-+91-9937148622 |

prerana_bgr@rediffmail.com |

  Thursday 19th June 2025 |

| | | |

R.N.I. Regd No. ODIODI/2010/46693

Breaking News

ଜଡ଼ାମୁଣ୍ଡା ମଣ୍ଡିରେ ଉଠୁନି ଧାନ, ଜିଲ୍ଲାପାଳଙ୍କୁ ଭେଟିଲେ ଶତାଧିକ ଚାଷୀ   (18-Jun-2025)       ||      ନୂତନ ଜାତୀୟ ଶିକ୍ଷା ନୀତି କର୍ମଶାଳା    (18-Jun-2025)       ||      *ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସ୍ବାସ୍ଥ୍ୟ ସଚେତନତା ଶିବିର*-   (18-Jun-2025)       ||      ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ଟେବୁଲ ଟପ୍ ଅଭ୍ୟାସ    (18-Jun-2025)       ||      ବିନିକାରେ କଂଗ୍ରେସ ତରଫରୁ ୨ଦିନିଆ ସର୍ବୋଦୟ ସଂକଳ୍ପ ଶିବିର ଆରମ୍ଭ   (18-Jun-2025)       ||      ମୂର୍ମୁରି ଜୋର ବ୍ରିଜରେ ବସ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୩୫ ଯାତ୍ରୀ ।   (18-Jun-2025)       ||      ବୋରିଗାଁରେ ବିକାଶ ବାହନ ଯାତ୍ରା   (18-Jun-2025)       ||      ସାହିତ୍ୟ ଏକାଡେମୀର ଯୁବ ପୁରସ୍କାର ଏବଂ ବାଲ ସାହିତ୍ୟ ପୁରସ୍କାର ଘୋଷିତ: ଓଡିଆ ଭାଷାରେ ପୁରସ୍କୃତ ହେବେ ରାଜକିଶୋର ପାଢୀ ଏବଂ ସୁବ୍ରତ କୁମାର ସେନାପତି   (18-Jun-2025)       ||      ମୌଳିକ ସୁବିଧରୁ ବଞ୍ଚିତ ଗଦାପୁର ପଞ୍ଚାୟତ: ବୃଦ୍ଧାଙ୍କ ମୃତ୍ୟୁରୁ ଉତ୍ତେଜନା, ରାସ୍ତା ଅବରୋଧ   (18-Jun-2025)       ||      ବିଭାଗ ଓ ଠିକାସଂସ୍ଥାର ଅବହେଳା ଯୋଗୁଁ ରାସ୍ତା କାଦୁଅ ରେ ପଚପଚ: ଚଳାଚଳ ବନ୍ଦ, ଲୋକେ ହଟହଟା   (18-Jun-2025)       ||      ସ୍ମାର୍ଟ ମଡେଲ ସବ ଷ୍ଟେସନ ନିର୍ମାଣରେ ବିଳମ୍ବ : ତୁହାକୁ ତୁହା ବିଦ୍ୟୁତ କାଟ ଯୋଗୁଁ ଉପଭୋକ୍ତା ହନ୍ତସନ୍ତ   (18-Jun-2025)       ||      ସୋସିଆଲ ମିଡିଆରେ ସାମ୍ବାଦିକଙ୍କୁ କଦର୍ଥ ଓ ସମାଲୋଚନାକୁ ନେଇ ଥାନାରେ ଏତଲା   (18-Jun-2025)       ||      ନୂତନ ସିଭିଲ୍ କୋର୍ଟ ନିର୍ମାଣ, ଆୟୁଷ୍ମାନ ଯୋଜନାରେ ଓକିଲ ମାନଙ୍କୁ ସାମିଲ କରିବା ଓ ହାଇକୋର୍ଟ ସ୍ଥାୟୀ ବେଞ୍ଚ ନିର୍ମାଣ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ର ପ୍ରତିନିଧି ଦଳ    (18-Jun-2025)       ||      ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ଜିଲ୍ଳାସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ -   (18-Jun-2025)       ||      ଡାବୁଗାଁ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (18-Jun-2025)       ||      ସାଧୁଙ୍କୁ ଅପମାନ ବିଷୟ! କ୍ଷମା ମାଗିବା ପରେ ବିବାଦର ଅନ୍ତ ହେଲା   (18-Jun-2025)       ||      ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ କୁଚିଣ୍ଡାରେ କବି ସମ୍ମିଳନୀ   (18-Jun-2025)       ||      ଭଙ୍ଗାରୁଜା ଘରେ ବିତୁଛି ଜୀବନ, ପଡୁନାହିଁ ପ୍ରଶାସନର ଦୃଷ୍ଟି    (18-Jun-2025)       ||      କୁଲୁତା ସମାଜର ଟେକ ରଖିଲେ ବର୍ଷା    (18-Jun-2025)       ||      ପିପଲଗୁଡା, କାରୁବାଇ ଓ ବାଇସିଙ୍ଗ ଗ୍ରାମ ପଞ୍ଚାୟତ ବୁଲିଲା ବିକାଶ ବାହନ    (17-Jun-2025)       ||     

