-+91-9937148622 |
prerana_bgr@rediffmail.com |
Friday 26th April 2024 |
R.N.I. Regd No. ODIODI/2010/46693
Breaking News
15-Mar-2022
ବଲାଙ୍ଗିର(ପ୍ରେରଣା ଖବର) ଚନ୍ଦନଭାଟି ନିବାସୀ ଅବସରପ୍ରାପ୍ତ ଫରେଷ୍ଟର ସରୋଜ ଖମାରୀ (୭୫) ବର୍ଷ ଆଜି ବୁର୍ଲା ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ତାଙ୍କ ଶେଷ ସମୟରେ ତାଙ୍କ ଦୁଇ ପୁତ୍ର, ଅଶୋକ, ଅମ୍ବରେଶ, ଝିଅ ସୀମା, ଜ୍ୱାଇଁ ବାବୁଲା, ବୋହୁ କମଳିନୀ, କଳ୍ପନା ଓ ତାଙ୍କ ବନ୍ଧୁବର୍ଗ ଉପସ୍ଥିତ ଥିଲେ । ଚନ୍ଦନଭାଟି ଶ୍ମଶାନଘାଟରେ ତାଙ୍କ ଅନ୍ତିମ ସଂସ୍କାର କରାହେଲା । ତାଙ୍କ ବଡ ପୁଅ ଅଶୋକ ମୁଖାଗ୍ନି ଦେଇଥିଲେ । ତାଙ୍କ ପରଲୋକରେ ପରିଚିତ ମହଳରେ ଶୋକର ଛାୟା ଖେଳିଯାଇଛ