-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ    (18-Oct-2026)       ||      ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||     

HOME   ଜିଲ୍ଲା

ଧନୁପାଲି ଦୁର୍ଗାପୂଜା ର୍ କମିଟି, ଗଠିତ ସହ ସୁବର୍ଣ୍ଣ ଜୟନ୍ତୀ ର ଆୟବ୍ୟୟ

20-Jul-2025



 

  ସମ୍ବଲପୁର- (ସଂଜୀବ ପାଣିଗ୍ରାହୀ)  ସାର୍ବଜନୀନ ଦୁର୍ଗାପୂଜା - ୨୦୨୫ ଉପଲକ୍ଷେ ଆଜି ୨୦/୦୭/୨୦୨୫ ଦିନ ୧୨ ଟା ସମୟ ରେ ଧନୁପାଲି ସ୍ଥିତ ଦୁର୍ଗାମଣ୍ଡପ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଅଞ୍ଚଳ ର ବିଶିଷ୍ଟ ଗନ୍ୟମାନ୍ୟ ବ୍ୟକ୍ତି, ବୁଦ୍ଧିଜୀବି, ସମାଜ ସେବୀ, ଯୁବ ସଂଗଠକ ଏବଂ ଅନୁଷ୍ଠାନ ର ସହଯୋଗୀ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥିଲେ। 

ଏହି ବୈଠକ ରେ କମିଟି ର ବରିଷ୍ଠ ସଦସ୍ୟ ଶ୍ରୀ ମୁରଲୀଧର ପାତ୍ର ଅଧ୍ୟକ୍ଷତା କରିଥିଲେ। ବୈଠକ ରେ ସର୍ବ ପ୍ରଥମେ ୨୦୨୪ ବର୍ଷ ର ସୁବର୍ଣ୍ଣ ଜୟନ୍ତୀ କମିଟି ର ସଭାପତି ଶ୍ରୀ ନରେନ୍ଦ୍ର ପ୍ରକାଶ ରାୟଗୁରୁ ନିଜ ବକ୍ତବ୍ୟ ରଖିଥିଲେ ଓ ତାଙ୍କ ବକ୍ତବ୍ୟ ପରେ ଗତ ସୁବର୍ଣ୍ଣ ଜୟନ୍ତୀ ର ଆୟ ବ୍ୟୟ ର ବିବରଣୀ ପ୍ରଦାନ କରିଥିଲେ କୋଷାଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ପାଢ଼ୀ। ଏହା ପରେ ଶ୍ରୀ ନରେନ୍ଦ୍ର ପ୍ରକାଶ ରାୟଗୁରୁ ୨୦୨୫ ବର୍ଷ ର ସାର୍ବଜନୀନ ଦୁର୍ଗାପୂଜା ପାଇଁ ନୂତନ କମିଟି ଗଠନ କରିବା ପାଇଁ ପ୍ରସ୍ତାବ ରଖିଥିଲେ। ଶ୍ରୀ ନରେନ୍ଦ୍ର ପ୍ରକାଶ ରାୟଗୁରୁ ଙ୍କ ପ୍ରସ୍ତାବ କ୍ରମେ ନୂତନ କମିଟି ର କର୍ମକର୍ତ୍ତା ଚୟନ ପ୍ରକିୟା ଆରମ୍ଭ ହୋଇଥିଲା। ଏହି କ୍ରମରେ ସଭାପତି ଭାବେ ଶ୍ରୀ ଶରତ ଚନ୍ଦ୍ର ପାଢ଼ୀ, ଉପସଭାପତି ଭାବେ ରୂପେଶ ପଟେଲ ଓ ଦିଲୀପ ମହାନନ୍ଦ, ସାଧାରଣ ସମ୍ପାଦକ ଭାବେ ଶ୍ରୀ ଶ୍ରୀକାନ୍ତ ବିଶ୍ଵାଳ, ଯୁଗ୍ମ ସମ୍ପାଦକ ଭାବେ ଶ୍ରୀ ଜ୍ୟୋତି ପ୍ରକାଶ ମହାନ୍ତି, ସହ ସମ୍ପାଦକ ଭାବେ ଶ୍ରୀ ଗୁଣନିଧି ବାଦୀ, କୋଷାଧ୍ୟକ୍ଷ ଭାବେ ଶ୍ରୀ ସଞ୍ଜୟ ପ୍ରସାଦ, ସହ କୋଷାଧ୍ୟକ୍ଷ ଭାବେ ଶ୍ରୀ ଦୁଷ୍ମନ୍ତ ପଣ୍ଡା, କାର୍ଯ୍ୟକାରୀ କମିଟି ରେ ଶ୍ରୀ ନରେନ୍ଦ୍ର ପ୍ରକାଶ ରାୟଗୁରୁ, ଶ୍ରୀ ମୁରଲୀଧର ପାତ୍ର, ଶ୍ରୀ ଦେବାଶିଷ ମିତ୍ର, ଶ୍ରୀ ପ୍ରମୋଦ ମହାପାତ୍ର, ଶ୍ରୀ ପ୍ରତାପ ବେହେରା, ଶ୍ରୀ ପ୍ରଶାନ୍ତ ଥପା, ଶ୍ରୀ ସଞ୍ଜୀବ ପାଢ଼ୀ, ଶ୍ରୀ ସୁଶାନ୍ତ ପାଢ଼ୀ, ଶ୍ରୀ ଅଶୋକ ପଟ୍ଟନାୟକ, ଶ୍ରୀ ମଳୟ ପାଣିଗ୍ରାହୀ, ଶ୍ରୀ ମହେଶ ପଟେଲ, ଶ୍ରୀ ମନୋରଞ୍ଜନ ପଣ୍ଡା, ଶ୍ରୀ ଶ୍ରୀକାନ୍ତ ପାତ୍ର, ଶ୍ରୀ ସୂର୍ଯ୍ୟ ପୋଢ଼ ଓ ମିଡ଼ିଆ ସେଲ ପାଇଁ ଶ୍ରୀ ଦେବାଶିଷ ପୁରୋହିତ ଓ ଶ୍ରୀ ଚୈତନ୍ୟ ନାୟକ ପ୍ରମୁଖ ସର୍ବସମ୍ମତି ରେ ମନୋନୀତ ହୋଇଥିଲେ। ମଣ୍ଡପ ରେ ପୂଜା ଦାୟିତ୍ଵ ରେ ଶ୍ରୀ ସୁଶାନ୍ତ କୁମାର ପାଢ଼ୀ, ସାନୂଜ ସାହୁ, ରାସେ ଗଡତିଆ, ଗିରିଶ ଚନ୍ଦ୍ର ଜାଲ, ସୌରଭ ପଣ୍ଡା ଓ ଦୀପକ ଗୁରୁ ପ୍ରମୁଖଙ୍କୁ ସର୍ବ ସମ୍ମତି ରେ ମନୋନୀତ କରାଗଲା।

