-+91-9937148622 |

prerana_bgr@rediffmail.com |

  Friday 29th May 2026 |

| | | |

R.N.I. Regd No. ODIODI/2010/46693

Breaking News

ସୁବର୍ଣ୍ଣପୁର ସହରରେ କାଳବୈଶାଖୀ ତାଣ୍ଡବ ବ୍ୟାପକ କ୍ଷୟକ୍ଷତି   (29-May-2026)       ||      ଆତ୍ମଗୌରବ ଦିବସ ଅବସରରେ ନୂଆଦିଲ୍ଲୀ ରେ ବଲାଙ୍ଗୀର ଜିଲ୍ଲା ଦେଢଗାଁର ଓଡ଼ିଆ ପୁଅ ବଳଦେବ ବାଗଙ୍କୁ ସମ୍ମାନିତ କଲା ଆଦିଲୀଳା ଫାଉଣ୍ଡେସନ   (29-May-2026)       ||      ଅପରାଧୀଙ୍କ ଉପରେ କଡ଼ା ଆକ୍ସନ ନେବାକୁ ନିର୍ଦ୍ଦେଶ |   (29-May-2026)       ||      ୪୭ ନମ୍ବର ୱାର୍ଡରେ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ   (29-May-2026)       ||      ବିଜୁ ବାବୁଙ୍କ ସମ୍ପତ୍ତି ହଡ଼ପ ପାଇଁ ଚାଲିଛି ଷଡ଼ଯନ୍ତ୍ର : ଦେବାଶିଷ ସାମନ୍ତରାୟ   (29-May-2026)       ||      ବଲାଙ୍ଗୀର ଦୁର୍ଘଟଣାରେ ରାଜ ପରିବାର ସଦସ୍ୟଙ୍କ ଦେହାନ୍ତ   (29-May-2026)       ||      ମହିଳା ବାଥରୁମରେ ସ୍ପାଏ କ୍ୟାମେରା : ଏସପିଙ୍କ ତତ୍ତ୍ବାବଧାନରେ ଚାଲିଛି ତନାଘନା   (29-May-2026)       ||      ସୋସିଆଲ ମିଡିଆରେ ସୁରକ୍ଷା ସୂଚନା ସେୟାର୍‌ କଲେ କଡ଼ା କାର୍ଯ୍ୟାନୁଷ୍ଠାନ♦️ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଗୃହ ବିଭାଗ ତରଫରୁ କଡ଼ାନିର୍ଦେଶ   (29-May-2026)       ||      ସୁବର୍ଣ୍ଣପୁର ରେ ଓ ଏ ଏସ ଛାତ୍ରୀ ଶୀତଲ କୁଶଳ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା*- *ଶୁଭେଛା ଓ ସଫଳତା କାମନା କଲେ ଜିଲ୍ଲାପାଳ*-   (29-May-2026)       ||      ମାସିକ ସ୍ୱାସ୍ଥ୍ୟ ଦିବସ ପାଳିତ    (28-May-2026)       ||      ବରପାଲିରେ ବିଜେପି ନଗର ମଣ୍ଡଳର ବୃହତ୍ ମିଶ୍ରଣ ପର୍ବ, ବିଜେଡି ଓ କଂଗ୍ରେସରୁ ଅନେକ କର୍ମୀ ବିଜେପିରେ ସାମିଲ   (28-May-2026)       ||      ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ   (28-May-2026)       ||      ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ   (28-May-2026)       ||      ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ନୂତନ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ♦️ସାଇବର କ୍ରାଇମ ସମେତ କୌଣସି ବେଆଇନ ଅପରାଧ କୁ କ୍ଷମା କରାଯିବ ନାହିଁ: ବରଗଡ଼ ଆରକ୍ଷୀ ଅଧିକ୍ଷକ    (28-May-2026)       ||      ତୁଳଣ୍ଡିରେ ପିଇବା ପାଣି, ଅର୍ଡାରେ ବିଜୁଳି ସମସ୍ୟା ନରସିଂହ ଙ୍କ ହସ୍ତକ୍ଷେପ ଚାହିଁଲେ ଗ୍ରାମବାସୀ♦️ ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଯନ୍ତ୍ରୀଙ୍କ ସହ କଥା ହେଲେ ନରସିଂହ   (28-May-2026)       ||      *ମେଣ୍ଢା ଜଗୁଆଳିକୁ ଶିକାର କରିବକୁ ଆସିଛୁ କହି ନିରଧୂମ ପିଟିଲେ ବନବିଭାଗ କର୍ମଚାରୀ*   (28-May-2026)       ||      ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ‘ସ୍ଵତନ୍ତ୍ର ସଘନ ସଂଶୋଧନ’ (ଏସ.ଆଇ.ଆର ) ତାଲିମ   (28-May-2026)       ||      ପେଟ୍ରୋଲ,ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଏସୟୁସିଆଇ ( କମ୍ୟୁନିଷ୍ଟ) ପକ୍ଷରୁ ବିକ୍ଷୋଭ   (28-May-2026)       ||      ହୃଦଘାତରେ ଶିକ୍ଷକଙ୍କ ପରଲୋକ-   (28-May-2026)       ||      ବଲାଙ୍ଗୀର ଆହାର କେନ୍ଦ୍ରରେ ଆନୁସଙ୍ଗିିକ ସୁବିଧା ନାହିଁ, ପ୍ରତିକୂଳ ପରିସ୍ଥିତିରେ ଵି ଭୋକିଲା ମୁହଁରେ ହସ ଫୁଟାଉଛନ୍ତି ଏସ୍.ଏଚ୍.ଜି ମହିଳା    (28-May-2026)       ||     

HOME   ଜିଲ୍ଲା

ଅବହେଳିତ ଚୌଦ୍ଵାର ପୌର ଟାଉନ ହଲ ପରିସର ପାଲଟିଛି କବାଡ଼ିଆ ଗୋଦାମ

28-May-2026



କଟକ  (ତପନ ମହାନ୍ତି ସାମ୍ବାଦିକ): ଚୌଦ୍ଵାର ପୌରପାଳିକାର ଗାନ୍ଧୀ ଛକ ଠାରେ ରହିଛି ପୌର ଟାଉନ ହଲ । ମୁଖ୍ୟତଃ ଅଞ୍ଚଳର ଛୋଟ ବଡ଼ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ରାଜନୈତିକ ଦଳ ଆଦି ବିଭିନ୍ନ ପ୍ରକାର ସଚେତନତା ଓ ବିକାଶ ମୂଳକ କାର୍ଯ୍ୟ ପାଇଁ ୧୯୯୬ ମସିହା ଜାନୁଆରୀ ୫ ତାରିଖରେ ତତ୍କାଳୀନ ରାଜସ୍ବ ଓ ପରିବହନ ମନ୍ତ୍ରୀ ସ୍ବର୍ଗତ କାହ୍ନୁ ଚରଣ ଲେଙ୍କା ଟାଉନ ହଲକୁ ଉଦ୍‌ଘାଟନ କରିଥିଲେ । ବିଭିନ୍ନ ପ୍ରକାର ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଏଠାରେ ଆୟୋଜନ କରିବା ପାଇଁ ଆୟୋଜକ ମାନେ ପୌରପାଳିକାକୁ ଧାର୍ଯ୍ୟ ଭଡ଼ା ଦେଇଥାନ୍ତି । ବିଡ଼ମ୍ବନାର ବିଷୟ ସମୟ କ୍ରମେ ପୌରପାଳିକା ପକ୍ଷରୁ ଟାଉନ ହଲର ଉନ୍ନତିକରଣ ଓ ପୁନରୁଦ୍ଧାର କାର୍ଯ୍ୟ କରାଯାଉଥିଲେ ମଧ୍ୟ ଆୟୋଜକ ଓ ଦର୍ଶକମାନଙ୍କ

ମୌଳିକ ସୁବିଧା ପ୍ରତି ଧ୍ୟାନ ଦିଆଯାଉ ନଥୁବା ଅଭିଯୋଗ ହେଉଛି । ବର୍ତ୍ତମାନ ସୁଦ୍ଧା ଟାଉନ ହଲରେ ଦର୍ଶକ ମାନଙ୍କ ନିମନ୍ତେ ସ୍ଥାୟୀ ଚୌକି ବ୍ୟବସ୍ଥା ନାହିଁ।

ଆୟୋଜକ, କଳାକାର, ଅତିଥ୍‌ ଓ ଦର୍ଶକମାନଙ୍କ ପାଇଁ ହଲ ପରିସରରେ ଶୌଚାଳୟଟିଏ ନାହିଁ । ପ୍ରାୟ ପଙ୍ଖା ଓ

ଲାଇଟ ଅଚଳ ଅବସ୍ଥାରେ ରହିଛି।

କିଛିମାସ ତଳେ ହଲ ମଧ୍ୟରେ ଟାୱାର ଏସି ଲାଗିଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ହୋଇ

ନଥୂବାରୁ ଏହା କାର୍ଯ୍ୟକ୍ଷମ ହୋଇପାରିନାହିଁ। ସେହିପରି ଉଚ୍ଚ କ୍ଷମତା ସମ୍ପନ୍ନ ଜେନେରେଟର (ଡିଜି)

ସ୍ଥାପିତ ହୋଇଥିଲା। ତାହା ମଧ୍ୟ କାର୍ଯ୍ୟକ୍ଷମ ହୋଇନାହିଁ । ଫଳରେ କାର୍ଯ୍ୟକ୍ରମର ଆୟୋଜକ ମାନେ ବାହାରୁ ଟେଣ୍ଟ ସଂସ୍ଥା ମାନଙ୍କଠାରୁ

ଆଣି କାମ ଚଳାଉଛନ୍ତି । ଅପରପକ୍ଷେ ଟାଉନ ହଲର ପଛପାର୍ଶ୍ଵ ଅସ୍ବାସ୍ଥ୍ୟକର ପରିବେଶରେ ରହିଛି । ପୌରପାଳିକାର

