-+91-9937148622 |

prerana_bgr@rediffmail.com |

  Saturday 2nd March 2024 |

| | | |

R.N.I. Regd No. ODIODI/2010/46693

Breaking News

ରାଜନୀତି ବିଜ୍ଞାନ ବିଭାଗ ରେ ଡକ୍ଟରେଟ୍ ଉପାଧି ଲାଭ   (02-Mar-2024)       ||      ଖୁଣ୍ଟିଗୋରା ଛକ ନିକଟରେ ବାଇକ ଦୁର୍ଘଟଣା , ୨ ଜଣ ଗୁରୁତର ଆହତ    (02-Mar-2024)       ||      ଅଙ୍ଗନଵାଡି କର୍ମୀ ରୁ ସୁପରଭାଇଜର ପଦୋନ୍ନତି ରେ ବ୍ୟାପକ ହେରାଫେରି ଅଭିଯୋଗ, ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ    (02-Mar-2024)       ||      କଣ୍ଟାମାଳ ବ୍ଲକର ଉପାନ୍ତ ଅଞ୍ଚଳକୁ ଅଚାନକ ପରିଦର୍ଶନରେ ଜିଲ୍ଲାପାଳ ଓ ଏସପି, ନାଦେନ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ   (02-Mar-2024)       ||      ସ୍ୱାସ୍ଥ୍ୟ ଶିକ୍ଷା ଓ ସେବା କ୍ଷେତ୍ରରେ ଯୋଡି ହେଲା ଆଉ ଏକ ଉଜ୍ଜ୍ୱଳ ଫର୍ଦ୍ଦ, ୫ଟି ମେଡିକାଲ କଲେଜର ଟିଚିଂ ହସ୍‌ପିଟାଲର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ୪ଟି ମେଡିକାଲ କଲେଜର ରୂପାନ୍ତରଣ ପାଇଁ ଭିତ୍ତିପ୍ରସ୍ତର ଦେଲେ ଉଦ୍‌ଘାଟନ, ବଲାଙ୍ଗିର ଭୋଇ ମେଡିକାଲ କଲେଜରେ ୬୫୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ   (02-Mar-2024)       ||      ବଲାଙ୍ଗୀର ସହର ମଧ୍ୟରେ ଥିବା ଇନକମ ଟେକ୍ସ ଅଫିସ କାର୍ଯ୍ୟ ନିମ୍ନମାନର ନେଇ ଅଭିଯୋଗ, (ପେପର ବ୍ଲକ ବସା କାମରୁ ବାରିହେଉଛି ଦୁର୍ନୀତି ର ଗନ୍ଧ, ବିଲଡିଂ କଥା ନକହିବା ଭଲ )    (02-Mar-2024)       ||      ସିନ୍ଧେକେଲା କୁ ଏନଏସି ମାନ୍ୟତା ଦାବିକୁ ନେଇ ଶାନ୍ତି ଶୃଙ୍ଖଳା ସହ ୧୨ ଘଣ୍ଟିଆ ବନ୍ଦ ପାଳନ   (02-Mar-2024)       ||      ମୋ ଛୋଟ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ    (02-Mar-2024)       ||      ମହାନଦୀ ଆଳତୀ ଘାଟରେ ପୂର୍ବତନ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ   (02-Mar-2024)       ||      ବନ୍ଦ ହେବାକୁ ବସିଲାଣି ମଣ୍ଡି, ଲ୍ୟାମ୍ସ କର୍ମଚାରୀଙ୍କ ଅବହେଳା ଯୋଗୁଁ ପଞ୍ଜୀକରଣ ପରେବି ଧାନ ବିକ୍ରୟ କରି ପାରି ନାହାନ୍ତି ଚାଷୀ   (02-Mar-2024)       ||      ଲୋଇସିଂହା ମହିଳା ପ୍ରଡ୍ୟୁସର କମ୍ପାନୀର ଅତିରିକ୍ତ ସାଧାରଣ ପରିଷଦ ବୈଠକ   (01-Mar-2024)       ||      ନୂତନ ଜିଲ୍ଲା ଚ଼ିକିତ୍ସାଳୟ ଠାରେ ଆହାର ବ୍ୟବସ୍ଥା   (01-Mar-2024)       ||      କଣ୍ଟାମାଳ ରେ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ   (01-Mar-2024)       ||      ସିନ୍ଧେକେଲା ଜୋନର ୧୨ ଟି ପଞ୍ଚାୟତ କୁ ନେଇ ବିଜେଡ଼ିର ବିଶାଳ ଜନ ସମାବେଶ   (01-Mar-2024)       ||      ସାମ୍ବାଦିକ ଭବନର କମ୍ୟୁନିଟି ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ    (01-Mar-2024)       ||      ବଲାଙ୍ଗିର : ନିଜର ୩ ଦଫ ଦାବି ନେଇ ଆନ୍ଦୋଳନରେ ବସିଲେ ପେକ୍‌ସ କର୍ମଚାରୀ     (01-Mar-2024)       ||      ଆହୁରି ଗବେଷଣା କରିବି- ସୀମାରାଣୀ   (01-Mar-2024)       ||      ଆମ ବ୍ୟାଙ୍କ ଆମ ଭରସା - ସି ଏସ ପି ବ୍ୟବସ୍ଥା   (01-Mar-2024)       ||      ଡ଼ଃ ରବୀନ୍ଦ୍ର ନାରାୟଣ ବେହେରା ଆଗାମୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାର ସମ୍ଭାବନା ଉଜ୍ଜ୍ବଳ   (01-Mar-2024)       ||      ପ୍ରଧାନ ଶିକ୍ଷକ ଗୁଣନିଧି ମେହେରଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ   (01-Mar-2024)       ||     

