-+91-9937148622 |

prerana_bgr@rediffmail.com |

  Thursday 5th March 2026 |

| | | |

R.N.I. Regd No. ODIODI/2010/46693

Breaking News

ପୁରାତନ ଛାତ୍ରଙ୍କ ପକ୍ଷରୁ ଗୁରୁଙ୍କୁ ସମ୍ବର୍ଦ୍ଧନା   (05-Mar-2026)       ||      ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   (05-Mar-2026)       ||      ହରିହର ଭେଟ ସମ୍ପନ୍ନ   (05-Mar-2026)       ||      ୟୁଜିସି ଆଇନ ସମର୍ଥନରେ ଜିଲ୍ଲା ଓବିସି ଏସ୍ ଟି ଏସ୍ ସି ମଞ୍ଚ ର ଗଣଧାରଣା ଏବଂ ବିକ୍ଷୋଭ   (05-Mar-2026)       ||      ଯୁବୋଦୟ ଛାତ୍ରଛାତ୍ରୀଙ୍କ ପାଇଁ ମାଛଚାଷ ଉପରେ ପ୍ରାୟୋଗିକ ପ୍ରଶିକ୍ଷଣ   (05-Mar-2026)       ||      ଖବର ପ୍ରସାରଣ ପରେ ମଧ୍ୟ ହେଉନି କାର୍ଯ୍ୟାନୁଷ୍ଠାନ♦️ଚେତୁନି ପ୍ରଶାସନ କି ରାଜସ୍ବ ବିଭାଗ    (05-Mar-2026)       ||      ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ  ସଚିବସ୍ତରୀୟ  ସମୀକ୍ଷା ବୈଠକ   (05-Mar-2026)       ||      ଆଗଲପୁରରେ ଦୋଳ ମହୋତ୍ସବ ୨୦୨୬ ପାଳନ   (05-Mar-2026)       ||      ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାରରେ ହୋଲି ଉତ୍ସବ ପାଳିତ   (05-Mar-2026)       ||      ଲିଟିଲ୍ ବଡ୍ଡି ଇଣ୍ଟରନେସନାଲ ପ୍ଲେ ସ୍କୁଲ ଉଦଘାଟିତ   (05-Mar-2026)       ||      *ସ୍ୱଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ହୋଲି ଉତ୍ସବ ଛିନା ଛକା ପାଳନ*- - *ଜିଲ୍ଲାପାଳ ଓ ପୋଲିସ ଅଫିସର ଗୀତ ଗାଇ ଲୋକ ଙ୍କ ମନ ଜିଣିଲେ*-   (05-Mar-2026)       ||      ଶନିଶ୍ଚରମହାଗ୍ରହ ମନ୍ଦିରର ପ୍ରତିଷ୍ଠା ପାଇଁ ଉତ୍ସବମୁଖର ତରଭା ଅଞ୍ଚଳ    (05-Mar-2026)       ||      ବଲାଙ୍ଗୀର : କିଛି ଔଷଧ ବିତରକ ସଂସ୍ଥାରେ ନିମ୍ନମାନର ଏବଂ ସ୍ୱଳ୍ପ ଅବଧି ଥିବା ଔଷଧ ମହଜୁଦ    (04-Mar-2026)       ||      ରାଜାରାଜୁଡା ଅମଳର ଜଳାଶୟ ରାଣୀ ବନ୍ଧର ସୁରକ୍ଷା ଓ ପୁନଃରୁଦ୍ଧାର ପାଇଁ ବ୍ୟାପକ ଅଭିଯାନ, ସରକାରୀ ଅନୁଦାନର ସଠିକ ବିନିଯୋଗ ନହଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଲା ରାଣୀ ବନ୍ଧ ସୁରକ୍ଷା କମିଟି   (04-Mar-2026)       ||      ହୋଲିରେ ଅଘଟଣ: ରଙ୍ଗ ଖେଳ ପରେ ଗାଧୋଇବାକୁ ଯାଇ ଯୁବକ ମୃତ୍ୟୁ   (04-Mar-2026)       ||      ହୃଦୟକୁ ହୃଦୟର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ    (04-Mar-2026)       ||      ଏକ ଭିନ୍ନ ଶିକ୍ଷକ   (04-Mar-2026)       ||      ବରପାଲି ରେ ରାଜ୍ୟ ସ୍ତରୀୟ ସାହିତ୍ୟ ସମ୍ମିଳନୀ ଆଦ୍ୟ ଫଗୁଣ   (04-Mar-2026)       ||      *ଡାବୁଗାଁ ରେ ଧୂମଧାମ ରେ ପାଳିତ ହେଲା ରଙ୍ଗର ପର୍ବ ହୋଲି, ଜନସାଧାରଣ ଙ୍କ ସହ ହୋଲି ଖେଳିଲେ ଡାବୁଗାଁ ବିଧାୟକ*   (04-Mar-2026)       ||      କୁଶଙ୍ଗ ଦୋଳଯାତ୍ରା ଉଦ୍‌ଯାପିତ   (04-Mar-2026)       ||     

