-+91-9937148622 |

prerana_bgr@rediffmail.com |

  Wednesday 25th November 2026 |

| | | |

R.N.I. Regd No. ODIODI/2010/46693

Breaking News

ସରପଞ୍ଚ ଙ୍କ ଦ୍ୱାରା ବରୀ ପଞ୍ଚାୟତ ରେ ନୂତନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ   (25-Nov-2026)       ||      ବରପାଲି ତହସିଲ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସ୍ତାବକୁ ଓକିଲ ସଂଘ ର ବିରୋଧ   (25-Nov-2026)       ||      ସିକିର୍ଡି ରେ ଅଷ୍ଟ ପ୍ରହରୀ ନାମଯଜ୍ଞ   (25-Nov-2026)       ||      ଦେଓଗାଁ ବ୍ଲକ ରେ ଷ୍ଟ୍ରିଟ ଲାଇଟ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବି    (25-Nov-2026)       ||      ଆଗଲପୁର ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ   (25-Nov-2026)       ||      ଡୁଙ୍ଗୁରିପାଲିରେ ରାଜ୍ କରୁଛି ନକଲି   (25-Nov-2026)       ||      ଛାଡ଼ଖାଇକୁ ନେଇ ଆମିଷ ବଜାରରେ ଉତ୍ସବର ମାହୋଲ   (25-Nov-2026)       ||      ଶୀତ ଋତୁରେ ଅସହାୟଙ୍କ ପାଇଁ ସହଯୋଗ ଫାଉଣ୍ଡେସନର ସହାୟତାର ହାତ   (25-Nov-2026)       ||      ଦିଲ୍ଲୀର ହାଉଜ଼ଖାସ ଜଗନ୍ନାଥ ମନ୍ଦିରରେ ବୋଇତ ବନ୍ଦାଣ ଉତ୍ସବ ପାଳନ   (25-Nov-2026)       ||      ବାଞ୍ଜିପାଲିରେ ନିମ୍ବାର୍କ ଜୟନ୍ତି ପାଲିତ   (25-Nov-2026)       ||      *ଜଙ୍ଗଲରୁ ଉଦ୍ଧାର ହେଲା ନିଖୋଜ ଶିଶୁକନ୍ୟାର ମୃତଦେହ*   (25-Nov-2026)       ||      ସିନାପାଲି ହାଇସ୍କୁଲପଡ଼ା ରେ ମା’ ମହାଲକ୍ଷ୍ମୀଙ୍କ ଭବ୍ୟ ପୂଜା ମହୋତ୍ସବ    (25-Nov-2026)       ||      ଦରଦାମ୍ ବୃଦ୍ଧି ପ୍ରତିବାଦରେ ଓଡ଼ିଶା ଜନତା କଂଗ୍ରେସର ବିଧାନସଭା ଘେରାଉ ଇଂ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଭୁବନେଶ୍ୱରରେ ବିକ୍ଷୋଭ; ଦରଦାମ୍ ନିୟନ୍ତ୍ରଣ ଦାବିରେ ସରକାରଙ୍କ ବିରୋଧରେ ଗର୍ଜିଲା ଓଜେସି   (25-Nov-2026)       ||      ଧାନ ସଂଗ୍ରହରୁ ଚାଉଳ ଯୋଗାଣ ପର୍ଯ୍ୟନ୍ତ ସମସ୍ୟାରେ ଘାଣ୍ଟି ହେଉଛନ୍ତି ମିଲର୍ସ♦️ ମିଲର୍ସଙ୍କ ୧୨ ଦଫା ଦାବି ପୂରଣ ପାଇଁ ଦାବି    (25-Nov-2026)       ||      ବଡଦେଓ ଦେବ ଲୋକ ନାଟକ ମ‌ହୋସବ- ୨୦୨୬ କାର୍ଯ୍ୟକ୍ରମ   (24-Nov-2026)       ||      ୨୨ତମ ସଚିବାଳୟ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ-୨୦୨୬   (24-Nov-2026)       ||      ଓଡ଼ିଶାକୁ ଋଣରେ ବୁଡ଼ାଇ ଦେଉଛନ୍ତି ମୋହନ ମାଝୀ ସରକାର: କଂଗ୍ରେସ   (24-Nov-2026)       ||      ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ବ୍ୟାଚ ସାମାଜିକ ସାଂସ୍କୃତିକ ସଂଘ ପକ୍ଷରୁ ହାଇସ୍କୁଲ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ   (24-Nov-2026)       ||      ପର୍ଲିମାଲ ବିରାଟ ବାଲିଯାତ୍ରା ପାଇଁ କଳସ ଯାତ୍ରା   (24-Nov-2026)       ||      କୋକସରା ବଡ଼ ପଡା ଠାରେ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ପାଳିତ   (24-Nov-2026)       ||     

