-+91-9937148622 |
prerana_bgr@rediffmail.com |
Friday 29th March 2024 |
R.N.I. Regd No. ODIODI/2010/46693
Breaking News
23-Nov-2022
ବଲାଙ୍ଗୀର/ ଆଜି ସଂଧ୍ୟାରେ ବଲାଙ୍ଗୀର ଓ ଲୋଇସିଂହା ଅବକାରୀ ବିଭାଗ ପକ୍ଷରୁ ଲୋଇସିଂହା ଠାରେ ଚଢ଼ଉ କରାଯାଇ ରନ୍ଧା ମଦ ଜବତ କରାଯାଇଛି । ଏ ସଂକ୍ରାନ୍ତରେ ତିନି ଜଣ ଙ୍କୁ ଗିରଫ କରିଛି ବଲାଙ୍ଗୀର ଅବକାରୀ ବିଭାଗ । ନଅଗାଁ ର ଆଶିଷ କୁମାର ସାହୁ, ଚକ୍ରଧରପୁର ର ସୁରଜ ମେହେର ଓ ଘୁଚେପାଲ ର ଜୟଦେବ ଜୁଏଡ ଙ୍କ ଠାରୁ ୨ଠ ଲିଟିର ଦେଶୀ ମଦ ଜବତ କରାଯାଇଛି । ଏଥି ସହ ଏମାନଙ୍କ ଠାରୁ ୯ ଲିଟର ନକଲି ମଦ ଓ ୧୪ ଟି ବିଦେଶୀ ମଦ ବୋତଲ ଜବତ କରାଯାଇଛି । ମଦ ବେପାରୀ ମାନଙ୍କୁ ଲୋଇସିଂହା ଜେଏମ୍ଏଫ୍ ସି କୋର୍ଟ କୁ ଚାଲାଣ କରାଯାଇଛି ।