-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||      ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   (09-Sep-2026)       ||      ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||      ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   (09-Sep-2026)       ||      ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   (09-Sep-2026)       ||      ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ସଂସ୍କୃତ ସପ୍ତାହୋତ୍ସବ ଆୟୋଜିତ   (09-Sep-2026)       ||      *CRG ଚୟନରେ ପାରଦର୍ଶିତା ନେଇ ପ୍ରଶ୍ନ: ସିଆରସି ର ଏକ ପାଖିଆ ନିଷ୍ପର୍ତ୍ତି ରେ ଯୋଗ୍ୟତା ଓ ଅଭିଜ୍ଞତାକୁ ଗୁରୁତ୍ୱ ନାହିଁ*   (09-Sep-2026)       ||     

HOME   ଜିଲ୍ଲା

ଧାନର ଅଭାବିବିକ୍ରି ପ୍ରତିବାଦରେ ଜାତୀୟ ରାଜପଥକୁ ଧାନବସ୍ତା ସହ ଓହ୍ଲାଇବେ ଚାଷୀ

09-Dec-2025



ଅତାବିରା/ରେଙ୍ଗାଲିକ୍ୟାମ୍ପ,(ଆକାଶ ମିଶ୍ର): ଧାନର ଅଭାବି ବିକ୍ରି ପ୍ରତିବାଦରେ ଆସନ୍ତା କାଲି ରୁ ଯେ କୌଣସି ମୁହୁର୍ତ୍ତରେ ଜାତୀୟ ରାଜପଥକୁ ଓହ୍ଲାଇବେ ଚାଷୀ। ଅତାବିରାରୁ ଗୋଡ଼ଭଗା ଭିତରେ ଧାନ ବସ୍ତା ସହ ଏହି ଆନ୍ଦୋଳନ କରାଯିବ ବୋଲି ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଗୋଡ଼ଭଗାରେ ଅନୁଷ୍ଠିତ ଚାଷୀ ସମାବେଶରେ ଏହି ନିଷ୍ପତ୍ତି ହୋଇଛି। ସଂଗଠନର ଅତାବିରା ବ୍ଳକ ସଭାପତି ବୀରେନ୍ଦ୍ର କରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧିନସ୍ଥ ବିଭିନ୍ନ ମାିର୍କେଟ୍ ୟାର୍ଡରୁ ଶତାଧିକ ଚାଷୀ ଆସିଥିଲେ। ବିଗତ ଖରିଫ ଫସଲରେ ନଭେମ୍ବର ୧୦ ତାରିଖରୁ ମଣ୍ଡି ଖୋଲି ଡ଼ିସେମ୍ବର ବେଳକୁ ଧାନସଂଗ୍ରହ ଚରମ ସୀମା ଥାଏ, ଡ଼ିସେମ୍ବରରେ ଧାନ ସଂଗ୍ରହ ଶେଷ ହୋଇଥାଏ। କିନ୍ତୁ ଚଳିତ ବର୍ଷ ଡ଼ିସେମ୍ବରର ୮ ଦିନ ବିତି ଗଲାଣି। ଧାନ ସଂଗ୍ରହ ନାମକୁ ମାତ୍ର ହୋଇଛି। କେତେକ ମଣ୍ଡରେ ଧାନ ବିକ୍ରି ଆରମ୍ଭ ହୋଇନାହିଁ। ମାସେ ପରେ ଜାନୁଆରି ମକର ସଂକ୍ରାନ୍ତି ପରେ ହୀରାକୁଦ ସେଚାଂଚଳରେ ରବି ଫସଲ ପାଇଁ ଧାନ ରୁଆ ଆରମ୍ଭ ହୋଥାଏ। ଜାନୁଆରି ପହିଲାରୁ ଆଗାମୀ ଫସଲ ପାଇଁ ପ୍ରସ୍ତୁତ ହୋଇଥାଏ। କିନ୍ତୁ ଚଳିତ ବର୍ଷ ଧାନ ସଂଗ୍ରହରେ ଅଚଳାବସ୍ଥା, ମନ୍ଥରତା ନେଇ ଚାଷୀଙ୍କ ମଧ୍ୟରେ ବିଭିନ୍ନ ଦ୍ବନ୍ଦ, ଭାଲେଣି ପଡ଼ିଗଲାଣି। ବହୁ ଲୋକଙ୍କ ଟୋକନ୍ ଏ ପର୍ଯ୍ୟନ୍ତ ଆସି ନାହିଁ। ଟୋକନ କେବେ ଆସିବ କି ନାହିଁ ଚାଷୀ, ପ୍ୟାକ୍ସ କର୍ମଚାରୀ ମଧ୍ୟରେ କିଛି ସୂଚନା ନାହିଁ। ଧାନ ବିକ୍ରି ସମସ୍ୟା ନେଇ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଜିଲ୍ଲାପ୍ରଶାସନ ସହ ବହୁବାର ଆଲୋଚନା କରିଥିଲେ। କିନ୍ତୁ ଧାନ ସଂଗ୍ରହରେ କିଛି ସୁଧାର ନ ହେବାରୁ, ପ୍ରଶାସନର ଦିନ ପରେ ଦିନ ଗଡ଼ାଇବାରୁ ଶେଷରେ ଆଗାମୀ ଦିନରେ ରାଜପଥକୁ ଓହ୍ଲାଇବାର ନିଷ୍ପତ୍ତି ନିଆଯାଇଥିବା ସଗଂଠନ ପକ୍ଷରୁ କୁହାଯାଇଛି। କିଛି ମଣ୍ଡିରେ ନାମକୁ ମାତ୍ର ଧାନ ଉଠୁଥିବା ବେଳେ ଏଠାରେ ବିତିତ୍ର ଦୃଶ୍ୟ