ନୂତନ କର୍ମକର୍ତ୍ତା ଚୟନ ପ୍ରକିୟା ପରେ ଏହି ବୈଠକରେ ଆଗାମୀ ଦୁର୍ଗା ପୂଜା କାର୍ଯ୍ୟକ୍ରମକୁ ଏକ ଶୃଙ୍ଖଳାବଦ୍ଧ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବାକୁ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ମୁରଲୀଧର ପାତ୍ର, ଶ୍ରୀ ନରେନ୍ଦ୍ର ପ୍ରକାଶ ରାୟଗୁରୁ, ଶ୍ରୀ ପ୍ରମୋଦ ମହାପାତ୍ର, ଶ୍ରୀ ପ୍ରଶାନ୍ତ ଥପା, ଦୁଷ୍ମନ୍ତ କୁମାର ପଣ୍ଡା, ଅଶୋକ ପଟ୍ଟନାୟକ, ମହେଶ କୁମାର ପଟେଲ, ଚୈତନ୍ୟ କୁମାର ନାୟକ, ମଳୟ ପାଣିଗ୍ରାହୀ, ରୁପେଶ ପଟେଲ, ଗୁଣନିଧି ବାଦୀ, ଶରତ ଚନ୍ଦ୍ର ପାଢ଼ୀ, ଜ୍ୟୋତି ପ୍ରକାଶ ମହାନ୍ତି, ସଞ୍ଜୀବ ପାଢ଼ୀ, ଦିଲୀପ ମହାନନ୍ଦ, ସୁରେନ୍ଦ୍ର ଖଟେଇ, ସୁଶାନ୍ତ କୁମାର ପାଢ଼ୀ, ଆଶିଷ ବେହେରା, ସଞ୍ଜୀବ କୁମାର ସାନବଡ, ଟୁନା ପ୍ରଧାନ, ଆଶିଷ ମିଶ୍ର, ଚନ୍ଦନ ମହାନନ୍ଦ, ମୁକେଶ ସାହୁ, ଦିବ୍ୟ ବେହେରା, ଶ୍ରୀକାନ୍ତ ବିଶ୍ଵାଳ, ଦେବାଶିଷ ପୁରୋହିତଙ୍କ ସହ ଅନୁଷ୍ଠାନ ର ସହଯୋଗୀ ବ୍ୟକ୍ତିବିଶେଷ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। 

 


News Comment




Photo in News

Advertisment
Lastest News
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026
  ଜିଲ୍ଲା  
ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   18-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   18-Oct-2026
  ଜିଲ୍ଲା  
*ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   18-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   18-Oct-2026
  ଜିଲ୍ଲା  
ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   18-Oct-2026
  ରାଜ୍ୟ  
ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   18-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   18-Oct-2026

You Might Also Like