-+91-9937148622 |

prerana_bgr@rediffmail.com |

  Tuesday 30th April 2024 |

| | | |

R.N.I. Regd No. ODIODI/2010/46693

Breaking News

ଶାହା ଙ୍କ ସମାବେଶ ରେ ପ୍ଳା କାର୍ଡ ଓ ବିରୋଧ ପ୍ରଦର୍ଶନ କରି ସାହାସ ଦେଖେଇଲେ ସାହାରା କର୍ମଚାରୀ   (30-Apr-2024)       ||      ଡାବୁଗାଁ ଠାରେ ନବଦିନାତ୍ମକ ଠାକୁରାଣୀ ଯାତ୍ରା ସମ୍ପନ୍ନହେଲା, ହଜାର ହଜାର ଭକ୍ତଙ୍କ ଗହଳିରେ ନିଜ ଆସ୍ଥାନକୁ ଫେରିଲେ ମାଁ   (30-Apr-2024)       ||      କଂଗ୍ରେସ ରୁ ପ୍ରାର୍ଥୀ ପତ୍ର ଦାଖଲ କଲେ ସନ୍ତୋଷ ସିଂ ସଲୁଜା   (30-Apr-2024)       ||      ଦିନ ମଜୁରିଆଙ୍କ ପାଇଁ ଜଳଛତ୍ର    (30-Apr-2024)       ||      ବଲାଙ୍ଗିର ରାଜନୀତି : ବିଜେଡି ଟାର୍ଗେଟ ମହିଳା ଭୋଟ, ବିଜେଡି ପାଇଁ ପ୍ରଚାରରେ ସକ୍ରିୟ ମହିଳା ଟିମ୍    (30-Apr-2024)       ||      ଟିଟିଲାଗଡ ନିର୍ବାଚନ ମଣ୍ଡଳିରେ ନିର୍ବାଚନୀ ହିଂସା.. ବିଜେପିପ୍ରାର୍ଥିଙ୍କ ଘରକୁ ପଶି ଧମକ ଅଭିଯୋଗ,ଥାନାରେ ଉଭୟ ପଟୁ ଏତଲା   (30-Apr-2024)       ||      କଣ୍ଟାମାଳ ଆସନ ପାଇଁ ବିଜେଡି ପ୍ରାର୍ଥୀଭାବେ ମହୀଧର ରଣାଙ୍କ ନାମାଙ୍କନ ଦାଖଲ    (30-Apr-2024)       ||      ଜୁନାଗଡ ବିଧାନ ସଭା ନିର୍ବାଚନ ମଣ୍ଡଳୀ ୨୦୨୪ ନିର୍ବାଚନ: ଆସନ ଫେରାଇ ଆଣି ପାରିବ କି ବିଜେପି ?   (30-Apr-2024)       ||      ଆସନ୍ତା ୨ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିବେ ସି ଏମ୍ ନାମାଙ୍କନ ପତ୍ର ଦାଖଲ କରିବେ। ଆ   (29-Apr-2024)       ||      ସମାଜ ପାଠକ ମଞ୍ଚର ତୃତୀୟ ବୈଠକ, ସମାଜରେ ନାରୀକୁ ପୂର୍ଣ ସ୍ଵାଧୀନତା ମିଳି ନାହିଁ, ଗୋପବନ୍ଧୁଙ୍କୁ ଭାରତରତ୍ନ ପ୍ରଦାନ କରାଯାଉ   (29-Apr-2024)       ||      ଡାବୁଗାଁ ଅବକାରୀ ବିଭାଗ ଚଢାଉ ୧ ଗିରଫ   (29-Apr-2024)       ||      ଆପତ୍ତି ଅଭଯୋଗ ପାଇଁ ମୋବାଇଲ ନମ୍ବର ଜାରି କଲେ ଖର୍ଚ୍ଚ ପର୍ଯ୍ୟବେକ୍ଷକ:-   (29-Apr-2024)       ||      ଘଣ୍ଟାପଡ଼ା ରାମଲୀଳାରେ ନାଟକ ଇନ୍ଦ୍ରଜିତ ବଧ ଓ ଲକ୍ଷ୍ମଣ ଶକ୍ତିଭେଦ ମଞ୍ଚସ୍ଥ    (29-Apr-2024)       ||      ଜିଲ୍ଲା କଳାକାର ସମନ୍ବୟ ସମିତି ତରଫରୁ ମୁଖ୍ୟମନ୍ତ୍ରୀଙ୍କ କଳାକାର  ସହାୟତା ଯୋଜନା ଅବେଦନ  ଏକ ମାସ ବୃଦ୍ଧି ଦାବୀ   (29-Apr-2024)       ||      କଂଗ୍ରେସ ମହିଳା ସମାବେଶ, ଆମେ ଜିତିଲେ ଭୂମିହୀନ, ଜବରଦଖଲକାରୀଙ୍କ ଜମିପଟ୍ଟା ନିଶ୍ଚିତ କରାଯିବ -ସମରେନ୍ଦ୍ର   (29-Apr-2024)       ||      ଭାଜପା ସାଂସଦ ପ୍ରାର୍ଥୀ ସଂଗୀତା,ବିଧାୟକ ପ୍ରାର୍ଥୀ ଗୋପାଳଜୀ ଓ ମୁକେଶଙ୍କ ନାମାଙ୍କନପତ୍ର ଦାଖଲ   (29-Apr-2024)       ||      ହଜାର ହଜାର ସମର୍ଥକ ଙ୍କ ଗହଣରେ ପ୍ରାର୍ଥୀପତ୍ର ଦାଖଲ କଲେ ନବୀନ    (29-Apr-2024)       ||      ଖେଳ ପଡ଼ିଆ ଉନ୍ନତିକରଣ ନାଁରେ ଟଙ୍କା ହଡ଼ପ ପ୍ରଶାସନ ର ନଜର ନାହିଁ   (29-Apr-2024)       ||      ନବରଙ୍ଗପୁର ମହାବିଦ୍ୟାଳୟରେ ଇଗ୍ନୋର ପ୍ରାରମ୍ଭ ପରାମର୍ଶ କାର୍ଯକ୍ରମ   (29-Apr-2024)       ||      ବିଜେଡି ଦଳ ପକ୍ଷରୁ ପ୍ରଦୀପ କୁମାର ଅମାତ ଓ ମହୀଧର ରଣା ଙ୍କ ପ୍ରାର୍ଥୀପତ୍ର ଦାଖଲ    (29-Apr-2024)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର : ବିଭିନ୍ନ ଦାବି ନେଇ ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ସଂଘ ତରଫରୁ ଶୋଭାଯାତ୍ରା

