-+91-9937148622 |

prerana_bgr@rediffmail.com |

  Sunday 31st May 2026 |

| | | |

R.N.I. Regd No. ODIODI/2010/46693

Breaking News

ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା,ନାଚ,ଗୀତରେ କମ୍ପିଲା ଗାଁ ଦାଣ୍ଡ   (31-May-2026)       ||      *ଭାରତ ବିକାଶ ପରିଷଦ ସୋନପୁର ଶାଖା ର କର୍ମଶାଳା*   (31-May-2026)       ||      ଅର୍ଣ୍ଣପୂର୍ଣ୍ଣା ସେବା ଅଭିଯାନରେ ୭୦୦ ଜଣଙ୍କୁ ଖାଦ୍ୟ ବଣ୍ଟନ    (31-May-2026)       ||      *ସ୍ୱାମୀଙ୍କ ସମ୍ମୁଖରେ ମହାନଦୀକୁ ଡେଇଁ ପଡ଼ିଲେ ମହିଳା*   (31-May-2026)       ||      ଗାନ୍ଧିଜୀଙ୍କ ହରିଜନ ପଦଯାତ୍ରାର ୯୨ତମ ସ୍ମୃତି ଦିବସରେ ସ୍ମାରକୀ ପଦଯାତ୍ରା ଓ ଜନସଭା l   (31-May-2026)       ||      ବଙ୍ଗୋମୁଣ୍ଡା ପଂଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ରେ ଆରମ୍ଭ ହେଲା ବିଜ୍ଞାନ ପାଠ୍ୟକ୍ରମ    (31-May-2026)       ||      ବାଲିଯାତ୍ରା ତଳ ପଡିଆରେ ପ୍ରେମୀ ଯୁଗଳଙ୍କ ଭିଡ ପଡ଼ିଆରେ ଯୁବତୀଙ୍କୁ ଅସଦାଚରଣ ଉଦ୍ୟମ   (31-May-2026)       ||      ଯୁବୋଦୟ ଭିକ୍ଟର ୨୦୨୬♦️ +୨ବିଜ୍ଞାନରେ ୯୦ ପ୍ରତିଶତ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା    (30-May-2026)       ||      ପ୍ରେମ ପାଇଁ ଯୁବକ ଉପରେ ଚଢ଼ାଇ ଦେଲେ ଥାର ଗାଡି|   (30-May-2026)       ||      ନିର୍ମାଣ ସଂସ୍ଥା ବସ ଧକ୍କାରେ ଯୁବତୀ ମୃତ   (30-May-2026)       ||      ମୈଦଳପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ   (30-May-2026)       ||      ନର୍ଲା ପି,ଏସ,ଡିଗ୍ରୀ କଲେଜ ଇଂରାଜୀ ଅଧ୍ୟାପିକା ବାସନ୍ତୀ ସାହୁ ଓ ବରିଷ୍ଟ କିରାଣୀ ସନ୍ତୋଷ ନାଏକଙ୍କୁ ଭାବବିହୋଲ ବିଦାୟକାଳୀନ ସମ୍ବର୍ଦ୍ଧନା   (30-May-2026)       ||      ଉତ୍କଳ ମହିଳା ବିକାଶ ପରିଷଦ”ର ରୌପ୍ୟ ଜୟନ୍ତୀ ପାଳିତ    (30-May-2026)       ||      ବିନା ସୂଚନା ଫଳକ ରେ ଚାଲିଛି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାମ   (30-May-2026)       ||      ଓଡିଶା ହାଇକୋର୍ଟରେ ଜଷ୍ଟିସ ରାଧାଚରଣ ପଟ୍ଟନାୟକଙ୍କ ୩୪ତମ ପୂଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ   (30-May-2026)       ||      ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   (30-May-2026)       ||      କଲ୍ୟାଣୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆମ୍ବୁଲାନ୍ସ ସେବାର ଲୋକାର୍ପଣ   (30-May-2026)       ||      ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ! ଘଟଣା ଦିନ ରାଜ୍ୟ ବାହାରେ ଥାଇ ଵି ସେହି ଘଟଣାରେ ସାମ୍ବାଦିକଙ୍କୁ ଦୋଷୀ କରାଗଲା ♦️ ନିର୍ଦ୍ଦୋଷକୁ ଗିରଫ ନେଇ ସାମ୍ୱାଦିକ ସଂଘର କ୍ଷୋଭ   (30-May-2026)       ||      ନର୍ଲା ଡିଗ୍ରୀ କଲେଜ ଅଧ୍ୟାପିକା ବାସନ୍ତୀ ସାହୁ ବରିଷ୍ଟ କିରାଣୀ ସନ୍ତୋଷ ନାଏକ ଙ୍କୁ ବିଦାୟାଳୀନ ସମର୍ଦ୍ଧନା   (30-May-2026)       ||      ରତାଖଣ୍ଡି-ଆଟଗାଁ ରାସ୍ତାର ତେଲନଦୀରେ ନିର୍ମାଣହେବ ଉଚ୍ଚକ୍ଷମତାସମ୍ପନ୍ନ ପୋଲ   (30-May-2026)       ||     

HOME   ଜିଲ୍ଲା

*ସ୍ୱାମୀଙ୍କ ସମ୍ମୁଖରେ ମହାନଦୀକୁ ଡେଇଁ ପଡ଼ିଲେ ମହିଳା*

31-May-2026



ସୁବର୍ଣ୍ଣପୁର, ( ମନୋରଞ୍ଜନ  ତ୍ରିପାଠୀ ) ସୋନପୁର ମହାନଦୀ ବ୍ରିଜ ଉପରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୋନପୁର ସହର ମହାନଦୀ ପୋଲ ଉପରୁ ସ୍ୱାମୀ ଦେଖୁ ଦେଖୁ ତାଙ୍କ ସମ୍ମୁଖରେ ତଳକୁ ଡେଇଁ ପଡ଼ିଲେ ବିବାହିତା ମହିଳା । କୌଣସି କାମରେ ସୋନପୁର ବ୍ଲକ ମୟୁରାଉଡ଼ାନ ପଂଚାୟତ ର ନିଜ ଗାଁ କଇଁଫୁଲ ରୁ ବାହାରି ଉଲୁଣ୍ଡା ପଟକୁ ସ୍ୱାମୀ ଙ୍କ ସହିତ ଯାଉଥିବା ଵେଳେ ମହାନଦୀ ପୋଲରେ ଅଟକି ସ୍ବାମୀ ଚାହୁଁ ଚାହୁଁ ପୋଲରୁ ମହାନଦୀକୁ ଡେଇଁ ପଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ ମହିଳା । ସେ ଡେଇଁବା ପରେ ମହାନଦୀ ପାଣି ଉପରେ ପଡିବାରୁ ବାର ବାର ବଞ୍ଚିଯାଇଥିବା ସେଠାରେ ଗୋଧାଉ ଥିବା ସ୍ଥାନିୟ କିଛି ଯୁବକ କହିଛନ୍ତି  । ସେ ଓହଳି ଯାଉଥିବା ବେଳେ ପ୍ରଥମେ ସ୍ଥାନୀୟ ଯୁବକ ଏବଂ ପରେ ଘଟଣା ସ୍ଥଳରୁ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆଯିବାରୁ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିବା ଅଗ୍ନିଶମ ଅଧିକାରୀ ଶ୍ରୀ ଭବେନ୍ଦ୍ର ଦେ ସୂଚନା ଦେଇଛନ୍ତି । ପରେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ପୋଲିସ ଉପସ୍ଥିତିରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ଘର ଲୋକଙ୍କୁ ସୂଚନା ଦିଆଯାଇଥିବା ପୋଲିସ ସୂତ୍ର ରୁ ଜଣାପଡ଼ିଛି । ସମ୍ପୃକ୍ତ ମହିଳାଙ୍କ ଘର ବଲାଙ୍ଗୀର ପାଖ ଅଞ୍ଚଳର ହୋଇଥିବା ବେଳେ ସେ ସୋନପୁର ସଦର ବ୍ଲକ କଇଁଫୁଲ ଗାଁ ରେ ବାହା ହୋଇଥିଲେ । ହେଲେ କେଉଁ କାରଣରୁ ସେ ଡେଇଁଲେ କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ସେପଟେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ତ୍ୱରିତ ପଦକ୍ଷେପକୁ ଜନସାଧାରଣ ରେ ବେଶ୍ ପ୍ରଶଂସା କରାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା,ନାଚ,ଗୀତରେ କମ୍ପିଲା ଗାଁ ଦାଣ୍ଡ   31-May-2026
  ଜିଲ୍ଲା  
*ଭାରତ ବିକାଶ ପରିଷଦ ସୋନପୁର ଶାଖା ର କର୍ମଶାଳା*   31-May-2026
  ଜିଲ୍ଲା  
ଅର୍ଣ୍ଣପୂର୍ଣ୍ଣା ସେବା ଅଭିଯାନରେ ୭୦୦ ଜଣଙ୍କୁ ଖାଦ୍ୟ ବଣ୍ଟନ   31-May-2026
  ଜିଲ୍ଲା  
*ସ୍ୱାମୀଙ୍କ ସମ୍ମୁଖରେ ମହାନଦୀକୁ ଡେଇଁ ପଡ଼ିଲେ ମହିଳା*   31-May-2026
  ଜିଲ୍ଲା  
ଗାନ୍ଧିଜୀଙ୍କ ହରିଜନ ପଦଯାତ୍ରାର ୯୨ତମ ସ୍ମୃତି ଦିବସରେ ସ୍ମାରକୀ ପଦଯାତ୍ରା ଓ ଜନସଭା l   31-May-2026
  ଜିଲ୍ଲା  
ବଙ୍ଗୋମୁଣ୍ଡା ପଂଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ରେ ଆରମ୍ଭ ହେଲା ବିଜ୍ଞାନ ପାଠ୍ୟକ୍ରମ   31-May-2026
  ଜିଲ୍ଲା  
ବାଲିଯାତ୍ରା ତଳ ପଡିଆରେ ପ୍ରେମୀ ଯୁଗଳଙ୍କ ଭିଡ ପଡ଼ିଆରେ ଯୁବତୀଙ୍କୁ ଅସଦାଚରଣ ଉଦ୍ୟମ   31-May-2026
  ଜିଲ୍ଲା  
ଯୁବୋଦୟ ଭିକ୍ଟର ୨୦୨୬♦️ +୨ବିଜ୍ଞାନରେ ୯୦ ପ୍ରତିଶତ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   30-May-2026
  ଜିଲ୍ଲା  
ପ୍ରେମ ପାଇଁ ଯୁବକ ଉପରେ ଚଢ଼ାଇ ଦେଲେ ଥାର ଗାଡି|   30-May-2026
  ଜିଲ୍ଲା  
ନିର୍ମାଣ ସଂସ୍ଥା ବସ ଧକ୍କାରେ ଯୁବତୀ ମୃତ   30-May-2026
  ଜିଲ୍ଲା  
ମୈଦଳପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ   30-May-2026
  ଜିଲ୍ଲା  
ନର୍ଲା ପି,ଏସ,ଡିଗ୍ରୀ କଲେଜ ଇଂରାଜୀ ଅଧ୍ୟାପିକା ବାସନ୍ତୀ ସାହୁ ଓ ବରିଷ୍ଟ କିରାଣୀ ସନ୍ତୋଷ ନାଏକଙ୍କୁ ଭାବବିହୋଲ ବିଦାୟକାଳୀନ ସମ୍ବର୍ଦ୍ଧନା   30-May-2026

You Might Also Like