ଦେଖିବାକୁ ମିଳୁଛି। ମଣ୍ଡିରୁ ମିଲ୍ ପଏଣ୍ଟକୁ ଧାନ ନେବା ଖର୍ଚ୍ଚ ଚାଷୀ ବୋହି ଓ ମିଲ୍ ପଏଣ୍ଟରେ କଟନିଛଟନି ହେବ ବୋଲି କିଛି ମିଲରର ଏଜେଣ୍ଟ କହୁଥିବା ଚାଷୀମାନେ ଅଭିଯୋଗ ଆଣିଛନ୍ତି। ସୋମବାର ଗୋଡ଼ଭଗା ମଣ୍ଡିରେ ହୋଇଥିବା ଚାଷୀ ବୈଠକରେ ଚାଷୀଙ୍କ ରୋଷ ଚରମ ସୀମାକୁ ପହଂଚିଯାଇଥିବା ଦେଖିବାକୁ ମିଳିଥିଲା। ଚାଷୀଙ୍କ ସହନଶୀଳତା ପରୀକ୍ଷା ସରକାର ନେଉଛନ୍ତି। ଧାନର ଅଭାବିବକ୍ରି ପ୍ରତିବାଦରେ ଆଗାମୀ କାଲିରୁ ଯେକୌଣସି ସମୟରେ ଉଚିତ ଜବାବ ଦେବେ ବୋଲି ଚାଷୀ ଓ ସଂଗଠନ ଚେତାଇ ଦେଇଛି।


News Comment




Photo in News

Advertisment
Lastest News
ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   10-Sep-2026
  ଜିଲ୍ଲା  
ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   09-Sep-2026
  ଜିଲ୍ଲା  
ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା   09-Sep-2026
  ଜିଲ୍ଲା  
ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   09-Sep-2026
  ଜିଲ୍ଲା  
ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   09-Sep-2026
  ଜିଲ୍ଲା  
ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    09-Sep-2026
  ରାଜ୍ୟ  
ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି   09-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   09-Sep-2026
  ଜିଲ୍ଲା  
ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   09-Sep-2026
  ଜିଲ୍ଲା  
ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   09-Sep-2026
  ଜିଲ୍ଲା  
ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   09-Sep-2026
  ଜିଲ୍ଲା  
କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   09-Sep-2026

You Might Also Like