-+91-9937148622 |
prerana_bgr@rediffmail.com |
Sunday 1st November 2026 |
R.N.I. Regd No. ODIODI/2010/46693
Breaking News
22-Nov-2020
ଭୁବନେଶ୍ବର, (ପ୍ରେରଣା ଖବର) - ସ୍କୁଲକୁ ବନ୍ଦ କରାଯାଇନାହିଁ। ମିଶ୍ରଣ କରାଯାଇଛି। ବିଭିନ୍ନ ସ୍ଥାନରେ 8ଟି ଛାତ୍ରଛାତ୍ରୀରେ ଦୁଇ ଜଣ ଶିକ୍ଷକ ରହୁଛନ୍ତି। ଯାହା ଯଥାର୍ଥ ନୁହେଁ। ଯଦି କିଛି ସ୍କୁଲରେ ନାମଲେଖା ବେଳେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢିବ,ସେଠାରେ ସ୍କୁଲ ଚାଲି ପାରିବ। ଯଦି କାହାର କିଛି ଅଭିଯୋଗ ରହିଛି, ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଅଭିଯୋଗ କରିପାରିବେ। ସେଇଠି ସମାଧାନ ହୋଇପାରିବ। ପ୍ରସ୍ତାବ ଆଲୋଚନା ଆରମ୍ଭ କରି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହା କହିଛନ୍ତି।