-+91-9937148622 |
prerana_bgr@rediffmail.com |
Thursday 23rd January 2025 |
R.N.I. Regd No. ODIODI/2010/46693
Breaking News
06-Jun-2023
କଟକ (ପ୍ରେରଣା ଖବର ): ନିକଟରେ ରେଳ ଦୁର୍ଘଟଣାରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ଚିକିତ୍ସିତ ହେଉଥିବା ପୀଡ଼ିତ ବ୍ୟକ୍ତି ମାନଙ୍କୁ ଓଡ଼ିଶା ନାରୀ ସେବା ସଂଘର ସଭାନେତ୍ରୀ ଡ଼ଃ ପ୍ରତିମା ମହାପାତ୍ର ସମ୍ପଦିକା ଆଭା
କାନୁନଗୋ, ସଙ୍ଗଠନ ସମ୍ପାଦିକା ମୀରା ବେଉରା ଓ କାର୍ଯକାରୀ କମିଟି ସଭ୍ୟା ଗିତlଶ୍ରୀ ଦାସ ଭେଟି ସେମାନଙ୍କର ଚିକିତ୍ସl ସମ୍ପର୍କରେ ପଚାରି ବୁଝିଥିଲେ। ସେହି ପୀଡିତ
ଲୋକମାନଙ୍କୁ ଓ ତାଙ୍କ ସମ୍ପର୍କୀୟ ମାନଂକୁ କିଛି ଶୁଖିଲା ଖାଦ୍ୟ ଓ ପାନୀୟ ନାରୀସଂଘ ପକ୍ଷରୁ ସହାୟତା ପ୍ରଦାନ କରାଯାଇଥିଲା। ମେଡିକାଲ ଅନ୍ତେବାସୀ ମାନେ ଏହି ଖାଦ୍ୟ ପଦାର୍ଥ ଓ ଥଣ୍ଡା ପାନୀୟକୁ ବଣ୍ଟନ କରିବାର ସହଯୋଗ କରିଥିଲେ।