-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||     

HOME   ଜିଲ୍ଲା

ପଶ୍ଚିମ ଓଡ଼ିଶାର ପ୍ରଥମ ଓଟିଟି ଚାନେଲ୍ ‘ପଶ୍ଚିମ୍’ ଲୋକାର୍ପିତ

17-Mar-2026



ସୋନପୁର, (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ସହର ବ୍ଲକ ଛକ ନିକଟସ୍ଥ ରୟାଲ କନଭେନସନ୍ ପରିସରରେ ଏକ ବର୍ଣ୍ଣାଢ୍ଯ ପରିବେଶ ଭିତରେ ଉଭୟ ନ୍ୟୁଜ ଏବଂ ମନୋରଞ୍ଜନ ପର୍ଯ୍ଯବେଶିତ ରାଜ୍ଯର ପ୍ରଥମ ଓଟିଟି ଚାନେଲ ପଶ୍ଚିମ୍ ଲୋକାର୍ପିତ ହୋଇ ଯାଇଛି । ଦେଶ ବିଦେଶରେ ଆଇଟି କ୍ଷେତ୍ରରେ କାମ କରି ସୁନାମ ଅର୍ଜନ କରିଥିବା ପଶ୍ଚିମ ଓଡିଶାର ସୁପୁତ୍ର ଦେବାଶିଷ ରଥ ଅନଲାଇନରେ ଏହି ଚାନେଲର ଲୋକାର୍ପଣ କରିଥିଲେ । ପଶ୍ଚିମ୍ ର ପରିଚାଳନା ନିର୍ଦ୍ଦେଶକ ଶୁଭାଶିଷ ରଥ , ନ୍ୟୁଜ ନିର୍ଦ୍ଦେଶକ ଧରଣୀଧର ମିଶ୍ର, ଅର୍ଜିନାଲ୍ ନିର୍ଦ୍ଦେଶକ ଶିବରାମ ମହାପାତ୍ର, ଅନ୍ୟତମ ନ୍ୟୁଜ ନିର୍ଦ୍ଦେଶକ ଗଣପତି ବାଘ ଏବଂ ଭାଇସ୍ ପ୍ରେସିଡେଣ୍ଟ ଶ୍ରୀହର୍ଷ ପୁରୋହିତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଲୋକାର୍ପଣ କାର୍ଯକ୍ରମରେ ପଶ୍ଚିମ ଓଡିଶାର 10ଟି ଜିଲ୍ଲାର ପ୍ରାୟ 500 ଜଣ ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକ, ସଂଗୀତ ନିର୍ଦ୍ଦେଶକ , ସାମ୍ବାଦିକ ଏବଂ ଲେଖକ ଲେଖିକା ଯୋଗ ଦେଇ ନିଜର ମତାମତ ରଖିଥିଲେ । ଆସନ୍ତା ୧ ତାରିଖ ପର୍ଯ୍ଯନ୍ତ ଗୁଗୁଲ ପ୍ଳେ ଷ୍ଟୋରରୁ ପଶ୍ଚିମ ଓଟିଟି ଆପ୍ ବିନାମୂଲ୍ୟରେ ଡାଉନଲୋଡ କରିହେବ।  ୧ ତାରିଖଠୁ ନ୍ୟୁଜ ସହ ୱେବ ସରିଜ, ମୁଭି, ସର୍ଟ ମୁଭି, ରିୟଲିଟି ସୋ, କମେଡି, ଡିଭୋସୋନାଲ ପ୍ରୋଗ୍ରାମ ଆଦି ଉପଲବ୍ଧ ହେବ । ପ୍ରଥମ ୧ ଲକ୍ଷ ସବସ୍କ୍ରାଇବରଙ୍କୁ ୨୦ ହଜାର ଟଙ୍କାର ଗିଫ୍ଟ କୁପନ ମିଳିବ ।  
ଏହି ଅବସରରେ ପଶ୍ଚିମ ପ୍ରାୟୋଜିତ ୱେବ ସିରିଜ୍ ଗୁଦନୀ, ରାଜନୀତି, ଭରମ ସହ କ୍ଷୁଦ୍ର ସିନେମା ବାଟର ଟିଜର ରିଲିଜ୍ ହେବା ସହ କଳାକାର ମାନେ ତାଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ । ତେବେ କୌଣସି ରାଜନେତା କିମ୍ବା ସରକାରୀ ଅଧିକାରୀଙ୍କୁ ଅତିଥି ଭାବେ ସାମିଲ ନକରି କଳା ଏବଂ ସାମ୍ବାଦିକତା କ୍ଷେତ୍ରରେ ଅଞ୍ଚଳ ପାଇଁ ସୁନାମ ଅର୍ଜନ କରିଥିବା ବ୍ଯକ୍ତି ବିଶେଷଙ୍କ ଦ୍ବାରା ଏହି ଚାନେଲର ଶୁଭାରମ୍ଭ ହେବା ଏକ ସ୍ବାଗତଯୋଗ୍ଯ ପଦକ୍ଷେପ ବୋଲି ଅତିଥି ମାନେ ମତ ପୋଷଣ କରିଥିଲେ । 
 ପଶ୍ଚିମ ଓଡିଶାର ନିଜର ଫିଲ୍ମ ଇଣ୍ଡଷ୍ଟ୍ରି “ୱୋଲିଉଡ୍“   ଶୁଭାରମ୍ଭ ହିଁ ଲୋକାର୍ପଣ ଉତ୍ସବର ମୁଖ୍ୟ ଆକର୍ଷଣ ସାଜିଥିଲା । 
ସିନେମା ଶିଳ୍ପ ସହ ସଂଶ୍ଲିଷ୍ଟ ଥିବା ବ୍ଯକ୍ତି ବିଶେଷଙ୍କୁ ନେଇ ଏକ ଖୋଲା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଆଲୋଚନା ଚକ୍ରକୁ ପଶ୍ଚିମ ପ୍ରତିଷ୍ଠାତା ଶୁଭାଶିଷ ରଥ ପରିଚାଳନା କରିଥିଲେ । ଏହି ଅବସରରେ ପଶ୍ଚିମ ଓଡିଶାର 10ଟି ଜିଲ୍ଲାରେ ପଶ୍ଚିମ୍ ତରଫରୁ 20ଟି ସିନେ ପ୍ଲେକ୍ସ ନିର୍ମାଣ ପାଇଁ ଘୋଷଣା ହୋଇଥିଲା ।  
ପଶ୍ଚିମର ଲୋକାର୍ପଣ କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶାରେ କାର୍ଯ୍ୟରତ ପଶ୍ଚିମ ନ୍ୟୁଜର ଦୁଇ ଜଣ ବ୍ୟୁରୋ ଚିଫ୍, 10 ଜଣ ଜିଲ୍ଲା ପ୍ରତିନିଧିଙ୍କ ସହ ବିଭିନ୍ନ ସ୍ଥାନରେ କାମ କରୁଥିବା 5 ଜଣ ସାମ୍ବାଦିକ ଯୋଗ ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା   17-Oct-2026
  ଜିଲ୍ଲା  
୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି   17-Oct-2026
  ଜିଲ୍ଲା  
ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ   17-Oct-2026
  ଜିଲ୍ଲା  
ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   17-Oct-2026
  ଜିଲ୍ଲା  
ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ   17-Oct-2026
  ଜିଲ୍ଲା  
ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   17-Oct-2026
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026

You Might Also Like