-+91-9937148622 |

prerana_bgr@rediffmail.com |

  Thursday 21st May 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଜେଡି ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟ ଘେରାଓ    (21-May-2026)       ||      ଜୁନିଅର ରେଡ କ୍ରସ ଡୁଙ୍ଗୁରିପାଲି ବ୍ଲକ ତରଫରୁ ଜଳଛତ୍ର ଆୟୋଜିତ : ରେଡ୍ କ୍ରସ ସେବା ଗାଁ ଗାଁ ରେ ପହଞ୍ଚିଲେ ମାନବୀୟ ଭାବନା ଉଦ୍ରେକ ହେବ   (21-May-2026)       ||      ଧର୍ମପ୍ରାଣ ମଣିଷ ବୀରେନ୍ଦ୍ର ସାହୁଙ୍କ ପରଲୋକ    (21-May-2026)       ||      ଜିଲ୍ଲା କ୍ଷତ୍ରିୟ ଧାକଡ ସମାଜ ପଦାଧିକାରୀ ବୈଠକ   (21-May-2026)       ||      ଜିଲ୍ଲାସ୍ତରୀୟ ଶିଶୁ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ    (21-May-2026)       ||      ୱାର୍ଲଡ ୱାରସିପ ଫାଉଣ୍ଡେସନ ଟ୍ରଷ୍ଟ ଉଦଘାଟିତ ll ସମାଜ ର ବିଭିନ୍ନ ସମସ୍ୟା ର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଏହି ଟ୍ରଷ୍ଟ ପ୍ରତିଶୃତିବଦ୍ଧ : ବ୍ରଜ ମୋହନ ଗୋଏଲ, ଟ୍ରଷ୍ଟ ସଭାପତି ll   (21-May-2026)       ||      ବିରାଟ ସାଂସ୍କୃତିକ ଶୋଭାଯାତ୍ରା ରୁ ଆରମ୍ଭ ହେଲା ରାଜ୍ୟସ୍ତରୀୟ ସଂକୀର୍ତ୍ତନ୍ୟ ମହୋତ୍ସବ ଓ ୨୧ତମ କଣ୍ଟାମାଳ ଲୋକ କଳା ମହୋତ୍ସବ   (21-May-2026)       ||      *ବଣ ମଲ୍ଲୀ ପ୍ରତିଭାକୁ ସମ୍ବର୍ଧିତ ଦେଲେ ଜିଲ୍ଲପାଳ* *ସଂସ୍କୃତରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ମହେନ୍ଦ୍ରୀର କୁଡ଼ିଆ ଘରେ ପହଞ୍ଚିଲେ*   (21-May-2026)       ||      କଣ୍ଟାମାଳରେ ବିଜେଡିର ନାରୀ ଅଧିକାର ଅଭିଯାନ♦️ ନାରୀ ସୁରକ୍ଷାକୁନେଇ ବିଜେଡିର ରାଲି ଓ ବିକ୍ଷୋଭ: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କୁ ଦାବୀପତ୍ର    (21-May-2026)       ||      ଏଚ.ସି.ଏଲ. ଫାଉଣ୍ଡେସନ ଓ ଆରସିଡିସି ଦ୍ୱାରା ନୂତନ ଜୈବ ବିବିଧତା ପ୍ରକଳ୍ପର ଶୁଭାରମ୍ଭ   (21-May-2026)       ||      ଭୂମିକାର ନାଟ୍ୟ କର୍ମଶାଳା ସ୍ଥଗିତ    (21-May-2026)       ||      ରାଜସ୍ଥାନରେ ଦୁଇ ଭଉଣୀଙ୍କ ଉପରେ ଗଣ ଦୁଷ୍କର୍ମ ଓ  ଆତ୍ମହତ୍ୟା ଘଟଣାରେ କାର୍ଯ୍ୟନୁଷ୍ଠାନ ଦାବିରେ ଏସ ୟୁ ସି ଆଇ (ସି)ର ବିକ୍ଷୋଭ   (20-May-2026)       ||      ଜନଭାଗୀଦାରୀ ଅଭିଯାନରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସଚେତନତା   (20-May-2026)       ||      ଅରିନ୍ଦମଙ୍କ ନାଁରେ ଏତଲା ଦେଲେ ସାମ୍ବାଦିକ   (20-May-2026)       ||      କଟକ ଜିଲ୍ଲାର ନୂତନ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଭାବେ ବିଧିବଦ୍ଧ ଭାବରେ ଦାୟିତ୍ଵ ଗ୍ରହଣ କଲେ ଶ୍ରୀମତୀ ସ୍ଵାଗତିକା ବେହେରା   (20-May-2026)       ||      ସ୍ବାବଲମ୍ବୀ କାରିଗର ସଂଘ ପକ୍ଷରୁ କଟକ ସଦର ବ୍ଲକ ଅଫିସ୍ ସମ୍ମୁଖରେ ବିକ୍ଷୋଭ   (20-May-2026)       ||      କୁକୁର କାମୁଡ଼ିବାରୁ ସାମ୍ବାଦିକ ନିଲୁ ସାହୁ ଆହତ, ଡାକ୍ତରଖାନା ପହଞ୍ଚି ଚିକିତ୍ସା କଥା ପଚାରି ବୁଝିଲେ ପ୍ରସନ୍ନ I   (20-May-2026)       ||      ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ, ତୁରେକେଲା ବ୍ଲକ କମିଟି ର ପରିବର୍ଦ୍ଧିତ ବୈଠକ ଅନୁଷ୍ଠିତ    (20-May-2026)       ||      ଓଡ଼ିଶା  ସିଏଚ୍ଏସି  ୨୦୨୬ ପରିକ୍ଷା ଫଳାଫଳରେ  ଜେ ଏସ୍ ଏମ୍ କଲେଜର ୧୦୦% ସଫଳତା   (20-May-2026)       ||      ଜିଲ୍ଳା କେମିଷ୍ଟ ଏବଂ ଡ୍ରଗିଷ୍ଟ ଆସୋସିଏସନ ତରଫରୁ ବନ୍ଦ ଡାକରା ପୁର୍ଣ ସଫଳ    (20-May-2026)       ||     

