-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||     

HOME   ଜିଲ୍ଲା

ତରଭା ବ୍ଲକଅଞ୍ଚଳରେ ସାଂସଦପ୍ରାର୍ଥି ସୁରେନ୍ଦ୍ର ଓ ବିଧାୟକପ୍ରାର୍ଥିଙ୍କ ବିପୁଳ ସମର୍ଥନ ମେଣ୍ଡାର ରଜାବନ୍ଧକୁ ସୁକତେଲରୁ ଲିଫ୍ଟପଏଣ୍ଟରେ ପାଣି ଅଣାଯିବ-ନିରଂଜନ

09-May-2024



ବଲାଙ୍ଗୀର/ତରଭା/ ବଲାଙ୍ଗୀର ଲୋକସଭାକ୍ଷେତ୍ର ଅନ୍ତର୍ଗତ ସୋନପୁର ନିର୍ବାଚନମଣ୍ଡଳିର ତରଭା ବ୍ଲକଅଞ୍ଚଳରେ ବୁଧବାର ଦିନ ବିଜେଡିର ସାଂସଦପ୍ରାର୍ଥି ସୁରେନ୍ଦ୍ର ସିଂଭୋଇ ଓ ସୋନପୁର ବିଧାୟକପ୍ରାର୍ଥି ନିରଂଜନ ପୁଜାହାରୀଙ୍କ ମାରାଥନ ପ୍ରଚାର ହୋଇଯାଇଛି । ଏହି ଅଞ୍ଚଳରେ ଲଗାତାର ଭାବରେ ବିଜେଡିଦଳ ଜିଣିଆସୁଛି ଓ ଚଳିତଥର ମଧ୍ୟ ବିଜେଡିଦଳକୁ ବିପୁଳ ଜନସମର୍ଥନ ମିଳୁଥିବା ଲକ୍ଷ୍ୟ କରାଯାଇଛି । ବୁଧବାର ସକାଳ ୯ଟାରୁ ତରଭାବ୍ଲକର ଶେଷମୁଣ୍ଡରେ ଥିବା ବାଲିଖମାର ପଞ୍ଚାତରୁ ପ୍ରଚାର ଆରମ୍ଭ ହୋଇ ସଂଧ୍ୟାରେ ଦେଉଳପଦର,ମେଣ୍ଡା ଓ ରାଣିସର୍ଡା ପଞ୍ଚାୟତ ପର୍ଯ୍ୟନ୍ତ ଶେଷ ହୋଇଥିଲା । ବାଲିଖମାର,ଚାରଭଟା,କୁମ୍ଭାରମୁଣ୍ଡା,କମସରା,ବଘିଆ,ତୁଲୁଣ୍ଡା,ମରାଡୁଗୋଚ୍ଛା,ଝାରତରଭା,ଶିବତୁଳା,ପୁଆ,ଦେଓଳପଦର,ମେଣ୍ଡା ଓ ରାଣିସର୍ଡା ଇତ୍ୟାଦି ପଞ୍ଚାୟତରେ ପ୍ରାୟ ୧୪ଟି ଜନସଭା ହୋଇଥିଲା ଓ ସେଠାରେ ମନ୍ତ୍ରୀ ନରଂଜନ ପୂଜାହାରୀ ଓ ସାଂସଦ ପ୍ରାର୍ଥି ସୁରେନ୍ଦ୍ର ସିଂଭୋଇ ଯୋଡିଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଥିଲେ । ମେଣ୍ଡା ଗାଁରେ ଥିବା ମହାରାଜା ବନ୍ଧକୁ ସୁକତେଲନଦୀରୁ ଲିଫ୍ଟପଏଣ୍ଟ ଲଗାଯିବ ବୋଲି ବିଧାୟକ ପ୍ରାର୍ଥି ନିରଂଜନ ପୂଝାହାରି ଘୋଷଣା କରିଥିଲେ । ଏହି ସବୁ କାର୍ଯ୍ୟକ୍ରମରେ ସୋନପୁର ଜିଲ୍ଲା ବିଜେଡିସଭାପତି ତଥା ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ଉପସଭାପତି ମାନଭଞ୍ଜନ ମିଶ୍ର ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକଅଧ୍ୟକ୍ଷ ସତୃଘ୍ନ ପୃଷ୍ଟି,ବିଜେଡିବ୍ଲକ ସଭାପତି ହେମନ୍ତ ସାହୁ,ତରଭା ଏନଏସିର ଉପନଗରପାଳ ଗଗନ ଅଗ୍ରୱାଲ,ବିଜେଡିନେତା ସୁବାଷ ସେଠୀ,ପାଇକବାହାଲ ସରପଞ୍ଚଗଣନାଥ ସାହୁ,ରାଜେନ୍ଦ୍ର ପଣ୍ଡା,ଜନାର୍ଦ୍ଦନ ଥନାପତି ପ୍ରମୁଖ ସାମିଲ ଥିଲେ । ମେଣ୍ଡା ମେହେରପଡାରେ ହୋଇଥିବା କାର୍ଯ୍ୟକ୍ରମରେ ଯୁବନେତା ରାଜୀବ ମେହେର,ଅଶୋକ ମେହେର,ବିଭୁତି ଝାଙ୍କର,ମେଣ୍ଡା ପର୍ଯ୍ୟବେକ୍ଷକ ଚକ୍ରଧର ସା,କିଶୋର ପଣ୍ଡା,ମେଣ୍ଡାର ପୂର୍ବତନ ସରପଞ୍ଚ ହୃଷିକେଶ ପାତ୍ର,ପୂର୍ବତନ ସମିତିସଭ୍ୟ ଦେବେନ୍ଦ୍ର ପର୍ଦ୍ଧିଆ,ନକୁଳ କର୍ଣ୍ଣ,ବିକାଶ ଜେନା,ରଂଜନ ବରାଇ,ବଡ ପାଣିଗ୍ରାହୀ,ଅଭିମନ୍ୟୁ ଟାଲି,ଡୁବୁଲ ଦଣ୍ଡସେନା,ମହାଦେବ ଜେନାଙ୍କ ସମେତ ବହୁସଂଖ୍ୟାରେ ମହିଳା/ପୁରୁଷ ଯୋଗଦେଇଥିଲେ । ମେଣ୍ଡାରେ ଏକ ବିଶାଳ ଶୋଭାଯାତ୍ରାରେ ଗାଁପରିକ୍ରମା କରାଯାଇôତଲା । ଏହି ଅବସରରେ ବିଧାୟକପ୍ରାର୍ଥି ଶ୍ରୀ ପୂଜାରୀ ଆସନ୍ତା ନିର୍ବାଚନ ପାଇଁ ଏକ ବିଜେଡି କାର୍ଯ୍ୟାଳୟକୁ ମଧ୍ୟ ଉଦଘାଟନ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   17-Oct-2026
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026

You Might Also Like