11-Nov-2022



ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ସଂଘ ସୁବର୍ଣ୍ଣପୁର ଶାଖା ପକ୍ଷରୁ ଆଜି ସଦର ମେଡିକାଲ ଠାରୁ ବିଭିନ୍ନ ଦାବୀ ନେଇ ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା l  ସ୍ଥାୟୀ ନିଯୁକ୍ତି ଦାବୀ ନେଇ ପ୍ରଥମେ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ  ସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଏହି ଶୋଭାଯାତ୍ରା ସହର ପରିକ୍ରମା କରି ଜ଼ିଲ୍ଲାପାଳ ଙ୍କ ଅଫିସ କୁ ପହଞ୍ଚିଥିଲା l ପରେ ସଂଘ ପକ୍ଷରୁ ଜ଼ିଲ୍ଲାପାଳ ଅଫିସ

ଆଗରେ ଏକ ଧାରଣା ଓ ସ୍ଥାୟୀ ନିଯୁକ୍ତି ନେଇ ବିଭିନ୍ନ ସ୍ଲୋଗାନ ଦିଆଯାଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଜ଼ିଲ୍ଲାପାଳ ଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା l ସଂଘ ସଭାପତି ସୁଜିତ କୁମାର ସାହୁ, ଉପ ସଭାପତି ଡ଼. ସରୋଜ ପଟେଲ, ସମ୍ପାଦକ ବିଶି କେଶନ ରଥ, ଓ କନଭେନର ନାରାୟଣ ରଥ ଙ୍କ  ତତ୍ୱାବଧାନ ଓ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସମସ୍ତ ସଭ୍ୟ ଙ୍କ ଯୋଗଦାନ ଓ ସହାଭାଗିତା ରହିଥିଲା l