HOME   ଜିଲ୍ଲା

ବେହେରନ୍ ବୈଠକ ର ନିଷ୍ପତ୍ତି ଏପ୍ରିଲ ୩ରେ ହେବ ଡାବୁଗାଁ ନବଦିନ ବ୍ୟାପି ମାଁ ଠାକୁରାଣୀ ଯାତ୍ରା

17-Mar-2023



ମାଁ ଠାକୁରାଣୀଙ୍କ ନବଦିନ ବ୍ୟାପି କଳସ ଯାତ୍ରା ପାଇଁ ଡାବୁଗାଁ ସଦର ମହକୁମା ଠାରେ ୩ ଖଣ୍ଡ ଗ୍ରମାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
। ଦେବରାଜ ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଦ୍ଧିବଦ୍ଧୋ ଭାବେ ସର୍ବ ସମ୍ମତି କ୍ରମେ ସତ୍ୟ ରଞ୍ଜନ ପାତ୍ର ଙ୍କୁ ସଭାପତି,କୁନୁ ପାତ୍ର ଓ ମନୁ ରେଲି ଙ୍କୁ ଉପସଭାପତି, ବିନୋଦ

ସୌରା ଙ୍କୁ ସଂପାଦକ ,ପାପନା ରେଲି ଓ ତାରିଣୀ ରେଲି ସହ ସଂପାଦକ ଏବଂ ସୁରେନ୍ଦ୍ର ରେଲି କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ଏହି ଭଳି ଉପଦେଷ୍ଟା କମିଟିରେ ଦେବରାଜ ପାତ୍ର, ଜଗନ୍ନାଥ ରେଲି, ଜୟନ୍ତ କୁମାର ପାତ୍ର, ରଣଜିତ୍ ଘଡେ଼ଇ, ବିଶ୍ବ ପାତ୍ର ଓ କେଶବ ରେଲି ମନୋନୀତ ହୋଇଛନ୍ତି। ଟି ଶେଖର ରାଓ ସହ ଅନ୍ୟମାନେ କଲେକ୍ସନ କମିଟି ରେ ରହିଥିବା ସ୍ଥଳେ ଦିନେଶ ସିଂ, ମହେଶ ପାତ୍ର, ଶାନ୍ତି ସୁନା ,ପୁସ୍ତମ ସିଂ ଏବଂ ଉମୁରାହାଣ୍ଡି ଓ ଡଙ୍ଗରିଗୁଡା ଗାଁ ର ପ୍ରମୁଖ ବ୍ୟକ୍ତି ମାନଙ୍କୁ ମଧ୍ୟ କମିଟି ସଭ୍ୟ ଭାବେ ମନୋନୀତ କରାଯାଇଛି। ଆସନ୍ତା ଏପ୍ରିଲ ୩ ସୋମବାର ଦିନ ଯାତ୍ରା ର ଶୁଭାରମ୍ଭ କରିବାକୁ ଏହି ପାରମ୍ପରିକ ବେହେରନ୍ ବୈଠକ ରେ ନିଷ୍ପତ୍ତି ନିଆ ଯାଉଛି।

