-+91-9937148622 |
prerana_bgr@rediffmail.com |
Sunday 31st May 2026 |
R.N.I. Regd No. ODIODI/2010/46693
Breaking News
02-Mar-2024
,(କେଶବ ମେହେର)
କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଉତ୍କେଲ ଗ୍ରାମ ପଞ୍ଚାୟତ ଅଧୀନ କୋକୋଡ଼ ମାଲ୍ ଗ୍ରାମ ଠାରେ ଅଙ୍ଗନୱାଡ଼ି କେନ୍ଦ୍ର ଶୁଭ ଉଦଘାଟନ ହୋଇଛି ।ମୁଖ୍ୟ ଅତିଥି ଭାବରେ ମାନ୍ୟବର ସାଂସଦ (ରାଜ୍ୟସଭା,) ଶ୍ରୀଯୁକ୍ତ ସୁଜିତ୍ କୁମାର ଙ୍କ କର କମଳରେ ଶୁଭ ଉଦଘାଟନ ହୋଇଥିଲା ।ଓ ସମ୍ମାନୀତ ଅଥିତି ଭାବେ ଯୋଗଦେଇଥିଲେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଚନ୍ଦନ କୁମାର ସେନାପତି ଓ କେସିଙ୍ଗା ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପଦ୍ମନାଭ ପୁରୋହିତ ଏବଂ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ନରେନ୍ଦ୍ର ମାଝୀ,ସ୍ଥାନୀୟ ସମିତି ସଭ୍ୟ ଶ୍ରୀଯୁକ୍ତ ତ୍ରିନାଥ ମାଝୀ ଏବଂ ସ୍ଥାନୀୟ ଗ୍ରାମର ଅନେକ ବୁଦ୍ଧିଜୀବି ,ଅଙ୍ଗନୱାଡ଼ି,SHG ମା ମାନେ ଯୋଗଦେଇ ଥିଲେ।