News Comment




Photo in News

Advertisment
Lastest News
  ଜିଲ୍ଲା  
ଶାହା ଙ୍କ ସମାବେଶ ରେ ପ୍ଳା କାର୍ଡ ଓ ବିରୋଧ ପ୍ରଦର୍ଶନ କରି ସାହାସ ଦେଖେଇଲେ ସାହାରା କର୍ମଚାରୀ   30-Apr-2024
  ଜିଲ୍ଲା  
ଡାବୁଗାଁ ଠାରେ ନବଦିନାତ୍ମକ ଠାକୁରାଣୀ ଯାତ୍ରା ସମ୍ପନ୍ନହେଲା, ହଜାର ହଜାର ଭକ୍ତଙ୍କ ଗହଳିରେ ନିଜ ଆସ୍ଥାନକୁ ଫେରିଲେ ମାଁ   30-Apr-2024
  ଜିଲ୍ଲା  
କଂଗ୍ରେସ ରୁ ପ୍ରାର୍ଥୀ ପତ୍ର ଦାଖଲ କଲେ ସନ୍ତୋଷ ସିଂ ସଲୁଜା   30-Apr-2024
  ଜିଲ୍ଲା  
ଦିନ ମଜୁରିଆଙ୍କ ପାଇଁ ଜଳଛତ୍ର    30-Apr-2024
  ରାଜନୀତି  
ବଲାଙ୍ଗିର ରାଜନୀତି : ବିଜେଡି ଟାର୍ଗେଟ ମହିଳା ଭୋଟ, ବିଜେଡି ପାଇଁ ପ୍ରଚାରରେ ସକ୍ରିୟ ମହିଳା ଟିମ୍   30-Apr-2024
  ଅପରାଧ  
ଟିଟିଲାଗଡ ନିର୍ବାଚନ ମଣ୍ଡଳିରେ ନିର୍ବାଚନୀ ହିଂସା.. ବିଜେପିପ୍ରାର୍ଥିଙ୍କ ଘରକୁ ପଶି ଧମକ ଅଭିଯୋଗ,ଥାନାରେ ଉଭୟ ପଟୁ ଏତଲା   30-Apr-2024
  ଜିଲ୍ଲା  
କଣ୍ଟାମାଳ ଆସନ ପାଇଁ ବିଜେଡି ପ୍ରାର୍ଥୀଭାବେ ମହୀଧର ରଣାଙ୍କ ନାମାଙ୍କନ ଦାଖଲ    30-Apr-2024
  ରାଜନୀତି  
ଜୁନାଗଡ ବିଧାନ ସଭା ନିର୍ବାଚନ ମଣ୍ଡଳୀ ୨୦୨୪ ନିର୍ବାଚନ: ଆସନ ଫେରାଇ ଆଣି ପାରିବ କି ବିଜେପି ?   30-Apr-2024
  ଜିଲ୍ଲା  
ଆସନ୍ତା ୨ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିବେ ସି ଏମ୍ ନାମାଙ୍କନ ପତ୍ର ଦାଖଲ କରିବେ। ଆ   29-Apr-2024
  ଜିଲ୍ଲା  
ସମାଜ ପାଠକ ମଞ୍ଚର ତୃତୀୟ ବୈଠକ, ସମାଜରେ ନାରୀକୁ ପୂର୍ଣ ସ୍ଵାଧୀନତା ମିଳି ନାହିଁ, ଗୋପବନ୍ଧୁଙ୍କୁ ଭାରତରତ୍ନ ପ୍ରଦାନ କରାଯାଉ   29-Apr-2024
  ଜିଲ୍ଲା  
ଡାବୁଗାଁ ଅବକାରୀ ବିଭାଗ ଚଢାଉ ୧ ଗିରଫ   29-Apr-2024
ଆପତ୍ତି ଅଭଯୋଗ ପାଇଁ ମୋବାଇଲ ନମ୍ବର ଜାରି କଲେ ଖର୍ଚ୍ଚ ପର୍ଯ୍ୟବେକ୍ଷକ:-   29-Apr-2024

You Might Also Like