-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
22-May-2023
ତୁଷୁରା(ପଞ୍ଚାନନ ନାଏକ)- ତୁଷୁରା ସହର ସ୍ଥିତ ଡେଲିମାର୍କେଟ ଠାରେ ସୋମବାର ଏନଏସି ଅଧ୍ୟକ୍ଷ ଅଜୟ କୁମାର ଜୟଶ୍ବାଳ ସଫେଇ କର୍ମଚାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ
ଆଲୋଚନା କରିବା ସହ କାର୍ଯ୍ଯର ତଦାରଖ କରିଥିଲେ। ସହରକୁ ସଫା ସୁତରା ରଖିବାରେ ତମ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ କରିଥିଲେ। ଏହି ଆଲୋଚନାରେ ପ୍ରେମ ସିଂହ, ଜ୍ୟୋତି ବାଗ, କବିର ସୁନା, ବିନୋଦ ସୁନା, ଗାୟତ୍ରୀ ସାଗର, ଜିତୁ ସାଗର, ସଞ୍ଜୀବ ବେହେରା ଆଦି ଉପସ୍ଥିତ ଥିଲେ।