ତଶିଳ୍ପ କାରିଗରମାନଙ୍କ ଉନ୍ନତି ଓ ଆର୍ଥିକ ସଶକ୍ତିକରଣ ଉଦ୍ଦେଶ୍ୟରେ ନିଶ୍ଚିତକୋଇଲି ବ୍ଲକର ଗଡ଼ମା ଠାରେ ଏକ ଆଧୁନିକ ଯନ୍ତ୍ରପାତି ବଣ୍ଟନ କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଯାଇଛି ।

ଏହି ପରିପ୍ରେକ୍ଷୀରେ ଟେରାକୋଟା କାରିଗରମାନଙ୍କ ଉତ୍ପାଦନ କ୍ଷମତା ବୃଦ୍ଧି, ଉତ୍ପାଦିତ ସାମଗ୍ରୀର ଗୁଣାତ୍ମକ ମାନ ସୁଦୃଢ଼ କରିବା ସହ ଆଧୁନିକ ପ୍ରଯୁକ୍ତି ସହ ସମନ୍ୱୟ ସୃଷ୍ଟି କରିବା ଲକ୍ଷ୍ୟରେ ବିଭିନ୍ନ ଆଧୁନିକ ଯନ୍ତ୍ରପାତି ପ୍ରଦାନ କରାଯାଇଥିଲା । ଏହା ଦ୍ୱାରା କାରିଗରମାନେ ନିଜ ଉତ୍ପାଦନକୁ ଅଧିକ ସୁନିୟୋଜିତ ଓ ବଜାର ଉପଯୋଗୀ କରିପାରିବେ ବୋଲି ଆଶା ପ୍ରକାଶ ପାଇଛି ।

ଏହି କାର୍ଯ୍ୟକ୍ରମ ଜିଲ୍ଲା ହସ୍ତଶିଳ୍ପ କାର୍ଯ୍ୟାଳୟ, କଟକର ସହକାରୀ ନିର୍ଦେଶକ (ହସ୍ତଶିଳ୍ପ) ଶ୍ରୀ ସୁଶାନ୍ତ କୁମାର ସାମଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମ୍ପନ୍ନ ହୋଇଥିଲା । ଏହି ଅବସରରେ ଜିଲ୍ଲା ହସ୍ତଶିଳ୍ପ କାର୍ଯ୍ୟାଳୟ, କଟକର ହସ୍ତଶିଳ୍ପ ବିକାଶ ଅଧିକାରୀ ଶ୍ରୀ ମାନସ ରଞ୍ଜନ ସେଠୀ, ଶ୍ରୀମତୀ ଦୀପ୍ତିମୟୀ ପ୍ରଧାନ ଓ ସୁଶ୍ରୀ ସ୍ୱାଗତିକା ନାୟକଙ୍କ ସମେତ ଡିସି, ହ୍ୟାଣ୍ଡିକ୍ରାଫ୍ଟସ୍‌, ଭୁବନେଶ୍ୱରର ହସ୍ତଶିଳ୍ପ ବିକାଶ ଅଧିକାରୀମାନେ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ଉପସ୍ଥିତ କାରିଗରମାନେ ସରକାରଙ୍କ ଏହି ଲୋକାଭିମୁଖୀ ପଦକ୍ଷେପକୁ ସ୍ୱାଗତ କରିବା ସହ ଏହା ତାଙ୍କର କାର୍ଯ୍ୟଦକ୍ଷତା, ଉତ୍ପାଦନ ମାନ ଓ ଆୟ ବୃଦ୍ଧିରେ ଦୂରଗାମୀ ପ୍ରଭାବ ପକାଇବ ବୋଲି ମତ ପ୍ରକାଶ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସୁବର୍ଣ୍ଣପୁର ସହରରେ କାଳବୈଶାଖୀ ତାଣ୍ଡବ ବ୍ୟାପକ କ୍ଷୟକ୍ଷତି   29-May-2026
  ଜିଲ୍ଲା  
ଆତ୍ମଗୌରବ ଦିବସ ଅବସରରେ ନୂଆଦିଲ୍ଲୀ ରେ ବଲାଙ୍ଗୀର ଜିଲ୍ଲା ଦେଢଗାଁର ଓଡ଼ିଆ ପୁଅ ବଳଦେବ ବାଗଙ୍କୁ ସମ୍ମାନିତ କଲା ଆଦିଲୀଳା ଫାଉଣ୍ଡେସନ   29-May-2026
  ଜିଲ୍ଲା  
ଅପରାଧୀଙ୍କ ଉପରେ କଡ଼ା ଆକ୍ସନ ନେବାକୁ ନିର୍ଦ୍ଦେଶ |   29-May-2026
  ଜିଲ୍ଲା  
୪୭ ନମ୍ବର ୱାର୍ଡରେ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ   29-May-2026
  ଜିଲ୍ଲା  
ବିଜୁ ବାବୁଙ୍କ ସମ୍ପତ୍ତି ହଡ଼ପ ପାଇଁ ଚାଲିଛି ଷଡ଼ଯନ୍ତ୍ର : ଦେବାଶିଷ ସାମନ୍ତରାୟ   29-May-2026
  ରାଜ୍ୟ  
ବଲାଙ୍ଗୀର ଦୁର୍ଘଟଣାରେ ରାଜ ପରିବାର ସଦସ୍ୟଙ୍କ ଦେହାନ୍ତ   29-May-2026
  ଜିଲ୍ଲା  
ମହିଳା ବାଥରୁମରେ ସ୍ପାଏ କ୍ୟାମେରା : ଏସପିଙ୍କ ତତ୍ତ୍ବାବଧାନରେ ଚାଲିଛି ତନାଘନା   29-May-2026
  ଜିଲ୍ଲା  
ସୋସିଆଲ ମିଡିଆରେ ସୁରକ୍ଷା ସୂଚନା ସେୟାର୍‌ କଲେ କଡ଼ା କାର୍ଯ୍ୟାନୁଷ୍ଠାନ♦️ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଗୃହ ବିଭାଗ ତରଫରୁ କଡ଼ାନିର୍ଦେଶ   29-May-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ଓ ଏ ଏସ ଛାତ୍ରୀ ଶୀତଲ କୁଶଳ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା*- *ଶୁଭେଛା ଓ ସଫଳତା କାମନା କଲେ ଜିଲ୍ଲାପାଳ*-   29-May-2026
  ଜିଲ୍ଲା  
ମାସିକ ସ୍ୱାସ୍ଥ୍ୟ ଦିବସ ପାଳିତ   28-May-2026
  ଜିଲ୍ଲା  
ବରପାଲିରେ ବିଜେପି ନଗର ମଣ୍ଡଳର ବୃହତ୍ ମିଶ୍ରଣ ପର୍ବ, ବିଜେଡି ଓ କଂଗ୍ରେସରୁ ଅନେକ କର୍ମୀ ବିଜେପିରେ ସାମିଲ   28-May-2026
  ଜିଲ୍ଲା  
ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ   28-May-2026

You Might Also Like