-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ    (18-Oct-2026)       ||      ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||      ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||     

HOME   ଜିଲ୍ଲା

ରାମସା ଗ୍ରାମରେ ମା ଠାକୁରାଣୀ ପାଟ ଭୀମା ବାଲିଯାତ୍ରା ଉଦଯାପିତ

19-May-2025



ନବରଙ୍ଗପୁର (ମିହିର ଶଙ୍କର ପାତ୍ର,)
 ଫେବୃଆରୀ ମାସ 20ତାରିଖରେ ଝରିଗାଁ ବ୍ଲକ ପାଳିଆ ପଂଚାୟତ ଅନ୍ତର୍ଗତ ରାମସା ଗ୍ରାମ ଠାରେ ଆରମ୍ଭ ହୋଇଥିବା ମା ଠାକୁରାଣୀ ପାଟ ଭୀମା ବାଲିଯାତ୍ରା ଆଜି ସମ୍ପନ୍ନ ହୋଇଯାଇଛି |ବାଲିଯାତ୍ରାର ଶେଷ ଦିନରେ ଗ୍ରାମରେ ପ୍ରବଳ ଜନ ସମୁଦ୍ର ଦେଖିବାକୁ ମିଳିଥିବା ବେଳେ ଉଠା ଦୋକାନ ସାଙ୍ଗକୁ ମିନା ବଜାର ମଧ୍ୟ ଆସିଥିଲା |ଗ୍ରାମର ମୁଖ୍ୟ ବ୍ୟକ୍ତି କମଳସାଏ ମାଝୀଙ୍କ କହିବା ପ୍ରକାରେ ଗାଁ ସ୍ଥାପନ ହେବା ପରେ ପରେ ୧୯୭୭ ମସିହାରେ ପ୍ରଥମ ଥର ପାଇଁ ଏହି ବାଲିଯାତ୍ରା ଆରମ୍ଭ ହୋଇଥିଲା |ପରେ ଦୀର୍ଘ ୪୮ବର୍ଷ ପରେ ରାମସା ଓ ତାର ତିନୋଟି ପଡା କୁରୁଙ୍ଗାବେଡା, ଗୋପାଳଗୁଡା ଓ ବଡ଼ ରାମସା ଜନସାଧାରଣ ଏକତ୍ରିତ ହୋଇ ବୈଠକ କରି ପୁଣିଥରେ ଗ୍ରାମରେ ପାଟ ବାଲିଯାତ୍ରାର ଆୟୋଜନ କରିବା ନେଇ ସ୍ଥିର କରିଥିଲେ |ପରେ ଚାରି ସାହିର ଜନସାଧାରଣ ଚାନ୍ଦା ଆଦାୟ କରି ଝରିଗାଁ ବ୍ଲକ ବାଣୁଆଗୁଡା ପଳସଗାଁ ଗ୍ରାମର ଗୁରୁମାଏ ହରି ପୂଜାରୀଙ୍କୁ ନିମନ୍ତ୍ରିତ କରି ଗ୍ରାମକୁ ଆଣି ଶୁଭଖୁଣ୍ଟ ସ୍ଥାପନ କଲେ ଏବଂ ଫେବୃଆରୀ ମାସର ୨୦ ତାରିଖରୁ ବାଲିଯାତ୍ରା ଆରମ୍ଭ ହୋଇଥିଲା |ଦୀର୍ଘ ତିନି ମାସ ଧରି ଏହି ବାଲିଯାତ୍ରା ଚାଲିଥିଲା |କୁମାରୀ ଝୀଅ, ବାଳୁତ ପୁଅ, ମହିଳା ଓ ପୁରୁଷ ମାନଙ୍କ ଦେହରେ ରୈଲା, ଭୀମା,ଚୋକ ଧାରନି, ଦାଣ୍ଡ ଧାରନି, କଳା ଧାରନି, ବାର ଦାଇନି, ପାଟରାନୀ, କନ୍ଦନି, ୧୨ ଭାଇ ଭୀମା, ୧୩ ଭାଇ ଚାଉରିଆ, ୩୨ ଭଉଣୀ ମାତା, ୧୬ ଭଉଣି ଗଙ୍ଗାଦି, ବୁଡ଼ାରାଜା ଆଦି ଶତାଧିକ ଦେବାଦେବୀ ବିରାଜିତ ହୋଇ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ନୃତ୍ୟ କରିଥିଲେ |ବାଲି କାଢ଼ିବା, ବିହନ ମାଗିବା, ବିହନ ବୁଣିବା ଆଦି ନୀତିକାନ୍ତି ଶେଷ କରିବା ପରେ ଆଜି ବିଧିବଦ୍ଧ ଭାବେ ପୂଜାର୍ଚନା କରି ବାଲି ବିସର୍ଜନ କରାଯାଇଛି |ଶେଷ ଦିନରେ ବାଲିଯାତ୍ରାରେ ଜନ ସମୁଦ୍ର କୁ ଦୃଷ୍ଟିରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ରାମସା ବାଲିଯାତ୍ରା କମିଟି ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଥିଲା |ଦର୍ଶକ ମାନଙ୍କ ମନରଞ୍ଜନ ପାଇଁ  ରାତିରେ ଦୁଇଟା ଦେଶିଆ ନାଟକର ମଧ୍ୟ ଆୟୋଜନ କରାଯାଇଥିଲା | ଏହି ପାଟ ବାଲିଯାତ୍ରାରେ ଗ୍ରାମର ପୂଜାରୀ ମାର ପୂଜାରୀ, କମଳସାଏ ମାଝୀ, ଧନେର ପୂଜାରୀ, ପଦ୍ମନ ପୂଜାରୀ, କେଶବ ପୂଜାରୀ,ସମଦୁ ମାଝୀ, ସାହେବସିଂ ଦୁର୍ଗା, ଦଶରଥ ଗୌଡ଼,ସନାଧର ଭତରା, ସୁନ୍ଦର ମାଝୀ, ମାନସିଂ କଂସାରୀ, ମଙ୍ଗଳୁ ଭତରା, ନରସିଂ ଗୌଡ଼, କେଶବ ଭତରା, ଦଶରୁ ଭତରା, ତୁଲାରାମ ମାଝୀ, ଉଡ଼ଖୁଡି ଗାଣ୍ଡା,
ଗୁରୁମାଏ ହରି ପୂଜାରୀ,
ସୋମନାଥ ଶିରା, ଚୈତନ ଶିରା,ପଟେଲ ଶିରା ଆଦି ପ୍ରମୁଖ ଭୂମିକା ତୁଲେଇଥିବା ବେଳେ ରାମସା ବାଲିଯାତ୍ରା କମିଟି ଓ କୁରୁଙ୍ଗାବେଡା, ଗୋପାଳଗୁଡା ଓ ବଡ଼ ରାମସା ଗ୍ରାମର ଜନ ସାଧାରଣ ପୂର୍ଣ୍ଣ ସହଯୋଗ କରି ବାଲିଯାତ୍ରାକୁ ସଫଳ କରିଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   18-Oct-2026
  ଜିଲ୍ଲା  
ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   18-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   18-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   18-Oct-2026
  ଜିଲ୍ଲା  
ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   18-Oct-2026
  ଜିଲ୍ଲା  
*ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   18-Oct-2026
  ଜିଲ୍ଲା  
ଗଣିତ ଗବେଷଣା   17-Oct-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   17-Oct-2026
  ଜିଲ୍ଲା  
ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   17-Oct-2026
  ଜିଲ୍ଲା  
ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   17-Oct-2026

You Might Also Like

                           
  ଜିଲ୍ଲା  

ଗଣିତ ଗବେଷଣା