-+91-9937148622 |

prerana_bgr@rediffmail.com |

  Sunday 31st May 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଲିଯାତ୍ରା ତଳ ପଡିଆରେ ପ୍ରେମୀ ଯୁଗଳଙ୍କ ଭିଡ ପଡ଼ିଆରେ ଯୁବତୀଙ୍କୁ ଅସଦାଚରଣ ଉଦ୍ୟମ   (31-May-2026)       ||      ଯୁବୋଦୟ ଭିକ୍ଟର ୨୦୨୬♦️ +୨ବିଜ୍ଞାନରେ ୯୦ ପ୍ରତିଶତ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା    (30-May-2026)       ||      ପ୍ରେମ ପାଇଁ ଯୁବକ ଉପରେ ଚଢ଼ାଇ ଦେଲେ ଥାର ଗାଡି|   (30-May-2026)       ||      ନିର୍ମାଣ ସଂସ୍ଥା ବସ ଧକ୍କାରେ ଯୁବତୀ ମୃତ   (30-May-2026)       ||      ମୈଦଳପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ   (30-May-2026)       ||      ନର୍ଲା ପି,ଏସ,ଡିଗ୍ରୀ କଲେଜ ଇଂରାଜୀ ଅଧ୍ୟାପିକା ବାସନ୍ତୀ ସାହୁ ଓ ବରିଷ୍ଟ କିରାଣୀ ସନ୍ତୋଷ ନାଏକଙ୍କୁ ଭାବବିହୋଲ ବିଦାୟକାଳୀନ ସମ୍ବର୍ଦ୍ଧନା   (30-May-2026)       ||      ଉତ୍କଳ ମହିଳା ବିକାଶ ପରିଷଦ”ର ରୌପ୍ୟ ଜୟନ୍ତୀ ପାଳିତ    (30-May-2026)       ||      ବିନା ସୂଚନା ଫଳକ ରେ ଚାଲିଛି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାମ   (30-May-2026)       ||      ଓଡିଶା ହାଇକୋର୍ଟରେ ଜଷ୍ଟିସ ରାଧାଚରଣ ପଟ୍ଟନାୟକଙ୍କ ୩୪ତମ ପୂଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ   (30-May-2026)       ||      ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   (30-May-2026)       ||      କଲ୍ୟାଣୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆମ୍ବୁଲାନ୍ସ ସେବାର ଲୋକାର୍ପଣ   (30-May-2026)       ||      ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ! ଘଟଣା ଦିନ ରାଜ୍ୟ ବାହାରେ ଥାଇ ଵି ସେହି ଘଟଣାରେ ସାମ୍ବାଦିକଙ୍କୁ ଦୋଷୀ କରାଗଲା ♦️ ନିର୍ଦ୍ଦୋଷକୁ ଗିରଫ ନେଇ ସାମ୍ୱାଦିକ ସଂଘର କ୍ଷୋଭ   (30-May-2026)       ||      ନର୍ଲା ଡିଗ୍ରୀ କଲେଜ ଅଧ୍ୟାପିକା ବାସନ୍ତୀ ସାହୁ ବରିଷ୍ଟ କିରାଣୀ ସନ୍ତୋଷ ନାଏକ ଙ୍କୁ ବିଦାୟାଳୀନ ସମର୍ଦ୍ଧନା   (30-May-2026)       ||      ରତାଖଣ୍ଡି-ଆଟଗାଁ ରାସ୍ତାର ତେଲନଦୀରେ ନିର୍ମାଣହେବ ଉଚ୍ଚକ୍ଷମତାସମ୍ପନ୍ନ ପୋଲ   (30-May-2026)       ||      ବୁଥ୍‌ ସ୍ତରୀୟ ଅଧିକାରୀ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   (29-May-2026)       ||      ବୁଥ୍‌ ସ୍ତରୀୟ ଅଧିକାରୀ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   (29-May-2026)       ||      ବରପାଲି ସାମ୍ୱାଦିକ ସଂଘ ପକ୍ଷରୁ କର୍କଟ ରୋଗର ସଚେତନତା ଶିବିର ଅନୁଷ୍ଠିତ,   (29-May-2026)       ||      ବିନାସୂଚନା ଫଳକ ରେ ଚାଲିଛି ଚେକଡେମ କାମ    (29-May-2026)       ||      ଖାଦ୍ୟ ନ ପାଇ କଟକ ନୂଆବଜ଼ାର କୁଷ୍ଠ ରୋଗୀ ଧାରଣାରେ ବସିଲେ ।   (29-May-2026)       ||      *ସ୍ୱାମୀ ବିବେକାନନ୍ଦ କଲେଜ ବରପାଲିରେ ସମ୍ବର୍ଦ୍ଧନା ଉତ୍ସବ ଉଦଯାପିତ*   (29-May-2026)       ||     

