-+91-9937148622 |

prerana_bgr@rediffmail.com |

  Monday 2nd November 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା   (02-Nov-2026)       ||      *ପାପଡାହାଣ୍ଡି ବ୍ଲକ କ୍ଷତ୍ରିୟ ଧାକଡ ସମାଜ ବୈଠକ*   (02-Nov-2026)       ||      ବୁଦ୍ଧିଜୀବୀ ସମ୍ମିଳନୀ ଏବଂ ଆଲୋଚନା ଚକ୍ର ଲୋଇସିଂହା ଅଗ୍ରେସନ ଭବନ ଠାରେ ଅନୁଷ୍ଠିତ    (02-Nov-2026)       ||      ବଲାଙ୍ଗୀରକୁ ଏକନମ୍ବର କରିବାର ମିଳିତ ଉଦ୍ୟମ ହେଉ-ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ   (01-Nov-2026)       ||      *ସାମ୍ୱାଦିକ ତଥା ସମାଜସେବୀ ଙ୍କ ମାତୃ ବିୟୋଗ*- *ସୋନପୁର ରେ ଶୋକ*-   (01-Nov-2026)       ||      ଡା ବୁ ଗାଁ ମା ଗଜଲଷ୍ମୀ ଭାଷା ଣୀ ଉତ୍ସବ    (01-Nov-2026)       ||      ଜାତୀୟ ବିଦ୍ୟାଳୟ ରଗ୍‌ବୀ ପ୍ରତିଯୋଗିତାରେ ଟିଟିଲାଗଡର ଝିଅ ଖିଲି ପାତ୍ର - ୧୭ ବର୍ଷରୁ କମ୍ ବର୍ଗରେ ଦିଲ୍ଲୀରେ ଦେଖାଇଲେ ଦମଦାର୍ ପ୍ରଦର୍ଶନ   (01-Nov-2026)       ||      ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ବିନା ରେରା ଅନୁମତିରେ ହେଉଛି ଜମି ବିକ୍ରି - ଜମି କିଣୁଥିବା ଲୋକ ପଛରେ ହେଉଛନ୍ତି ହଇରାଣ    (01-Nov-2026)       ||      ୧୪ ତମ ପୀତାମ୍ବର ପଧାନ ମେମୋରିଆଲ ଫୁଟବଲ,ଚରଦା ଦଳ ଚାମ୍ପିଅନ   (01-Nov-2026)       ||      ୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ମହାସମାରୋହରେ ପାଳିତ   (01-Nov-2026)       ||      “୧ ନଭେମ୍ବର ବଲାଙ୍ଗୀର ଦିନ୍‌” ପାଇଁ ସାଂସ୍କୃତିକ ଶୋଭାଯାତ୍ରା♦️ ଧୂମ୍‌ନାଚିଲେ ଜେନ-ଜୀ   (01-Nov-2026)       ||      ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   (01-Nov-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ    (01-Nov-2026)       ||      ୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ    (01-Nov-2026)       ||      ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   (01-Nov-2026)       ||      ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||     

HOME   ଜିଲ୍ଲା

ଦୁର୍ଦିନରେ ସନ୍ତୋଷଙ୍କ ପରିବାର: ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