HOME   ଜିଲ୍ଲା

*ପ୍ୟାରେଡ ଆଭାସ ବର୍ଜନ କଲେ ସ୍କୁଲ ଛାତ୍ର ଛାତ୍ରୀ*- *ପୁଣି ବିବାଦ ରେ ପୋଲିସ ଓ ଶିକ୍ଷା ବିଭାଗ*-

12-Aug-2025



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ଜିଲ୍ଲା ରାମେଶ୍ୱର ଷ୍ଟାଡିୟମ ଠାରେ ଚାଲିଥିବା ଜିଲ୍ଲା ସ୍ତରୀୟ ପ୍ୟାରେଡ ବର୍ଜନ କଲେ ଆଜି ବେସରକାରୀ ବିଦ୍ୟାଳୟ ର ଛାତ୍ରଛାତ୍ରୀ l ସୁବର୍ଣ୍ଣପୁର ଜିଲ୍ଲା ରେ ଦେଖିବାକୁ ମିଳିଛି ଏପରି ଘଟଣା l ଗୋଟେ ପଟେ ଜିଲ୍ଲା ଶିକ୍ଷା ଅଧିକାରୀ ତାଙ୍କ ପତ୍ର ସଂଖ୍ୟା ୪୦୧୬ ଗତ ୮-୮-୨୫ ତାରିଖ ରେ ଜିଲ୍ଲା ସଦର ର ସମୁଦାୟ ୪0 ଟି ବିଦ୍ୟାଳୟ କୁ ପ୍ୟାରେଡ ରେ ଭାଗ ନେବାକୁ ଚିଠି କରିଥିଲେ l ଛାତ୍ର ଛାତ୍ରୀ ମାନେ ମଧ୍ୟ ଉସ୍ରାହ ସହିତ ପ୍ୟାରେଡ ରେ ଭାଗ ନେଲେ ଗୋଟେ ଦିନ ପ୍ୟାରେଡ ଅଭ୍ୟାସ ମଧ୍ୟ କଲେ । ହେଲେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଆଦେଶ କୁ ଅବମାନନା କରି ଆଜି  ଛୋଟ ଛୋଟ ପିଲା ଙ୍କ ମନରେ ଆଘାତ ଦେଲେ ପୋଲିସ ବିଭାଗ ର ରିଜର୍ଭ ଆର ଆଇ କାହୁଁ ଚରଣ ମାରାଣ୍ଡି ।ଗୋଟେ ସ୍କୁଲରୁ କେବଳ ଗୋଟେ ଦଳ ଭାଗ ନେଇ ପାରିବେ ବୋଲି ଆଜି ସେ ପୁଣି କଲେ ନୁଆଁ ନିୟମ, ଶେଷରେ  ନିରାଶ ହୋଇ ପଡିଆ ରୁ ଫେରିଲେ ଛାତ୍ରଛାତ୍ରୀ l ତେଵେ ପ୍ରଶ୍ନ ଉଠେ ଯଦି ଏମିତି ନିୟମ ଥିଲା ତେଵେ କାହିଁକି କାଲି ଏହି ଛାତ୍ରଛାତ୍ରୀ ମାନଙ୍କୁ ପ୍ୟାରେଡ଼ ଅଭ୍ୟାସ କରାଉଥିଲେ ରିଜର୍ଭ ଆର ଆଇ , କାହିଁକି ପିଲାଙ୍କ ସମୟ ନଷ୍ଟ କରୁଥିଲେ l କାହିଁକି ପଡିଆରୁ ପିଲାଙ୍କୁ ଫେରାଇ ତାଙ୍କୁ ମାନସିକ ଆଘାତ ଦେଲେ l ତେଵେ ଏହି ନୁଆଁ ନିଅମ କୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ କାହିଁକି ଚିଠି ଖଣ୍ଡେ କଲେ ନାହିଁ l ଏହା କରିବା ଦ୍ବାରା କୋମଳ ମତୀ ଛାତ୍ରଛାତ୍ରୀ ମାନଙ୍କ ମନରେ ଖୁବ କଷ୍ଟ ହୋଇ ଥିବା ଓ ପୋଲିସ ଓ ଶିକ୍ଷା ବିଭାଗ କୁ ଦାୟୀ କରିଛନ୍ତି କରିଛନ୍ତି ଛାତ୍ରଛାତ୍ରୀ। ତେଵେ ଚଳିତ ପ୍ୟାରେଡ ପଡିଆ ରେ ଜିଲ୍ଲା ପ୍ରଶାସନ, ଶିକ୍ଷା ଅଧିକାରୀ ଙ୍କ ମଧ୍ୟରେ ତାଳମେଳ ଆଦୌ ନ ଥିବା ଏଥିରୁ ସ୍ପଟ ଭାବେ ବାରି ହୋଇଛି l ଏ ପୋଲିସ ଅଧିକାରୀ ଙ୍କ ମନମାନି କୁ ନେଇ ବହୁ ପୁର୍ବରୁ ରିଜର୍ଭ କର୍ମଚାରୀଙ୍କ ମଧ୍ୟରେ ଖୁଵ୍ ଅସନ୍ତୋଷ ଦେଖା ଦେଇ ଆସି ଥିବା ଖବର ରହିଥିବା ବେଳେ ଜିଲ୍ଲା ର ଏ ନୂଆଁ ଶିକ୍ଷାଧିକାରୀ ମେମ୍ ମଧ୍ୟ ଆରମ୍ଭ ରୁ ଖୁବ୍ ବିବାଦ ରେ ରହିଛନ୍ତି l ପୁଣି  ଚଳିତ ବର୍ଷ ଏହି ଷ୍ଟାଡିଅମ ପଡିଆ ରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଯୋଗ ଦେଇ ପ୍ୟାରେଡ ଅଭିବାଦନ ଗ୍ରହଣ କରିବାକୁ ଥିବା ବେଳେ ମୂଳ ରୁ ପ୍ରଶାସନ ର ଏହି ଛାତ୍ରଛାତ୍ରୀଙ୍କୁ ପ୍ୟାରେଡ ପଡିଆ ରୁ ଫେରାଇ ଶିକ୍ଷା ବିଭାଗ ପୁଣି ବିବାଦ ହେବା ଘଟଣା କୁ ବୁଦ୍ଧିଜୀବୀ ମହଲ ରେ ନା ପସନ୍ଦ କରାଯାଇଛି l ଅନ୍ୟପଟେ ପ୍ରାଇଭେଟ ସ୍କୁଲ ଏସୋସିଏସନ ପକ୍ଷରୁ ମଧ୍ୟ ଏହାକୁ ତିବ୍ର ନିନ୍ଦା କରା ଯାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ପୁରାତନ ଛାତ୍ରଙ୍କ ପକ୍ଷରୁ ଗୁରୁଙ୍କୁ ସମ୍ବର୍ଦ୍ଧନା   05-Mar-2026
  ଜିଲ୍ଲା  
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   05-Mar-2026
  ଜିଲ୍ଲା  
ହରିହର ଭେଟ ସମ୍ପନ୍ନ   05-Mar-2026
  ଜିଲ୍ଲା  
ୟୁଜିସି ଆଇନ ସମର୍ଥନରେ ଜିଲ୍ଲା ଓବିସି ଏସ୍ ଟି ଏସ୍ ସି ମଞ୍ଚ ର ଗଣଧାରଣା ଏବଂ ବିକ୍ଷୋଭ   05-Mar-2026
  ଜିଲ୍ଲା  
ଯୁବୋଦୟ ଛାତ୍ରଛାତ୍ରୀଙ୍କ ପାଇଁ ମାଛଚାଷ ଉପରେ ପ୍ରାୟୋଗିକ ପ୍ରଶିକ୍ଷଣ   05-Mar-2026
  ଜିଲ୍ଲା  
ଖବର ପ୍ରସାରଣ ପରେ ମଧ୍ୟ ହେଉନି କାର୍ଯ୍ୟାନୁଷ୍ଠାନ♦️ଚେତୁନି ପ୍ରଶାସନ କି ରାଜସ୍ବ ବିଭାଗ   05-Mar-2026
  ଜିଲ୍ଲା  
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ  ସଚିବସ୍ତରୀୟ  ସମୀକ୍ଷା ବୈଠକ   05-Mar-2026
  ଜିଲ୍ଲା  
ଆଗଲପୁରରେ ଦୋଳ ମହୋତ୍ସବ ୨୦୨୬ ପାଳନ   05-Mar-2026
  ଜିଲ୍ଲା  
ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାରରେ ହୋଲି ଉତ୍ସବ ପାଳିତ   05-Mar-2026
  ଜିଲ୍ଲା  
ଲିଟିଲ୍ ବଡ୍ଡି ଇଣ୍ଟରନେସନାଲ ପ୍ଲେ ସ୍କୁଲ ଉଦଘାଟିତ   05-Mar-2026
  ଜିଲ୍ଲା  
*ସ୍ୱଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ହୋଲି ଉତ୍ସବ ଛିନା ଛକା ପାଳନ*- - *ଜିଲ୍ଲାପାଳ ଓ ପୋଲିସ ଅଫିସର ଗୀତ ଗାଇ ଲୋକ ଙ୍କ ମନ ଜିଣିଲେ*-   05-Mar-2026
  ଜିଲ୍ଲା  
ଶନିଶ୍ଚରମହାଗ୍ରହ ମନ୍ଦିରର ପ୍ରତିଷ୍ଠା ପାଇଁ ଉତ୍ସବମୁଖର ତରଭା ଅଞ୍ଚଳ   05-Mar-2026

You Might Also Like