HOME    ଅନ୍ୟାନ୍ୟ

ସକାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୧ ଟି ମୁଖ୍ୟ ଖବର

17-Jan-2021



   1)ମହାଭାରତର ‘କର୍ଣ୍ଣ’ ହେବେ ଶାହିଦ କପୁର, ନିର୍ମାଣ ହେବାକୁ ଯାଉଛି ମେଗା ବଜେଟ୍‌ ଫିଲ୍ମ ।

1) ଗଣତନ୍ତ୍ର ଦିବସ ପାଇଁ ନୂଆଦିଲ୍ଲୀରେ ପରେଡ଼୍ ପ୍ରସ୍ତୁତି , କୋଭିଡ଼୍ ଗାଇଡ଼ଲାଇନ୍ ଅନୁଯାୟୀ ଅଭ୍ୟାସ କରୁଛନ୍ତି ଯବାନ ।

3)  ରାଜ୍ୟର ପ୍ରଥମ ତଥା ଏକମାତ୍ର ଡାଲି ଗବେଷଣା କେନ୍ଦ୍ର ନୟାଗଡ଼ ଜିଲ୍ଲାରେ ରହିଛି। ୧୯୬୧ ମସିହାରେ ପ୍ରତିଷ୍ଠିତ ଏହି କେନ୍ଦ୍ର କିନ୍ତୁ ଖୁବ୍‌ ଶୀଘ୍ର ବନ୍ଦ ହେବାକୁ ଯାଉଛି।

4) କାଲିଠୁ ଖୋଲିବ ଘଟଗାଁ ମା’ ତାରିଣୀ ମନ୍ଦିର, ଗାଇଡ୍‌ଲାଇନ୍‌ ଜାରି କରାଯାଇଛି

5)  ଦେଶରେ କରୋନା ମୃତ୍ୟୁସଂଖ୍ୟା ୧୫୨୨୭୪ରେ ପହଞ୍ଚିଲା,ସକ୍ରିୟ ସଂକ୍ରମିତ-୨୦୮୮୨୬,ସୁସ୍ଥସଂଖ୍ୟା-୧୦୧୯୬୮୮୫ ହୋଇଛି।