HOME   ରାଜ୍ୟ

ବାଞ୍ଜିବାହାଲିରେ ବିଜେଡିର ବ୍ଲକ ସ୍ତରୀୟ ଏସ୍‌.ସି ସମାବେଶ

19-Apr-2024



ବଲାଙ୍ଗୀର(ପ୍ରେରଣା ଖବର ): ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ସିକୁଆଁ ପଞ୍ଚାୟତ ଅନ୍ତର୍ଗତ ବାଞ୍ଜିବାହାଲି ଆମ୍ବବଗିଚା ଠାରେ ବିଜେଡି ପକ୍ଷରୁ ବ୍ଲକ ସ୍ତରୀୟ ଏସ.ସି ସମାବେଶ ଅନୁଷ୍ଠିତ ହୋଇଯାଇଛି । (ଏସ.ସି) ବରିଷ୍ଠ ସଂଗଠକ  ପାଣ୍ଡବ କୁମ୍ଭାରଙ୍କ ପରିଚାଳନା ତଥା ବଲାଙ୍ଗିର ମ୍ୟୁନିସିପାଲଟିର କାଉନସେଲର ତଥା ଏସସି ନେତା ଶମ୍ଭୁଭୂଷଣ ନାଗଙ୍କ ସଂଯୋଜନାରେ ଅନୁଷ୍ଠିତ ସମାବେଶରେ ମୂଖ୍ୟ ଅତିଥିଭାବେ ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂ ଦେଓ, ସମ୍ମାନୀତ ଅତିଥିଭାବେ ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓ, ଯୁବନେତା ମନ୍ମଥ ବିଜୟ ସିଂ ଦେଓ ପ୍ରମୁଖ ଯୋଗଦେଇ ବିଜେଡି ସରକାର ଅଞ୍ଚଳର ବିକାଶ ଦିଗରେ ଅନବରତ ଭାବେ କାର୍ଯ୍ୟ କରିଆସୁଥିବାରୁ ବିଜେଡି ସପକ୍ଷରେ ରହି ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀ ଙ୍କୁ ବିଜୟୀ କରିବାପାଇଁ ନିବେଦନ କରିଥିଲେ । ରାଜ୍ୟ ସରକାର ଅନୁସୂଚିତଜାତି ପାଇଁ ନିକଟରେ ଅନେକ ବହୁମୂଖି ଯୋଜନା ଘୋଷଣା କରିବାସହ ଶିକ୍ଷା କ୍ଷେତ୍ରରେ ଏହି ବର୍ଗଙ୍କୁ ସ୍ୱତନ୍ତ୍ର ସୁବିଧା ଦେଇଛନ୍ତି । ଆଗାମୀ ଦିନରେ ସରକାର ଅନୁସୂଚିତବର୍ଗଙ୍କ ପାଇଁ ଅନେକ ଯୋଜନା ପ୍ରାଥମିକତାଭାବେ ନେବାକୁୁ ଲକ୍ଷ୍ୟରଖିଥିବା ଏବଂ ତାଙ୍କର ବିକାଶ କ୍ଷେତ୍ରରେ ଏକ ନିର୍ଣ୍ଣାୟକ ପରିବର୍ତ୍ତନ ହେବବୋଲି କହି କଳିକେଶ ପ୍ରତିଶୃତି ଦେଇ ଚଳିତନିର୍ବାଚନରେ ଉଭୟ ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କୁ ବିଜୟୀ କରିବାପାଇଁ ସମାବେଶରେ ଭୋଟଭିକ୍ଷା କରିଥିଲେ ।ଏ ଅବସରରେ ସମ୍ମାନିତ ଅତିଥି ଭାବେ କାଉନସେଲର ତଥା ବିଜେଡି ନଗର