HOME   ଜିଲ୍ଲା

ରାଜନୀତି ବିଜ୍ଞାନ ବିଭାଗ ରେ ଡକ୍ଟରେଟ୍ ଉପାଧି ଲାଭ

02-Mar-2024



ବୌଦ୍ଧ(ଜୟାନନ୍ଦ ମିଶ୍ର ): ବୌଦ୍ଧ ଜିଲ୍ଲା ବୌଦ୍ଧ ମ୍ୟୁନିସିପାଲଟି ନିବାସୀ ଗବେଷିକା ଶ୍ରୀମତୀ ଶ୍ରୁତି ରାଣୀ , ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଗତକାଲି ଆୟୋଜିତ ୨୫ ତମ  ଦୀକ୍ଷାନ୍ତ ସମାରୋହରେ, ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ଓଡ଼ିଶା ର ରାଜ୍ୟପାଳ ରଘୁବର ଦାସ , ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ଓ ଉପ କୁଳପତି ପ୍ରଫେସର ଡକ୍ଟର ଶ୍ରୀମତୀଗୀତାଞ୍ଜଳି ଦାସଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଗ୍ରହଣ କରିଛନ୍ତି । ଡକ୍ଟର ଶ୍ରୁତି , ସମ୍ବଲପୁର ବିଶ୍ବବଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ର ମୂଖ୍ୟ ଡକ୍ଟର ରୋଷ୍ନି କୁଜୁର ଙ୍କ ତତ୍ତ୍ଵାବଧାନରେରେ ତାଙ୍କର ଗବେଷଣାତ୍ମକ

ନିବନ୍ଧ , " political participation of tribal woman leaders in panchyati Raj institutions :a case study on GPs of Boudh district since  2007  ଶୀର୍ଷକ ସନ୍ଧର୍ଭ ଉପରେ କାର୍ଯ୍ୟ କରୁଥିଲେ ।
ଉକ୍ତ ସନ୍ଧର୍ଭ କୁ   Indian Political Science Association , ର Genaral Secretary ପ୍ରଫେସର ଡକ୍ଟର ସଞ୍ଜୀବ  ଶର୍ମା ଓ   Allhabad University   ପ୍ରଫେସର ଡକ୍ଟର ଅନୁରାଧା ଅଗ୍ରୱାଲ ଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଛି। ଶ୍ରୀମତୀ ଶ୍ରୁତି ବୌଦ୍ଧ ସ୍ଥିତ ଆଦର୍ଶ ସ୍ନାତକ ମହବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି। ସେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ, ବୌଦ୍ଧ ରେ କାର୍ଯ୍ୟରତ ଶ୍ରୀ ତାପସ କୁମାର ମିଶ୍ର ଙ୍କ ଧର୍ମପତ୍ନୀ ଅଟନ୍ତି । ବୌଦ ଜିଲ୍ଲା (ବିରାମଚଦ୍ର ପୁର ଗ୍ରାମ ମୂଳନିବାସି) ସ୍ବର୍ଗତ ଶ୍ରୀ ଉତ୍ତମ କୁମାର ମିଶ୍ର ଓ ଶ୍ରୀମତୀ ରାସେଶ୍ୱରୀ ମିଶ୍ର ଙ୍କ ଜ୍ୟେଷ୍ଠ ପୁତ୍ରବଧୁ ଓ ସୋନପୂର୍ ନିବାସୀ 