HOME   ଜିଲ୍ଲା

ବକବାହାଲ ଗାଁ ର ୨୧ବର୍ଷିୟା ଯୁବତୀ ନିଖୋଜ,ନିଜ ମାଁ ଶୁଶିଲା ଭଏଶାଲ ତୁରେକେଲା ଥାନାରେ ଅଭିଯୋଗ

10-Jul-2025



ତୁରେକେଲା(କୈଳାସ ସଗ୍ରିଆ) ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ବକବାହାଲ ଗାଁ ର ଭାମା ଭଏଶାଲ (୨୧)ଗତ ତା:୨୪/୦୬/୨୫  ସନ୍ଧ୍ୟା ପ୍ରାୟ ୬ଟା ସମୟରୁ ନିଖୋଜ ରହି ଥିବାରୁ ନିଜ ମାଁ ନିରିହ ବିଧବା ତୁରେକେଲା ଥାନାରେ ଏତଲା ଦେଇ ଥିଲେ। ସୂଚନାଯୋଗ୍ୟ ଯେ,ଭାମା ଭଏଶାଲ ର ବିବାହ ପ୍ରସ୍ତାବ ଭୁଲିଆ ସିକୁଆ ଗାଁ ର ଠିକ୍ କରାଯାଇଥିଲା।ଭାମା ଭଏଶାଲ ଓ ନିଜ ଭଉଣୀ ହେମଲତା ଭଏଶାଲ ଦୁହେଁ ବକବାହାଲ ଗାଁ ର ଗଜେନ୍ଦ୍ର ରଣା ର ପରିବାର ସହିତ ମାଡ୍ରାସ କୁ ଦାଦନ ଶ୍ରମିକ ଭାବେ ଛଅ ମାସ ପାଇଁ ଇଟା ଗଢି ଯାଇଥିଲେ। ସେକେଣ୍ଡ ସର୍ଦାର ଅଜୟ ରଣା ଦୁଇ ଭଉଣୀ ଭାମା ଭଏଶାଲ ଓ ହେମଲତା ଭଏଶାଲକୁ ଦାଦନ ଶ୍ରମିକ ଭାବେ ନେଇଥିବା ଜଣାପଡିଛି l ମୁଖ୍ୟ ସର୍ଦାର ନିଜାମ୍ ଖାଁ ବୋଲି ନିଜ ମାଁ ଶୁଶିଲା ଭଏଶାଲ ଅଭିଯୋଗ ଜଣାଇଛନ୍ତି। ହେମଲତା ଭଏଶାଲ କହିବା ଅନୁସାରେ ସେହି ଇଟା ଫେକ୍ଟରୀରେ ଏକ ସଞ୍ଜୟ ପୁଟେଲ ନାମକ ଯୁବକ  ସହିତ ବିଶେଷ ଭାବରେ କଥୋପକଥନ ହେଉଥିବା ଓ ଫୋନ୍ ମାଧ୍ୟମରେ ମଧ୍ୟ ଯୋଗାଯୋଗ କରୁଥିବା କହିଛନ୍ତି। ଉକ୍ତ ସଞ୍ଜୟ ପୁଟେଲ ଏକ ଟ୍ରାକ୍ଟର ଡ୍ରାଇଭର ଅଟେ ଓ ସ୍ଥାନ ରାୟପୁର ସହରର ବୋଲି ଜଣାପଡିଛି। ଏପଟେ ନିଜ ମାଁ ନିରୀହ ବିଧବା ମହିଳା ଶୁଶିଲା ଭଏଶାଲ ଗାଁ ଗାଁ ଆଖିରେ ଲୁହ ଗଡ଼ାଇ ନିଜ ଝୀଅ ଭାମା ର ଫଟୋ ଦେଖାଇ ଲୋକମାନଙ୍କୁ ନିରାଶ ମନରେ ପଚାରେ ଯେ ମୋର ଏହି ଝିଅକୁ କେହି ଦେଖିଛ କି ବୋଲି।  