-+91-9937148622 |

prerana_bgr@rediffmail.com |

  Sunday 31st May 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବୋଦୟ ଭିକ୍ଟର ୨୦୨୬♦️ +୨ବିଜ୍ଞାନରେ ୯୦ ପ୍ରତିଶତ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା    (30-May-2026)       ||      ପ୍ରେମ ପାଇଁ ଯୁବକ ଉପରେ ଚଢ଼ାଇ ଦେଲେ ଥାର ଗାଡି|   (30-May-2026)       ||      ନିର୍ମାଣ ସଂସ୍ଥା ବସ ଧକ୍କାରେ ଯୁବତୀ ମୃତ   (30-May-2026)       ||      ମୈଦଳପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ   (30-May-2026)       ||      ନର୍ଲା ପି,ଏସ,ଡିଗ୍ରୀ କଲେଜ ଇଂରାଜୀ ଅଧ୍ୟାପିକା ବାସନ୍ତୀ ସାହୁ ଓ ବରିଷ୍ଟ କିରାଣୀ ସନ୍ତୋଷ ନାଏକଙ୍କୁ ଭାବବିହୋଲ ବିଦାୟକାଳୀନ ସମ୍ବର୍ଦ୍ଧନା   (30-May-2026)       ||      ଉତ୍କଳ ମହିଳା ବିକାଶ ପରିଷଦ”ର ରୌପ୍ୟ ଜୟନ୍ତୀ ପାଳିତ    (30-May-2026)       ||      ବିନା ସୂଚନା ଫଳକ ରେ ଚାଲିଛି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାମ   (30-May-2026)       ||      ଓଡିଶା ହାଇକୋର୍ଟରେ ଜଷ୍ଟିସ ରାଧାଚରଣ ପଟ୍ଟନାୟକଙ୍କ ୩୪ତମ ପୂଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ   (30-May-2026)       ||      ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   (30-May-2026)       ||      କଲ୍ୟାଣୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆମ୍ବୁଲାନ୍ସ ସେବାର ଲୋକାର୍ପଣ   (30-May-2026)       ||      ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ! ଘଟଣା ଦିନ ରାଜ୍ୟ ବାହାରେ ଥାଇ ଵି ସେହି ଘଟଣାରେ ସାମ୍ବାଦିକଙ୍କୁ ଦୋଷୀ କରାଗଲା ♦️ ନିର୍ଦ୍ଦୋଷକୁ ଗିରଫ ନେଇ ସାମ୍ୱାଦିକ ସଂଘର କ୍ଷୋଭ   (30-May-2026)       ||      ନର୍ଲା ଡିଗ୍ରୀ କଲେଜ ଅଧ୍ୟାପିକା ବାସନ୍ତୀ ସାହୁ ବରିଷ୍ଟ କିରାଣୀ ସନ୍ତୋଷ ନାଏକ ଙ୍କୁ ବିଦାୟାଳୀନ ସମର୍ଦ୍ଧନା   (30-May-2026)       ||      ରତାଖଣ୍ଡି-ଆଟଗାଁ ରାସ୍ତାର ତେଲନଦୀରେ ନିର୍ମାଣହେବ ଉଚ୍ଚକ୍ଷମତାସମ୍ପନ୍ନ ପୋଲ   (30-May-2026)       ||      ବୁଥ୍‌ ସ୍ତରୀୟ ଅଧିକାରୀ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   (29-May-2026)       ||      ବୁଥ୍‌ ସ୍ତରୀୟ ଅଧିକାରୀ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   (29-May-2026)       ||      ବରପାଲି ସାମ୍ୱାଦିକ ସଂଘ ପକ୍ଷରୁ କର୍କଟ ରୋଗର ସଚେତନତା ଶିବିର ଅନୁଷ୍ଠିତ,   (29-May-2026)       ||      ବିନାସୂଚନା ଫଳକ ରେ ଚାଲିଛି ଚେକଡେମ କାମ    (29-May-2026)       ||      ଖାଦ୍ୟ ନ ପାଇ କଟକ ନୂଆବଜ଼ାର କୁଷ୍ଠ ରୋଗୀ ଧାରଣାରେ ବସିଲେ ।   (29-May-2026)       ||      *ସ୍ୱାମୀ ବିବେକାନନ୍ଦ କଲେଜ ବରପାଲିରେ ସମ୍ବର୍ଦ୍ଧନା ଉତ୍ସବ ଉଦଯାପିତ*   (29-May-2026)       ||      ସୁବର୍ଣ୍ଣପୁର ସହରରେ କାଳବୈଶାଖୀ ତାଣ୍ଡବ ବ୍ୟାପକ କ୍ଷୟକ୍ଷତି   (29-May-2026)       ||     

