-+91-9937148622 |

prerana_bgr@rediffmail.com |

  Sunday 19th July 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ଲେଖକ ପରିଷଦ, ପକ୍ଷରୁ "ଭାବର ଭୂଇଁ ଗନ୍ଧମାର୍ଦ୍ଦନ ଆଲୋଚନାଚକ୍ର ଅନୁଷ୍ଠିତ   (19-Jul-2026)       ||      ଡାକ୍ତର ଭଗବାନ ଙ୍କ ଦ୍ୱିତୀୟ ଅବତାର: ଗୌତମ ରାୟ ♦️୫ ବରିଷ୍ଠ ଡାକ୍ତରଙ୍କୁ ଜୀବନ ବ୍ୟାପି ସାଧନା ସମ୍ମାନ ♦️୭୧ ଡାକ୍ତରଙ୍କୁ ସ୍ବତନ୍ତ୍ର ସମ୍ମାନ   (19-Jul-2026)       ||      ଏନ ଏଚ ବାଇପାସ ପାଇଁ ଲଖପାଲି ରାସ୍ତା କାଦୁଅମୟ: ଅତିରିକ୍ତ ଜିଲ୍ଲାପାଳଙ୍କୁ BMM ଓ ଗ୍ରାମବାସୀଙ୍କ ଦାବିପତ୍ର   (19-Jul-2026)       ||      ୟନେକ୍ସ - ସନରାଇଜ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଘାଟିତ♦️ ଯୋଗ ଦେଲେ ୨୫୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ   (19-Jul-2026)       ||      ସ୍ୱର୍ଗତ ସୁଶୀଲ ଭୁଏଙ୍କ ପରିବାରକୁ ଓଷ୍ଟା ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ ,ସଂଘର ସାମାଜିକ ବଦାନ୍ୟତାକୁ ସବୁଠି ପ୍ରଶଂସା   (19-Jul-2026)       ||      ମାନବ ସେବା ହିଁ ମାଧବ ସେବା " ଅତାବିରାରେ ସ୍କାଉଟ-ଗାଇଡ୍ ଓ ରେଡକ୍ରସର ରଥଯାତ୍ରା ସେବା ଶିବିର ଉଦ୍‌ଘାଟିତ   (19-Jul-2026)       ||      *କୋଶୋଲି ବରନ ବୋଧ ପାଣ୍ଡୁଲିପି ର ଉନ୍ମୋଚନ*-   (19-Jul-2026)       ||      ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ସାଂଗଠାନିକ ବୈଠକ ଅନୁଷ୍ଠିତ।   (19-Jul-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ସଫଳତା ପାଇଁ କୁନି ପ୍ରତିଭା ନିଖିଲଙ୍କୁ ଭବ୍ୟ ସମ୍ବର୍ଦ୍ଧନା   (19-Jul-2026)       ||      ଜେଏସ୍ ଏମ କଲେଜ ଅଫ୍ କମର୍ସରେ ଷଷ୍ଠ ତମ ଗ୍ରାଜୁଏସନ୍ ଦିବସ ପାଳିତ   (19-Jul-2026)       ||      ନବଭାରତୀ ରେ ନୂତନ ବିଦ୍ଯାଳୟ ପରିଚାଳନା କମିଟି ଗଠନ,   (19-Jul-2026)       ||      ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଏକ ପ୍ରୟାସ   (19-Jul-2026)       ||      ଚୋରା ଚାଲାଣ ବେଳେ ୮୩ ମହିଷି ଉଦ୍ଧାର   (18-Jul-2026)       ||      କବୟତ୍ରୀ ସରସ୍ବତୀ ମିଶ୍ର ଙ୍କ " ଛନେ ଆ" କୋସଲି କବିତା ବହି ମୁକୁଲାନ    (18-Jul-2026)       ||      ପ୍ରଦୂଷଣ ନିୟମ ଉଲ୍ଲଂଘନ : ଅଗ୍ରସେନ ସ୍ପଞ୍ଜକୁ ସିଲ୍ କଲା ଏସପିସିବି   (18-Jul-2026)       ||      ଚାଷୀଙ୍କ ଜମିରେ ରାସ୍ତା ! କ୍ଷତିପୁରଣ ଦାବୀ ନେଇ ରାସ୍ତାରେ କଂଟାବାଡ ରୋଗୀ ନେଇ ଆସୁଥୁବା ଆମ୍ବୁଲାନ୍ସ ଫେରିଗଲା, ତଦନ୍ତ ଜାରି   (18-Jul-2026)       ||      ବରପାଲି ରେ ପଞ୍ଚାୟତ ସମିତି ବୈଠକ   (18-Jul-2026)       ||      *ଚୋରା ଚାଲାଣ ବେଳେ ୮୩ ମହିଷି ଉଦ୍ଧାର*   (18-Jul-2026)       ||      *ସର୍ବଭାରତୀୟ ନିଟ ୟୁଜି ପରୀକ୍ଷାରେ ଆଶିର୍ବାଦ ଙ୍କ କମାଲ*   (18-Jul-2026)       ||      *ଓଡ଼ିଶା ସାମ୍ୱାଦିକ ସଂଘ ପକ୍ଷରୁ ବଲାଙ୍ଗିର ସାଂସଦ ଙ୍କୁ ଦାବୀ ପତ୍ର ପ୍ରଦାନ*-   (18-Jul-2026)       ||     

HOME    ଅନ୍ୟାନ୍ୟ

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁର ଠାରେ ସାଧାରଣତନ୍ତ୍ର ଦିବସ ପାଳନ