ଏଥିପ୍ରତି ପ୍ରଶାସନର ମଧ୍ୟ  ଦୃଷ୍ଟିଗୋଚର  ହେଉ ବୋଲି ଜନସାଧାରଣ ନିବେଦନକରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରପଞ୍ଚ ଙ୍କ ଦ୍ୱାରା ବରୀ ପଞ୍ଚାୟତ ରେ ନୂତନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ   25-Nov-2026
  ଜିଲ୍ଲା  
ବରପାଲି ତହସିଲ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସ୍ତାବକୁ ଓକିଲ ସଂଘ ର ବିରୋଧ   25-Nov-2026
  ଜିଲ୍ଲା  
ସିକିର୍ଡି ରେ ଅଷ୍ଟ ପ୍ରହରୀ ନାମଯଜ୍ଞ   25-Nov-2026
  ରାଜ୍ୟ  
ଦେଓଗାଁ ବ୍ଲକ ରେ ଷ୍ଟ୍ରିଟ ଲାଇଟ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବି   25-Nov-2026
  ଜିଲ୍ଲା  
ଆଗଲପୁର ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ   25-Nov-2026
  ଜିଲ୍ଲା  
ଡୁଙ୍ଗୁରିପାଲିରେ ରାଜ୍ କରୁଛି ନକଲି   25-Nov-2026
  ଜିଲ୍ଲା  
ଛାଡ଼ଖାଇକୁ ନେଇ ଆମିଷ ବଜାରରେ ଉତ୍ସବର ମାହୋଲ   25-Nov-2026
  ଜିଲ୍ଲା  
ଶୀତ ଋତୁରେ ଅସହାୟଙ୍କ ପାଇଁ ସହଯୋଗ ଫାଉଣ୍ଡେସନର ସହାୟତାର ହାତ   25-Nov-2026
  ଜିଲ୍ଲା  
ଦିଲ୍ଲୀର ହାଉଜ଼ଖାସ ଜଗନ୍ନାଥ ମନ୍ଦିରରେ ବୋଇତ ବନ୍ଦାଣ ଉତ୍ସବ ପାଳନ   25-Nov-2026
  ଜିଲ୍ଲା  
ବାଞ୍ଜିପାଲିରେ ନିମ୍ବାର୍କ ଜୟନ୍ତି ପାଲିତ   25-Nov-2026
  ଜିଲ୍ଲା  
*ଜଙ୍ଗଲରୁ ଉଦ୍ଧାର ହେଲା ନିଖୋଜ ଶିଶୁକନ୍ୟାର ମୃତଦେହ*   25-Nov-2026
  ଜିଲ୍ଲା  
ସିନାପାଲି ହାଇସ୍କୁଲପଡ଼ା ରେ ମା’ ମହାଲକ୍ଷ୍ମୀଙ୍କ ଭବ୍ୟ ପୂଜା ମହୋତ୍ସବ   25-Nov-2026

You Might Also Like