HOME   ଜିଲ୍ଲା

ବିଶ୍ୱ ହାତଧୁଆ ଦିବସ ପାଳିତ

15-Oct-2022



ଆଗଲପୁର(ବିନୋଦ ଦୀପ)ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଜୁନିଅର ରେଡକ୍ରସ ୟୁନିଟ ତରଫରୁ  ବିଶ୍ୱ ହାତଧୁଆ ଦିବସ ପାଳିତ ହୋଇଯାଇଛି । ଆୟୋଜିତ ହୋଇଥିବା ସଭାରେ ପ୍ରଧାନଶିକ୍ଷକ ତଥା ଜୁନିଅର ରେଡକ୍ରସ ପରାମର୍ଶଦାତା ଦୂର୍ଯ୍ୟୋଧନ ପଶାୟତ ଅଧ୍ୟକ୍ଷତା କରି ବିଶ୍ୱ ହାତଧୁଆ ଦିବସର ଗୁରୁତ୍ୱ ବିଷୟରେ ବକ୍ତବ୍ୟ ଦେଇଥିଲେ ଓ ଛାତ୍ରଛାତ୍ରୀ ମାନଙ୍କୁ ହାତଧୁଆର ୬ ଗୋଟି

ସୋପାନ ବିଷୟରେ  ତାଲିମ ଦେଇଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସ୍ୱଚ୍ଛତା ଅଭିଯାନର ସଂପାଦିକା  ସଂଗୀତା ସାହୁ ପରିଚାଳନା କରିଥିଲେ । ଆୟୋଜିତ ହୋଇଥିବା ହାତ ଧୋଇବା ସଂପର୍କିତ ପୋଷ୍ଟର ମେକିଙ୍ଗ ପ୍ରତିଯୋଗିତାର ଛାତ୍ରଛାତ୍ରୀ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ଜ୍ୟୋତିର୍ମୟ ମିଶ୍ର, ଧିରେନ୍ଦ୍ର କୁମାର ସାହୁ, ସନ୍ତୋଷ କୁମାର ପାଇକଚନ୍ଦନ, ସ୍କୁଲ ଚେୟାରପାର୍ସନ  ରାଧେଶ୍ୟାମ କରନ, ସ୍ୱେଚ୍ଛାସେବୀ ଜୟକୁମାରୀ ତାଣ୍ଡି ପ୍ରମୁଖ ସହ ଯୋଗକରିଥିଲେ । 
                                
 


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବୋଦୟ ଭିକ୍ଟର ୨୦୨୬♦️ +୨ବିଜ୍ଞାନରେ ୯୦ ପ୍ରତିଶତ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   30-May-2026
  ଜିଲ୍ଲା  
ପ୍ରେମ ପାଇଁ ଯୁବକ ଉପରେ ଚଢ଼ାଇ ଦେଲେ ଥାର ଗାଡି|   30-May-2026
  ଜିଲ୍ଲା  
ନିର୍ମାଣ ସଂସ୍ଥା ବସ ଧକ୍କାରେ ଯୁବତୀ ମୃତ   30-May-2026
  ଜିଲ୍ଲା  
ମୈଦଳପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ   30-May-2026
  ଜିଲ୍ଲା  
ନର୍ଲା ପି,ଏସ,ଡିଗ୍ରୀ କଲେଜ ଇଂରାଜୀ ଅଧ୍ୟାପିକା ବାସନ୍ତୀ ସାହୁ ଓ ବରିଷ୍ଟ କିରାଣୀ ସନ୍ତୋଷ ନାଏକଙ୍କୁ ଭାବବିହୋଲ ବିଦାୟକାଳୀନ ସମ୍ବର୍ଦ୍ଧନା   30-May-2026
  ଜିଲ୍ଲା  
ଉତ୍କଳ ମହିଳା ବିକାଶ ପରିଷଦ”ର ରୌପ୍ୟ ଜୟନ୍ତୀ ପାଳିତ   30-May-2026
  ଜିଲ୍ଲା  
ବିନା ସୂଚନା ଫଳକ ରେ ଚାଲିଛି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାମ   30-May-2026
  ଜିଲ୍ଲା  
ଓଡିଶା ହାଇକୋର୍ଟରେ ଜଷ୍ଟିସ ରାଧାଚରଣ ପଟ୍ଟନାୟକଙ୍କ ୩୪ତମ ପୂଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ   30-May-2026
  ଜିଲ୍ଲା  
ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   30-May-2026
  ଜିଲ୍ଲା  
କଲ୍ୟାଣୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆମ୍ବୁଲାନ୍ସ ସେବାର ଲୋକାର୍ପଣ   30-May-2026
  ଜିଲ୍ଲା  
ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ! ଘଟଣା ଦିନ ରାଜ୍ୟ ବାହାରେ ଥାଇ ଵି ସେହି ଘଟଣାରେ ସାମ୍ବାଦିକଙ୍କୁ ଦୋଷୀ କରାଗଲା ♦️ ନିର୍ଦ୍ଦୋଷକୁ ଗିରଫ ନେଇ ସାମ୍ୱାଦିକ ସଂଘର କ୍ଷୋଭ   30-May-2026
  ଜିଲ୍ଲା  
ନର୍ଲା ଡିଗ୍ରୀ କଲେଜ ଅଧ୍ୟାପିକା ବାସନ୍ତୀ ସାହୁ ବରିଷ୍ଟ କିରାଣୀ ସନ୍ତୋଷ ନାଏକ ଙ୍କୁ ବିଦାୟାଳୀନ ସମର୍ଦ୍ଧନା   30-May-2026

You Might Also Like