-+91-9937148622 |
prerana_bgr@rediffmail.com |
Monday 9th December 2024 |
R.N.I. Regd No. ODIODI/2010/46693
Breaking News
16-Mar-2024
ବରଗଡ, ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଭୁବନେଶ୍ୱରରୁ ଏକ ମିଟିଂ ସାରି ଫେରିଲା ବେଲେ ଏକ ଦୁର୍ଘଟଣାରେ ଗୁରୁତର ଭାବରେ ଆହତ ହୋଇଛନ୍ତି ଓ ତାଙ୍କୁ ପ୍ରଥମେ ରେଢାଖୋଲର ଉପଖଣ୍ଡସ୍ତରୀୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ପରେ ତାଙ୍କୁ ସମ୍ବଲପୁର ସ୍ଥିତ ବିକାଶ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ଏହି ସୂଚନା ପାଇ କ୍ରୀଷ୍ଣା ବିକାଶ ଗ୍ରୃପ୍ ର ଚେୟାରମେନ୍ ଓ ଫାଉଣ୍ଡର୍ ଚେୟାରମେନ୍ ବିକାଶ ଗ୍ରୁପ୍ ଶ୍ରୀ ଡି. ମୂରଲୀ କ୍ରୀଷ୍ଣା ନିଜେ ହସ୍ପିଟାଲରେ ସାକ୍ଷାତ କରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବାବଦରେ ବୁଝିଥିଲେ ଓ ବିକାଶ ହସ୍ପିଟାଲ ତରଫରୁ ଶ୍ରୀ ଆଚାର୍ଯ୍ୟଙ୍କୁ ସ୍ୱାସ୍ଥ୍ୟସେବାର କୌଣସି ଅସୁବିଧା ନ ହେଉ ସେବାବଦରେ ଡାକ୍ତରି ଦଳଙ୍କ ସହ ସମୀକ୍ଷା କରି ଶ୍ରୀ ଆଚାର୍ଯ୍ୟଙ୍କ ଶୀଘ୍ର ଉତ୍ତମ ସ୍ୱାସ୍ଥ୍ୟର କାମନା କରିଥିଲେ ।