6) ଭାରତ ମହାସାଗରରୁ ପ୍ରଥମ ଥର ଆରିଓସୋମା ମାଜୁସ୍ ମାଛ ଠାବ କରାଯାଇଛି।

7)  ବିଶିଷ୍ଟ ସିନେ ସାମ୍ବାଦିକ ପରୀକ୍ଷିତ ଜେନାଙ୍କ ପରଲୋକ ହୋଇଛି।

8) ବିଶ୍ବରେ କରୋନା ମୃତ୍ୟୁ ସଂଖ୍ୟା ୨୦.୨୯ ଲକ୍ଷକୁ ବୃଦ୍ଧି, କରୋନା ସଂକ୍ରମିତଙ୍କ ସଂଖ୍ୟା ୯.୪୯ କୋଟିକୁ ବୃଦ୍ଧି। ୬ କୋଟି ୭୭ ଲକ୍ଷ ୫୯ ହଜାର ୩୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

9)  ଫାଇଜର ଟିକା ନେଇ ନରୱେରେ ୨୩ ମୃତ ହୋଇଛନ୍ତି।

10) ଭୁବନେଶ୍ବରର ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ୫-ଟି ସଚିବ, ଭିତ୍ତିଭୂମିର  ତଦାରଖ କରିଛନ୍ତି।

11)  ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ପାର୍କଙ୍କୁ ୨୨ବର୍ଷ ଜେଲ୍‌ ଦଣ୍ଡ ଦିଆଯାଇଛି।

12)  ଜମ୍ମୁ-କଶ୍ମୀରରେ ଭୂକମ୍ପ ଝଟ୍‌କା, ରିକ୍ଟର ସ୍କେଲର ତୀବ୍ରତା ୪.୧ ହୋଇଛି।

13)  ଉପବାଚସ୍ପତି ବୌଦ୍ଧ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି।
 
14) ଆସନ୍ତା ଦୁଇଦିନ ଯାଏଁ  ଜାରି ରହିବ ଥଣ୍ଡା ପ୍ରକୋପ: ଆଜି ୭ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା ରହିଛି।

15)  ସାହିତ୍ୟିକ ଅକ୍ଷୟ କର୍ଣ୍ଣ ହେଲେ ଓଡିଶା ସଂସ୍କୃତି କଳା ପରିଷଦର ରାଜ୍ୟ ସଂଯୋଜକ ।

15)  ଚିଲିକାରେ ଆରମ୍ଭ ହେଲା ଡଲଫିନ୍‌ ଗଣନା, ୧୮ଟି ଟିମ୍‌ରେ ୧୦୯ଜଣ ସାମିଲ ହୋଇଛନ୍ତି।

16)  ବିଶ୍ୱର ବୃହତ୍ତମ ଟିକାଦାନ ଅଭିଯାନ; ଦେଶରେ ପ୍ରଥମ ଦିନରେ ଟିକା ନେଲେ ୧ ଲକ୍ଷ ୯୧ ହଜାର ୧୮୧ରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ନେଇଛନ୍ତି।

17)  ରାଜଧାନୀର ୫ଟି ବିଦ୍ୟାଳୟ ପରିଦର୍ଶନ କଲେ 5T ସଚିବ ଭି.କେ. ପାଣ୍ଡିଆନ୍ ।

18)  ଓଡିଶାର ତୃତୀୟ ଏବଂ ଦେଶର ୭୫ତମ ଫିଲାଟେଲୀ ବ୍ୟୁରୋ ସମ୍ବଲପୁରରେ ଉଦଘାଟିତ କରାଯାଇଛି।

19)  ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜାତୀୟ ସଡକ ସୁରକ୍ଷା ମାସ ପାଳନ ପାଇଁ ପ୍ରସ୍ତୁତି ବୈଠକ।

 20) ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧,୫୨,୨୭୪ରେ ପହଞ୍ଚିଲା, ଦିନକରେ ୧୫,୧୪୪ ନୂଆ ସଂକ୍ରମିତ, ୧୮୧ ଆକ୍ରାନ୍ତ ମୃତ ହୋଇଛି।

 21) ଭୁବନେଶ୍ବର - ନନ୍ଦନକାନନ ପ୍ରାଣିଉଦ୍ୟାନ ରେ ବିରଳ ପ୍ରଜାତିର ମାରମୋସେଡ ମାଙ୍କଡ଼ ଶାବକ ଜନ୍ମ. ସଂଖ୍ୟା 7କୁ ବୃଦ୍ଧି ଘଟିଛି, ସୂଚନା ଦେଲେ ଉପ ନିର୍ଦେଶକ ବିମଳ ଆଚାର୍ଯ୍ୟ.