ସଂଗଠକ କିଶୋର କୁମ୍ଭାର, ଶ୍ରୀବତ୍ସ ନାଗ,ରାଜେନ୍ଦ୍ର ନନ୍ଦ, ଯୌବନ ନନ୍ଦ,ଡମ୍ବରୁଧର ହରପାଲ,ଏସ.ସି ସଂଗଠକ ଆକାଶ ସାଗର, ଇଶ୍ୱର ନନ୍ଦ ପ୍ରମୁଖ ମଞ୍ଚାସୀନ ରହି ରାଜ୍ୟ ସରକାର ଙ୍କ ବହୁମୂଖି ଯୋଜନା ଉପରେ ବକ୍ତବ୍ୟ ରଖିବାସହ ଅଭିଜ୍ଞ ସମ୍ପନ୍ନ ଯୁବନେତା କଳିକେଶ ନାରାୟଣ ସିଂ ଦେଓଙ୍କୁ ସମସ୍ତେ ସମର୍ଥନ ଦେବାକୁ ଆହ୍ୱାନ କରିଥିଲେ । ଏ ପରିପେକ୍ଷୀରେ ୨୦ରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା ବିଜେଡି ଦଳରେ ଯୋଗଦେଇଥିବା ବେଳେ କଳିକେଶ  ସମସ୍ତଙ୍କୁ ଉତ୍ତରୀୟ ଦେଓ ଦଳକୁ ସ୍ୱାଗତ ଜଣାଇଥିଲେ । ସମାବେଶରେ ୧୫ଶହରୁ ଉର୍ଦ୍ଧ୍ୱ ଅନୁସୂଚିତଜାତିର ମହିଳା/ପୁରୁଷ  ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜଡ଼ାମୁଣ୍ଡା ମଣ୍ଡିରେ ଉଠୁନି ଧାନ, ଜିଲ୍ଲାପାଳଙ୍କୁ ଭେଟିଲେ ଶତାଧିକ ଚାଷୀ   18-Jun-2025
  ଜିଲ୍ଲା  
ନୂତନ ଜାତୀୟ ଶିକ୍ଷା ନୀତି କର୍ମଶାଳା    18-Jun-2025
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସ୍ବାସ୍ଥ୍ୟ ସଚେତନତା ଶିବିର*-   18-Jun-2025
  ଜିଲ୍ଲା  
ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ଟେବୁଲ ଟପ୍ ଅଭ୍ୟାସ   18-Jun-2025
  ଜିଲ୍ଲା  
ବିନିକାରେ କଂଗ୍ରେସ ତରଫରୁ ୨ଦିନିଆ ସର୍ବୋଦୟ ସଂକଳ୍ପ ଶିବିର ଆରମ୍ଭ   18-Jun-2025
  ଜିଲ୍ଲା  
ମୂର୍ମୁରି ଜୋର ବ୍ରିଜରେ ବସ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୩୫ ଯାତ୍ରୀ ।   18-Jun-2025
  ଜିଲ୍ଲା  
ବୋରିଗାଁରେ ବିକାଶ ବାହନ ଯାତ୍ରା   18-Jun-2025
  ଜିଲ୍ଲା  
ସାହିତ୍ୟ ଏକାଡେମୀର ଯୁବ ପୁରସ୍କାର ଏବଂ ବାଲ ସାହିତ୍ୟ ପୁରସ୍କାର ଘୋଷିତ: ଓଡିଆ ଭାଷାରେ ପୁରସ୍କୃତ ହେବେ ରାଜକିଶୋର ପାଢୀ ଏବଂ ସୁବ୍ରତ କୁମାର ସେନାପତି   18-Jun-2025
  ଜିଲ୍ଲା  
ମୌଳିକ ସୁବିଧରୁ ବଞ୍ଚିତ ଗଦାପୁର ପଞ୍ଚାୟତ: ବୃଦ୍ଧାଙ୍କ ମୃତ୍ୟୁରୁ ଉତ୍ତେଜନା, ରାସ୍ତା ଅବରୋଧ   18-Jun-2025
  ଜିଲ୍ଲା  
ବିଭାଗ ଓ ଠିକାସଂସ୍ଥାର ଅବହେଳା ଯୋଗୁଁ ରାସ୍ତା କାଦୁଅ ରେ ପଚପଚ: ଚଳାଚଳ ବନ୍ଦ, ଲୋକେ ହଟହଟା   18-Jun-2025
  ଜିଲ୍ଲା  
ସ୍ମାର୍ଟ ମଡେଲ ସବ ଷ୍ଟେସନ ନିର୍ମାଣରେ ବିଳମ୍ବ : ତୁହାକୁ ତୁହା ବିଦ୍ୟୁତ କାଟ ଯୋଗୁଁ ଉପଭୋକ୍ତା ହନ୍ତସନ୍ତ   18-Jun-2025
  ଜିଲ୍ଲା  
ସୋସିଆଲ ମିଡିଆରେ ସାମ୍ବାଦିକଙ୍କୁ କଦର୍ଥ ଓ ସମାଲୋଚନାକୁ ନେଇ ଥାନାରେ ଏତଲା   18-Jun-2025

You Might Also Like