(ରିପୋର୍ଟ : ମିହିର ଶଙ୍କର ପାତ୍ର )


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜନୀତି ବିଜ୍ଞାନ ବିଭାଗ ରେ ଡକ୍ଟରେଟ୍ ଉପାଧି ଲାଭ   02-Mar-2024
  ଜିଲ୍ଲା  
ଖୁଣ୍ଟିଗୋରା ଛକ ନିକଟରେ ବାଇକ ଦୁର୍ଘଟଣା , ୨ ଜଣ ଗୁରୁତର ଆହତ   02-Mar-2024
  ଜିଲ୍ଲା  
ଅଙ୍ଗନଵାଡି କର୍ମୀ ରୁ ସୁପରଭାଇଜର ପଦୋନ୍ନତି ରେ ବ୍ୟାପକ ହେରାଫେରି ଅଭିଯୋଗ, ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ    02-Mar-2024
  ଜିଲ୍ଲା  
କଣ୍ଟାମାଳ ବ୍ଲକର ଉପାନ୍ତ ଅଞ୍ଚଳକୁ ଅଚାନକ ପରିଦର୍ଶନରେ ଜିଲ୍ଲାପାଳ ଓ ଏସପି, ନାଦେନ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ   02-Mar-2024
  ଜିଲ୍ଲା  
ସ୍ୱାସ୍ଥ୍ୟ ଶିକ୍ଷା ଓ ସେବା କ୍ଷେତ୍ରରେ ଯୋଡି ହେଲା ଆଉ ଏକ ଉଜ୍ଜ୍ୱଳ ଫର୍ଦ୍ଦ, ୫ଟି ମେଡିକାଲ କଲେଜର ଟିଚିଂ ହସ୍‌ପିଟାଲର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ୪ଟି ମେଡିକାଲ କଲେଜର ରୂପାନ୍ତରଣ ପାଇଁ ଭିତ୍ତିପ୍ରସ୍ତର ଦେଲେ ଉଦ୍‌ଘାଟନ, ବଲାଙ୍ଗିର ଭୋଇ ମେଡିକାଲ କଲେଜରେ ୬୫୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ   02-Mar-2024
  ଜିଲ୍ଲା  
ବଲାଙ୍ଗୀର ସହର ମଧ୍ୟରେ ଥିବା ଇନକମ ଟେକ୍ସ ଅଫିସ କାର୍ଯ୍ୟ ନିମ୍ନମାନର ନେଇ ଅଭିଯୋଗ, (ପେପର ବ୍ଲକ ବସା କାମରୁ ବାରିହେଉଛି ଦୁର୍ନୀତି ର ଗନ୍ଧ, ବିଲଡିଂ କଥା ନକହିବା ଭଲ )   02-Mar-2024
  ଜିଲ୍ଲା  
ସିନ୍ଧେକେଲା କୁ ଏନଏସି ମାନ୍ୟତା ଦାବିକୁ ନେଇ ଶାନ୍ତି ଶୃଙ୍ଖଳା ସହ ୧୨ ଘଣ୍ଟିଆ ବନ୍ଦ ପାଳନ   02-Mar-2024
  ଜିଲ୍ଲା  
ମୋ ଛୋଟ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ   02-Mar-2024
  ଜିଲ୍ଲା  
ମହାନଦୀ ଆଳତୀ ଘାଟରେ ପୂର୍ବତନ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ   02-Mar-2024
  ଜିଲ୍ଲା  
ବନ୍ଦ ହେବାକୁ ବସିଲାଣି ମଣ୍ଡି, ଲ୍ୟାମ୍ସ କର୍ମଚାରୀଙ୍କ ଅବହେଳା ଯୋଗୁଁ ପଞ୍ଜୀକରଣ ପରେବି ଧାନ ବିକ୍ରୟ କରି ପାରି ନାହାନ୍ତି ଚାଷୀ   02-Mar-2024
  ଜିଲ୍ଲା  
ଲୋଇସିଂହା ମହିଳା ପ୍ରଡ୍ୟୁସର କମ୍ପାନୀର ଅତିରିକ୍ତ ସାଧାରଣ ପରିଷଦ ବୈଠକ   01-Mar-2024
  ଜିଲ୍ଲା  
ନୂତନ ଜିଲ୍ଲା ଚ଼ିକିତ୍ସାଳୟ ଠାରେ ଆହାର ବ୍ୟବସ୍ଥା   01-Mar-2024

You Might Also Like