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଜେଡି ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟ ଘେରାଓ   21-May-2026
  ଜିଲ୍ଲା  
ଜୁନିଅର ରେଡ କ୍ରସ ଡୁଙ୍ଗୁରିପାଲି ବ୍ଲକ ତରଫରୁ ଜଳଛତ୍ର ଆୟୋଜିତ : ରେଡ୍ କ୍ରସ ସେବା ଗାଁ ଗାଁ ରେ ପହଞ୍ଚିଲେ ମାନବୀୟ ଭାବନା ଉଦ୍ରେକ ହେବ   21-May-2026
  ଜିଲ୍ଲା  
ଧର୍ମପ୍ରାଣ ମଣିଷ ବୀରେନ୍ଦ୍ର ସାହୁଙ୍କ ପରଲୋକ   21-May-2026
  ଜିଲ୍ଲା  
ଜିଲ୍ଲା କ୍ଷତ୍ରିୟ ଧାକଡ ସମାଜ ପଦାଧିକାରୀ ବୈଠକ   21-May-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ଶିଶୁ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ   21-May-2026
  ଜିଲ୍ଲା  
ୱାର୍ଲଡ ୱାରସିପ ଫାଉଣ୍ଡେସନ ଟ୍ରଷ୍ଟ ଉଦଘାଟିତ ll ସମାଜ ର ବିଭିନ୍ନ ସମସ୍ୟା ର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଏହି ଟ୍ରଷ୍ଟ ପ୍ରତିଶୃତିବଦ୍ଧ : ବ୍ରଜ ମୋହନ ଗୋଏଲ, ଟ୍ରଷ୍ଟ ସଭାପତି ll   21-May-2026
  ଜିଲ୍ଲା  
ବିରାଟ ସାଂସ୍କୃତିକ ଶୋଭାଯାତ୍ରା ରୁ ଆରମ୍ଭ ହେଲା ରାଜ୍ୟସ୍ତରୀୟ ସଂକୀର୍ତ୍ତନ୍ୟ ମହୋତ୍ସବ ଓ ୨୧ତମ କଣ୍ଟାମାଳ ଲୋକ କଳା ମହୋତ୍ସବ   21-May-2026
  ଜିଲ୍ଲା  
*ବଣ ମଲ୍ଲୀ ପ୍ରତିଭାକୁ ସମ୍ବର୍ଧିତ ଦେଲେ ଜିଲ୍ଲପାଳ* *ସଂସ୍କୃତରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ମହେନ୍ଦ୍ରୀର କୁଡ଼ିଆ ଘରେ ପହଞ୍ଚିଲେ*   21-May-2026
  ରାଜ୍ୟ  
କଣ୍ଟାମାଳରେ ବିଜେଡିର ନାରୀ ଅଧିକାର ଅଭିଯାନ♦️ ନାରୀ ସୁରକ୍ଷାକୁନେଇ ବିଜେଡିର ରାଲି ଓ ବିକ୍ଷୋଭ: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କୁ ଦାବୀପତ୍ର   21-May-2026
  ଜିଲ୍ଲା  
ଏଚ.ସି.ଏଲ. ଫାଉଣ୍ଡେସନ ଓ ଆରସିଡିସି ଦ୍ୱାରା ନୂତନ ଜୈବ ବିବିଧତା ପ୍ରକଳ୍ପର ଶୁଭାରମ୍ଭ   21-May-2026
  ଜିଲ୍ଲା  
ଭୂମିକାର ନାଟ୍ୟ କର୍ମଶାଳା ସ୍ଥଗିତ    21-May-2026
  ରାଜ୍ୟ  
ରାଜସ୍ଥାନରେ ଦୁଇ ଭଉଣୀଙ୍କ ଉପରେ ଗଣ ଦୁଷ୍କର୍ମ ଓ  ଆତ୍ମହତ୍ୟା ଘଟଣାରେ କାର୍ଯ୍ୟନୁଷ୍ଠାନ ଦାବିରେ ଏସ ୟୁ ସି ଆଇ (ସି)ର ବିକ୍ଷୋଭ   20-May-2026

You Might Also Like