13-Apr-2021



ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା)- ସାଂପ୍ରତିକ ସମୟରେ ସମସ୍ତେ ସମ୍ମାନ ସହ ବଂଚିବେ ଏହାକୁ ଦୃଷ୍ଟିରେ ରଖି ସରକାରୀ ସ୍ତରରେ ଅନେକ ଯୋଜନା କରାଯାଉଛି । ମାତ୍ର ଯୋଜନାର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠୁଛି । ସମସ୍ତଙ୍କ ପାଇଁ ରୋଟି, କପଡା, ମକାନ ସର୍ବନିମ୍ନ ଆବଶ୍ୟକତା ଥିବା ବେଲେ ଆଜି ବି ଅନେକ ପରିବାର ବଂଚିତ ହୋଇ ଅଛନ୍ତି । ଏହାର ଏକ ଜ୍ୱଲନ୍ତ ଉଦାହରଣ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମହଦା ପଂଚାୟତର ତିକୁଡା ଗ୍ରାମର ସନ୍ତୋଷ ପଧାନ ।  ସନ୍ତୋଷ ଏବେ ସ୍ତ୍ରୀ ସମେତ ଏକମାତ୍ର ରୋଗାଗ୍ରସ୍ତ ପୂଅ ସାରଥିଙ୍କୁ ନେଇ ବସବାସ କରୁଛନ୍ତି । ସମୟକ୍ରମେ ପରିବାରଟି ସୁରୁଖୁରୁରେ ଚଲୁଥିବା ବେଲେ ୨୦୦୯ ରେ କିନ୍ତୁ ଦଃୁଖର ବାଦଲ ମାଡିଆସିଲା । ଏହି ବର୍ଷ ଅଷ୍ଟମ ଶ୍ରେଣୀରେ ପଢୁଥିବା ସାରଥିର ମେରୁଦଣ୍ଡରେ ଯନ୍ତ୍ରଣା ଆରମ୍ଭ ହେଲା । ଯନ୍ତ୍ରଣା ବଢିବାରୁ ପରିବାର ଲୋକେ ନିକଟ ଜାଲୋଏ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ଏବଂ ବୁର୍ଲା ବଡଦାକ୍ତରଖାନକୁ ନେଇ ଚିକିତ୍ସା କରାଇଲେ । ମାତ୍ର ସ୍ଥିତି ନସୁଧୁରିବାରୁ ଭୂବନେଶ୍ୱର ସ୍ଥିତ ଏମସ ହଷ୍ପିଟାଲ ଯାଇ ଦେଖାଇବାକୁ ଦାକ୍ତର ପରାମର୍ଶ ଦେଲେ । ଆଜିକୁ ପ୍ରାୟ ୧୩ ବର୍ଷ ହେଲା ଦାକ୍ତରଖାନକୁ ଧାଇଧାଇଁ ସର୍ବସାନ୍ତ ହୋଗଲେଣୀ । ପୂଅର ବୟଷ ବଢିବା ସହ ରୋଗ ମଧ୍ୟ ବଢି ବଢି ଚାଲିଛି । ଚିକିତ୍ସା ପାଇଁ ଘରେ ଯାହା ଥିଲା ବିକ୍ରିବଟା ସରିବା ପରେ ପରିଣତ ବୟଷରେ ବାପା ମାଁ ପର ଘରେ ଯାଇ ମୁଲ ଲାଗୁଛନ୍ତି । ଦାକ୍ତରଖାନତ ଯିବାର ଦୁରରକଥା ପରଘରେ କାମ ନକଲେ ଚୁଲି ଜଲିବା ସମ୍ଭବ ହେଉ ନାହିଁ । ଚିକିତ୍ସା ଅଭାବରୁ ସାରଥି ଉଠୁପାରୁ ନାହାନ୍ତି । ହ୍ୱିଲ ଚେୟାର ହିଁ ତାଙ୍କ ଭରଷା ହୋଇ ରହିଛି । ପୁର୍ବରୁ ମେରୁଦଣ୍ଡ ସମସ୍ୟା ରହିଛି । ଏବେ ବସିବସି ବେଡସର, ପାରାପ୍ଲାଜମା ଏପରିକି ପରିସ୍ରା ନଳୀ ମଧ୍ୟ ଜାମ ହୋଗଲାଣି । ଯାହାକି  ପ୍ରତ୍ୟେକ ମାସ ପରିସ୍ରା ନଲୀର ପାଇପ ବଦଲାଇବାକୁ ପଡୁଛି । ପରିବାରର ଦୁଃଖ ଏତିକିରେ ସରିନାହିଁ । ଏସିସିସି ତାଲିକାରେ ନାମ ଥିଲେ ମଧ୍ୟ ତାଙ୍କ ଘର ଖଣ୍ଡିଏ ମିଲି ପାରିନାହିଁ । ଫଳରେ ପଲିଥିନା ତଲେ ଜୀବନ କଟାଉଛନ୍ତି । ଯଥାଶିଘ୍ର ସୁବର୍ଣ୍ଣପୁର ଜିଲ୍ଲାପାଲ ଦୃଷ୍ଟି ଦେଇ ସାରଥିଙ୍କ ଚିକିତ୍ସା ପାଇଁ ଆର୍ଥୀକ ସହାୟତା ସହ ଆବାସ ଯୋଜନାରେ ସାମିଲ କରିବା ପାଇଁ ଦାବି ହେଉଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା   02-Nov-2026
  ଜିଲ୍ଲା  
*ପାପଡାହାଣ୍ଡି ବ୍ଲକ କ୍ଷତ୍ରିୟ ଧାକଡ ସମାଜ ବୈଠକ*   02-Nov-2026
  ଜିଲ୍ଲା  
ବୁଦ୍ଧିଜୀବୀ ସମ୍ମିଳନୀ ଏବଂ ଆଲୋଚନା ଚକ୍ର ଲୋଇସିଂହା ଅଗ୍ରେସନ ଭବନ ଠାରେ ଅନୁଷ୍ଠିତ   02-Nov-2026
  ଜିଲ୍ଲା  
ବଲାଙ୍ଗୀରକୁ ଏକନମ୍ବର କରିବାର ମିଳିତ ଉଦ୍ୟମ ହେଉ-ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ   01-Nov-2026
  ଜିଲ୍ଲା  
*ସାମ୍ୱାଦିକ ତଥା ସମାଜସେବୀ ଙ୍କ ମାତୃ ବିୟୋଗ*- *ସୋନପୁର ରେ ଶୋକ*-   01-Nov-2026
  ଜିଲ୍ଲା  
ଡା ବୁ ଗାଁ ମା ଗଜଲଷ୍ମୀ ଭାଷା ଣୀ ଉତ୍ସବ   01-Nov-2026
  ଜିଲ୍ଲା  
ଜାତୀୟ ବିଦ୍ୟାଳୟ ରଗ୍‌ବୀ ପ୍ରତିଯୋଗିତାରେ ଟିଟିଲାଗଡର ଝିଅ ଖିଲି ପାତ୍ର - ୧୭ ବର୍ଷରୁ କମ୍ ବର୍ଗରେ ଦିଲ୍ଲୀରେ ଦେଖାଇଲେ ଦମଦାର୍ ପ୍ରଦର୍ଶନ   01-Nov-2026
  ଜିଲ୍ଲା  
ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ବିନା ରେରା ଅନୁମତିରେ ହେଉଛି ଜମି ବିକ୍ରି - ଜମି କିଣୁଥିବା ଲୋକ ପଛରେ ହେଉଛନ୍ତି ହଇରାଣ   01-Nov-2026
  ଜିଲ୍ଲା  
୧୪ ତମ ପୀତାମ୍ବର ପଧାନ ମେମୋରିଆଲ ଫୁଟବଲ,ଚରଦା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ମହାସମାରୋହରେ ପାଳିତ   01-Nov-2026
  ଜିଲ୍ଲା  
“୧ ନଭେମ୍ବର ବଲାଙ୍ଗୀର ଦିନ୍‌” ପାଇଁ ସାଂସ୍କୃତିକ ଶୋଭାଯାତ୍ରା♦️ ଧୂମ୍‌ନାଚିଲେ ଜେନ-ଜୀ   01-Nov-2026
  ଜିଲ୍ଲା  
ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   01-Nov-2026

You Might Also Like