-+91-9937148622 |
prerana_bgr@rediffmail.com |
Monday 16th February 2026 |
R.N.I. Regd No. ODIODI/2010/46693
Breaking News
09-Jun-2025
ଲୋଇସିଂହା, (ବିନୋଦ ଦୀପ) ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ଏସଏମଏସ କେବିଆର ବଲାଙ୍ଗୀର ଦେବାଶିଷ ସରକାର, ଫାର୍ମ ମେନେଜର କେବିଆର ସାଗରୀକା ମୁନା, ଡିପିଡି ଆତ୍ମା ବଲାଙ୍ଗୀର ସୁନନ୍ଦା ସାହୁ, ଏଏଚଓ ଲୋଇସିଂହା ସମ୍ବିଧାନ ଭୋଇ, ବଲାଙ୍ଗୀର ସାଂସଦ ଙ୍କ ଲୋଇସିଂହା ପ୍ରତିନିଧି ବାଲକୃଷ୍ଣ ଧାରୁଆ, ସରପଞ୍ଚ ଝାରମୁଣ୍ଡା ବନିତା ମେହେର, ବ୍ଲକ କୃଷି ଅଧିକାରୀ ଲୋଇସିଂହା ମାମିନି ଭୋଇ, ଅତିରିକ୍ତ କୃଷି ଅଧିକାରୀ ରୋହନ କୁମାର ସାହୁ ଉପସ୍ଥିତ ଥିଲେ l ଏହାସହ ଭିଏଡବ୍ଲୁ ପିଙ୍କୁ ରଞ୍ଜନ ସାହୁ, ଏଟିଏମ ସୁବ୍ରତ ପଟେଲ, ଇନ୍ଦ୍ରାଣୀ ସାହୁ, କୃଷକ ସାଥି ସଚିକାନ୍ତ ପଟେଲ, ସଂଜୀବ କୁମାର ପଟେଲ ପ୍ରମୁଖ ଯୋଗ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ବହୁ ମାତ୍ରାରେ ମହିଳା ମାନେ ଯୋଗ ଦେଇଥିଲେ l