ସ୍ଵର୍ଗତ ଶ୍ରୀ ବେଣୁଧର ବେଦବାକ ଓ ଶ୍ରୀମତୀ ମଞ୍ଜୁବାଲା ଙ୍କ ଜ୍ୟେଷ୍ଠା କନ୍ୟା ଡକ୍ଟର ଶ୍ରୁତି ନିଜ ସଫଳତା ର ଶ୍ରେୟ ପରିବାର ର ସମସ୍ତ ସଦସ୍ୟ, ବନ୍ଧୁବାନ୍ଧବ, ଗୁରୁ, ଶୁଭଚିନ୍ତକ, ସହକର୍ମୀ, ଛାତ୍ରଛାତ୍ରୀ ,ଏକମାତ୍ର କନ୍ୟା ସ୍ଵୟଶ୍ରୀ, ଭାନିଯି ଭାଭ୍ୟା ଏବଂ ସର୍ବୋପରି ଜଗତର ନାଥ ଶ୍ରୀ ଜଗନ୍ନାଥ ଓ ଇଷ୍ଟଦେବୀ ମାଆ ଭୁବନେଶ୍ଵରୀଙ୍କୁ ସମର୍ପଣ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଲିଯାତ୍ରା ତଳ ପଡିଆରେ ପ୍ରେମୀ ଯୁଗଳଙ୍କ ଭିଡ ପଡ଼ିଆରେ ଯୁବତୀଙ୍କୁ ଅସଦାଚରଣ ଉଦ୍ୟମ   31-May-2026
  ଜିଲ୍ଲା  
ଯୁବୋଦୟ ଭିକ୍ଟର ୨୦୨୬♦️ +୨ବିଜ୍ଞାନରେ ୯୦ ପ୍ରତିଶତ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   30-May-2026
  ଜିଲ୍ଲା  
ପ୍ରେମ ପାଇଁ ଯୁବକ ଉପରେ ଚଢ଼ାଇ ଦେଲେ ଥାର ଗାଡି|   30-May-2026
  ଜିଲ୍ଲା  
ନିର୍ମାଣ ସଂସ୍ଥା ବସ ଧକ୍କାରେ ଯୁବତୀ ମୃତ   30-May-2026
  ଜିଲ୍ଲା  
ମୈଦଳପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ   30-May-2026
  ଜିଲ୍ଲା  
ନର୍ଲା ପି,ଏସ,ଡିଗ୍ରୀ କଲେଜ ଇଂରାଜୀ ଅଧ୍ୟାପିକା ବାସନ୍ତୀ ସାହୁ ଓ ବରିଷ୍ଟ କିରାଣୀ ସନ୍ତୋଷ ନାଏକଙ୍କୁ ଭାବବିହୋଲ ବିଦାୟକାଳୀନ ସମ୍ବର୍ଦ୍ଧନା   30-May-2026
  ଜିଲ୍ଲା  
ଉତ୍କଳ ମହିଳା ବିକାଶ ପରିଷଦ”ର ରୌପ୍ୟ ଜୟନ୍ତୀ ପାଳିତ   30-May-2026
  ଜିଲ୍ଲା  
ବିନା ସୂଚନା ଫଳକ ରେ ଚାଲିଛି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାମ   30-May-2026
  ଜିଲ୍ଲା  
ଓଡିଶା ହାଇକୋର୍ଟରେ ଜଷ୍ଟିସ ରାଧାଚରଣ ପଟ୍ଟନାୟକଙ୍କ ୩୪ତମ ପୂଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ   30-May-2026
  ଜିଲ୍ଲା  
ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   30-May-2026
  ଜିଲ୍ଲା  
କଲ୍ୟାଣୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆମ୍ବୁଲାନ୍ସ ସେବାର ଲୋକାର୍ପଣ   30-May-2026
  ଜିଲ୍ଲା  
ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ! ଘଟଣା ଦିନ ରାଜ୍ୟ ବାହାରେ ଥାଇ ଵି ସେହି ଘଟଣାରେ ସାମ୍ବାଦିକଙ୍କୁ ଦୋଷୀ କରାଗଲା ♦️ ନିର୍ଦ୍ଦୋଷକୁ ଗିରଫ ନେଇ ସାମ୍ୱାଦିକ ସଂଘର କ୍ଷୋଭ   30-May-2026

You Might Also Like