-+91-9937148622 |

prerana_bgr@rediffmail.com |

  Friday 23rd October 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||     

HOME    ଅନ୍ୟାନ୍ୟ

ଦୁନିଆର ‘ସବୁଠୁ ଦାମୀ’ ବିରିୟାନୀ, ଅର୍ଡର କରିବାର ୪୫ ମିନିଟ୍‌ରେ ଆପଣଙ୍କ ଟେବୁଲ୍‌ରେ ପହଞ୍ଚିଯିବ

01-Feb-2021



ନୂଆଦିଲ୍ଳୀ (ପ୍ରେରଣା ଖବର ବ୍ୟୁରୋ) :ଆସିଗଲା ବିଶ୍ବର ସବୁଠୁ ଦାମୀ ବିରିୟାନୀ। ଦାମରେ ଯେମିତି ସ୍ବାଦରେ ବି ସେମିତି। ଗୋଟିଏ ବିରିୟାନୀରେ ୬ ଜଣ ପେଟପୂରା ଖାଇବେ। କିନ୍ତୁ ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ବିରିୟାନୀର ଦାମ କେତେ ? ସାଧାରଣତଃ ବିରିୟାନୀର ଦାମ ୫୦-୬୦ ଟଙ୍କାରୁ ଆରମ୍ଭ ହୋଇଥାଏ। ଧରିନିଅନ୍ତୁ ସବୁଠୁ ଭଲ ରେଷ୍ଟୋରାଣ୍ଟରେ ବିରିୟାନୀର ଦାମ ହଜାରେ ଟଙ୍କା ହୋଇପାରେ। କିନ୍ତୁ ବିଶ୍ବର ସବୁଠୁ ଦାମୀ ବିରିୟାନୀ କହିବା ଅର୍ଥ ଦାମ ବି ସେମିତି ରହିଛି। ପ୍ରକୃତରେ ଏହି ବିରିୟାନୀ ପ୍ଲେଟ୍‌ର ଦାମ ୨୦ ହଜାର ଟଙ୍କା।

ଅବଶ୍ୟ ଏହି ବିରିୟାନୀ ଭାରତରେ ଉପଲବ୍ଧ ନାହିଁ। ଦୁବାଇର ଏକ ରେଷ୍ଟୋରାଣ୍ଟ ନିଜ ମେନୁରେ ୨୦ ହଜାର ଟଙ୍କିଆ ବିରିୟାନୀ ସାମିଲ କରିଛି। ମିଳିଥିବା ରିପୋର୍ଟ ଅନୁସାରେ ଡିଆଇଏଫସି ସ୍ଥିତ Bombay Borough ରେଷ୍ଟୋରାଣ୍ଟର ଏହି ରୟାଲ ବିରିୟାନୀର ଦାମ ବି ରୟାଲ। ଏହି ୨୦ ହଜାର ଟଙ୍କିଆ ବିରିୟାନୀ ୨୩ କ୍ୟାରେଟ୍‌ ସୁନାରେ ସଜ୍ଜିତ ହୋଇଛି। ଏତେ ଟଙ୍କା ଦେଇ ବିରିୟାନୀ ଖାଇବା ହୁଏତ ବଜେଟ୍‌ ବାହାରେ ହୋଇଯିବ। କିନ୍ତୁ ଭୟ କରିବାର କିଛି ନାହିଁ କାରଣ ଗୋଟିଏ ପ୍ଲେଟ୍‌କୁ ୬ ଜଣ ସେୟାର କରି ଖାଇପାରିବେ।

ରେଷ୍ଟୋରାଣ୍ଟର ବର୍ଷେ ପୂର୍ତ୍ତି ଅବସରରେ ଏହାକୁ ସାମିଲ କରାଯାଇଛି। ଏହି ବିରିୟାନୀରେ କାଶ୍ମୀର ମଟନ କବାବ, ପୁରାନୀ ଦିଲ୍ଲୀ ମଟନ ଚପ୍ସ, ରାଜପୁତ ଚିକେନ୍‌ କେ କବାବ, ମୁଗଲାଇ କୋଫ୍ତେ ଏବଂ ମଲାଇ ଚିକେନ୍‌ ମଧ୍ୟ ସାମିଲ ରହିଛି। ଏହା ସହ କଶେର ଏବଂ ଖାଇବା ଯୋଗ୍ୟ ୨୩ କ୍ୟାରେଟ୍‌ ଗୋଲ୍ଡରେ ଏହାକୁ ସଜାଯାଇଛି।

ରେଷ୍ଟୋରାଣ୍ଟର ବର୍ଷେ ପୂର୍ତ୍ତି ଅବସରରେ ଏହାକୁ ସାମିଲ କରାଯାଇଛି। ଏହି ବିରିୟାନୀରେ କାଶ୍ମୀର ମଟନ କବାବ, ପୁରାନୀ ଦିଲ୍ଲୀ ମଟନ ଚପ୍ସ, ରାଜପୁତ ଚିକେନ୍‌ କେ କବାବ, ମୁଗଲାଇ କୋଫ୍ତେ ଏବଂ ମଲାଇ ଚିକେନ୍‌ ମଧ୍ୟ ସାମିଲ ରହିଛି। ଏହା ସହ କଶେର ଏବଂ ଖାଇବା ଯୋଗ୍ୟ ୨୩ କ୍ୟାରେଟ୍‌ ଗୋଲ୍ଡରେ ଏହାକୁ ସଜାଯାଇଛି।

ସବୁଠୁ ମଜାଦାର କଥା ହେଉଛି ସବୁଠୁ ଦାମୀ ବିରିୟାନୀ ଅର୍ଡର କରିବାର କେବଳ ୪୫ ମିନିଟ୍‌​‌ରେ ଆପଣଙ୍କ ଟେବୁଲ୍‌ରେ ପହଞ୍ଚିବ। ଏହା ସହିତ ରାଇତା, କରି ମଧ୍ୟ ମିଳିବ। ତେବେ ୬ ଲୋକଙ୍କ ଏକ ଟିମ୍‌ ବନାନ୍ତୁ ଦୁବାଇ ଯାଇ ‘ବିଶ୍ବର ସବୁଠୁ ଦାମୀ ବିରିୟାନୀର ମଜା ନିଅନ୍ତୁ।  


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026

You Might Also Like