-+91-9937148622 |
prerana_bgr@rediffmail.com |
Saturday 13th December 2025 |
R.N.I. Regd No. ODIODI/2010/46693
Breaking News
11-Nov-2025
କଣ୍ଟାବାଞ୍ଜି(ମୋହନ ଚରଣ ସୁନା): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ରେ ବେଆଇନ ଭାବେ ଦାଦନ ଚାଳାଣ କରୁଥିବା ନେଇ କଣ୍ଟାବାଞ୍ଜି ପୋଲିସ ରେଳବାଇ ଷ୍ଟେସନ ରେ ଚଢ଼ାଉ କରି ୭ ଜଣ ଦାଦନ ଶ୍ରମିକକୁ ଉଦ୍ଧାର କରିଛି। ଉଦ୍ଧାର ଶ୍ରମିକ ମାନେ ମୁରିବାହାଳ ଥାନା ଅତର୍ଲା ଗାଁ ବୋଲି ଜଣାପଡିଛି। ସେମାନଙ୍କୁ ମୁରିବାହାଳ ଥାନା ଅନ୍ତର୍ଗତ ସରଗୁଲ ଗାଁ ର ଦାଦନ ସର୍ଦାର ଅନୁପ ବେଟକାର ବେଆଇନ ଭାବେ ଚାଲାଣ କରୁଥିବା ନେଇ ପୋଲିସ୍ କୌଣସି ସୁତ୍ରରୁ ଖବର ପାଇଁ ଚଢ଼ାଉ କରି ଶ୍ରମିକ ମାନଙ୍କୁ ଉଦ୍ଧାର କରି ଥିଲା ବେଳେ ଦାଦନ ସର୍ଦାର ଫେରାର ମାରିଛି।