26-Jan-2025



ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁର ଠାରେ ଆଜି ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡ଼ା.ସମ୍ବିତ ବାରିକ ମୁଖ୍ୟଅତିଥି ଭାବେ ଯୋଗଦାନ କରି ତ୍ରିରଙ୍ଗା ପତାକାକୁ ସମ୍ମାନର ସହ ଉତ୍ତୋଳନ କରିଥିଲେ ।ଦେଶର ଅଖଣ୍ଡତା, ଶୃଙ୍ଖଳିତ ସମାଜ, ସମସ୍ତ କର୍ମଚାରୀ ଶୃଙ୍ଖଳତା ସହ ନିଜନିଜ କର୍ତ୍ତବ୍ୟ ପ୍ରତି ଅଧିକ ଧ୍ୟାନ ଦେବା, ଏକାଗ୍ରତା ବଜାୟ ରଖିବା ଉପରେ ସମ୍ବୋଧିତ କରିବା ସହ,ସମ୍ବିଧାନ ରଚୟିତା ବାବା ସାହେବ୍ ଆମ୍ବେଦକରଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ହେବାକୁ ଦିଗଦର୍ଶନ ପ୍ରଦାନ କରିଥିଲେ।ଏଇ ଅବସରରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁର ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଗଣ ଉପସ୍ଥିତ ହୋଇ ତ୍ରିରଙ୍ଗା ପତାକାକୁ ସମ୍ମାନ ଜଣାଇ ସାଧାରଣତନ୍ତ୍ର ଦିବସ ପାଳନ କରିଥିଲେ। ଶେଷରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପୁରୁଷ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପାଇଁ ଉତ୍ତମ ପରାମର୍ଶ ସେବା ଉଦ୍ଦେଶ୍ୟରେ କାର୍ଯ୍ୟରତ କର୍ମଚାରୀ ଶ୍ରୀଯୁକ୍ତ ମନୋଜ ପ୍ରଧାନଙ୍କୁ ଉପଢୌକନ, ମାନପତ୍ର ସହ ସମ୍ମାନୀତ କରାଯାଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ଲେଖକ ପରିଷଦ, ପକ୍ଷରୁ "ଭାବର ଭୂଇଁ ଗନ୍ଧମାର୍ଦ୍ଦନ ଆଲୋଚନାଚକ୍ର ଅନୁଷ୍ଠିତ   19-Jul-2026
  ଜିଲ୍ଲା  
ଡାକ୍ତର ଭଗବାନ ଙ୍କ ଦ୍ୱିତୀୟ ଅବତାର: ଗୌତମ ରାୟ ♦️୫ ବରିଷ୍ଠ ଡାକ୍ତରଙ୍କୁ ଜୀବନ ବ୍ୟାପି ସାଧନା ସମ୍ମାନ ♦️୭୧ ଡାକ୍ତରଙ୍କୁ ସ୍ବତନ୍ତ୍ର ସମ୍ମାନ   19-Jul-2026
  ଜିଲ୍ଲା  
ଏନ ଏଚ ବାଇପାସ ପାଇଁ ଲଖପାଲି ରାସ୍ତା କାଦୁଅମୟ: ଅତିରିକ୍ତ ଜିଲ୍ଲାପାଳଙ୍କୁ BMM ଓ ଗ୍ରାମବାସୀଙ୍କ ଦାବିପତ୍ର   19-Jul-2026
  ଜିଲ୍ଲା  
ୟନେକ୍ସ - ସନରାଇଜ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଘାଟିତ♦️ ଯୋଗ ଦେଲେ ୨୫୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ   19-Jul-2026
  ଜିଲ୍ଲା  
ସ୍ୱର୍ଗତ ସୁଶୀଲ ଭୁଏଙ୍କ ପରିବାରକୁ ଓଷ୍ଟା ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ ,ସଂଘର ସାମାଜିକ ବଦାନ୍ୟତାକୁ ସବୁଠି ପ୍ରଶଂସା   19-Jul-2026
  ଜିଲ୍ଲା  
ମାନବ ସେବା ହିଁ ମାଧବ ସେବା " ଅତାବିରାରେ ସ୍କାଉଟ-ଗାଇଡ୍ ଓ ରେଡକ୍ରସର ରଥଯାତ୍ରା ସେବା ଶିବିର ଉଦ୍‌ଘାଟିତ   19-Jul-2026
  ଜିଲ୍ଲା  
*କୋଶୋଲି ବରନ ବୋଧ ପାଣ୍ଡୁଲିପି ର ଉନ୍ମୋଚନ*-   19-Jul-2026
  ଜିଲ୍ଲା  
ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ସାଂଗଠାନିକ ବୈଠକ ଅନୁଷ୍ଠିତ।   19-Jul-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ସଫଳତା ପାଇଁ କୁନି ପ୍ରତିଭା ନିଖିଲଙ୍କୁ ଭବ୍ୟ ସମ୍ବର୍ଦ୍ଧନା   19-Jul-2026
  ଜିଲ୍ଲା  
ଜେଏସ୍ ଏମ କଲେଜ ଅଫ୍ କମର୍ସରେ ଷଷ୍ଠ ତମ ଗ୍ରାଜୁଏସନ୍ ଦିବସ ପାଳିତ   19-Jul-2026
  ଜିଲ୍ଲା  
ନବଭାରତୀ ରେ ନୂତନ ବିଦ୍ଯାଳୟ ପରିଚାଳନା କମିଟି ଗଠନ,   19-Jul-2026
  ଜିଲ୍ଲା  
ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଏକ ପ୍ରୟାସ   19-Jul-2026

You Might Also Like