ବିଭିନ୍ନ ଅଚଳ ସାମଗ୍ରୀ ସେଠାରେ ଗଦା ହୋଇ ରହିଛି। ପୁରୁଣା ଅଚଳ ଆମ୍ବୁଲାନ୍ସ, ଟ୍ରାକ୍ଟର, ଅଳିଆ ବୁହା ଗାଡ଼ି ଆଦି ପରିତ୍ୟକ୍ତ ଭାବେ ପଡ଼ି ରହି ଟାଉନ ହଲ ପରିସରର ସୌନ୍ଦର୍ଯ୍ୟ ହାନି କରୁଛି ।

ସୂଚନା ଯୋଗ୍ୟ ପୌରପାଳିକା ପକ୍ଷରୁ ୨୦୦୭ ମସିହାରେ ନବୀକରଣ କାର୍ଯ୍ୟ କରାଯାଇଥିଲା। ପରେ ୨୦୨୪-୨୫ ଆର୍ଥିକ ବର୍ଷରେ ୧୯, ୮୯, ୮୬୪ ଟଙ୍କା ବ୍ୟୟରେ ପୁନରୁଦ୍ଧାର କାର୍ଯ୍ୟ ହୋଇଥିଲା। ଏହାପରେ ମଧ୍ୟ ବ୍ୟବସ୍ଥିତ ଢଙ୍ଗରେ ଏହାର କାର୍ଯ୍ୟକାରୀ ହୋଇ ପାରୁନଥିବାରୁ ଟାଉନ ହଲଟି ଜନ ଆଦୃତ ହୋଇ ପାରୁନାହିଁ । ଜନସାଧାରଣ ମୌଳିକ ସୁବିଧା ଲାଗି ଯତ୍ନବାନ ହେବା ସହିତ ଏହାର ସମାଧାନ ଦିଗରେ ପୌର କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସୁବର୍ଣ୍ଣପୁର ସହରରେ କାଳବୈଶାଖୀ ତାଣ୍ଡବ ବ୍ୟାପକ କ୍ଷୟକ୍ଷତି   29-May-2026
  ଜିଲ୍ଲା  
ଆତ୍ମଗୌରବ ଦିବସ ଅବସରରେ ନୂଆଦିଲ୍ଲୀ ରେ ବଲାଙ୍ଗୀର ଜିଲ୍ଲା ଦେଢଗାଁର ଓଡ଼ିଆ ପୁଅ ବଳଦେବ ବାଗଙ୍କୁ ସମ୍ମାନିତ କଲା ଆଦିଲୀଳା ଫାଉଣ୍ଡେସନ   29-May-2026
  ଜିଲ୍ଲା  
ଅପରାଧୀଙ୍କ ଉପରେ କଡ଼ା ଆକ୍ସନ ନେବାକୁ ନିର୍ଦ୍ଦେଶ |   29-May-2026
  ଜିଲ୍ଲା  
୪୭ ନମ୍ବର ୱାର୍ଡରେ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ   29-May-2026
  ଜିଲ୍ଲା  
ବିଜୁ ବାବୁଙ୍କ ସମ୍ପତ୍ତି ହଡ଼ପ ପାଇଁ ଚାଲିଛି ଷଡ଼ଯନ୍ତ୍ର : ଦେବାଶିଷ ସାମନ୍ତରାୟ   29-May-2026
  ରାଜ୍ୟ  
ବଲାଙ୍ଗୀର ଦୁର୍ଘଟଣାରେ ରାଜ ପରିବାର ସଦସ୍ୟଙ୍କ ଦେହାନ୍ତ   29-May-2026
  ଜିଲ୍ଲା  
ମହିଳା ବାଥରୁମରେ ସ୍ପାଏ କ୍ୟାମେରା : ଏସପିଙ୍କ ତତ୍ତ୍ବାବଧାନରେ ଚାଲିଛି ତନାଘନା   29-May-2026
  ଜିଲ୍ଲା  
ସୋସିଆଲ ମିଡିଆରେ ସୁରକ୍ଷା ସୂଚନା ସେୟାର୍‌ କଲେ କଡ଼ା କାର୍ଯ୍ୟାନୁଷ୍ଠାନ♦️ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଗୃହ ବିଭାଗ ତରଫରୁ କଡ଼ାନିର୍ଦେଶ   29-May-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ଓ ଏ ଏସ ଛାତ୍ରୀ ଶୀତଲ କୁଶଳ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା*- *ଶୁଭେଛା ଓ ସଫଳତା କାମନା କଲେ ଜିଲ୍ଲାପାଳ*-   29-May-2026
  ଜିଲ୍ଲା  
ମାସିକ ସ୍ୱାସ୍ଥ୍ୟ ଦିବସ ପାଳିତ   28-May-2026
  ଜିଲ୍ଲା  
ବରପାଲିରେ ବିଜେପି ନଗର ମଣ୍ଡଳର ବୃହତ୍ ମିଶ୍ରଣ ପର୍ବ, ବିଜେଡି ଓ କଂଗ୍ରେସରୁ ଅନେକ କର୍ମୀ ବିଜେପିରେ ସାମିଲ   28-May-2026
  ଜିଲ୍ଲା  
ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ   28-May-2026

You Might Also Like