-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ    (18-Oct-2026)       ||      ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||     

HOME   ଜିଲ୍ଲା

ଜିଲ୍ଲା ସ୍ତରୀୟ "ବିକଶିତ ଜିଲ୍ଲା ବିକଶିତ ଓଡ଼ିଶା" କର୍ମଶାଳା :

17-Jun-2025



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ବିକଶିତ ଓଡିଶା @୨୦୩୬ ରେ ଜିଲ୍ଲାର ବିକାଶ କୁ ଯୋଡିବାକୁ"ବିକାଶିତ ଜିଲ୍ଲା ବିକାଶିତ ଓଡ଼ିଶା" ବିଷୟରେ ଜିଲ୍ଲା ସ୍ତରୀୟ କର୍ମଶାଳା ଆଜି ସୋନପୁର ବ୍ଲକ କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ମାନ୍ୟନୀୟ ବିଧାୟକ, ବିରମହାରାଜପୁର ଇଂ ରଘୁନାଥ ଜଗଦଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବିକଶିତ ଓଡିଶା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲା କୁ ବିକଶିତ କରିବାକୁ ହେବ ସେଥିପାଇଁ ଆମସମସ୍ତଙ୍କୁ ଏକତ୍ରିତ ହୋଇ ସରକାରଙ୍କ ବିଭିନ୍ନ ଯୋଜନା/ପ୍ରକଳ୍ପକୁ ପୂର୍ଣ୍ଣ ନିଷ୍ଠାର ସହ କାର୍ଯ୍ୟନ୍ୱୟନ କରିବାକୁ ଆହ୍ୱାନ କରିଛନ୍ତି। ପୁନଶ୍ଚ ଜିଲ୍ଲାରେ କାର୍ଯ୍ୟରତ ଅଧିକାରୀ ନିଜ ନିଜ ବିଭାଗ ସମ୍ପର୍କିତ ଜନ କଲ୍ୟାଣ ତଥା ଜିଲ୍ଲାର ବିକାଶ ନିମନ୍ତେ ପ୍ରକଳ୍ପର ପ୍ରସ୍ତାବ ପାଇଁ ପରାମର୍ଶ ଦେଇଛନ୍ତି। ସେ ଏହି ଅବସରରେ  ଜିଲ୍ଲା ବିକାଶ ପାଇଁ  ଗ୍ରାମ୍ୟଞ୍ଚଳର ବିକାଶ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଥିଲେ। ଏହି ଗୁରୁତ୍ୱପୂର୍ଣ କର୍ମଶାଳାରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ,, ସି.ଡି.ଓ. ଅଶ୍ୱିନୀ ମେହେର, ମାନ୍ୟନୀୟ ସାଂସଦ ବଲାଙ୍ଗୀରଙ୍କ ପ୍ରତିନିଧି ଶରତ ଶତପଥି, ସ୍ଥାନୀୟ ନେତୃ ମଣ୍ଡଳୀ, ଶିକ୍ଷାବିତ, ଜିଲ୍ଲାର ବିଭିନ୍ନ ସାମାଜିକ ସଂସ୍ଥାଗୁଡ଼ିକର ପ୍ରତିନିଧ, ବ୍ୟବସାୟ ଏବଂ ଶିଳ୍ପ ସଂଘର କର୍ମକର୍ତ୍ତା, ବେସରକାରି ସଂଗଠନ ଓ ସିଭିଲ ସୋସାଇଟି ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି କର୍ମ ଶାଳାରେ ଅଧ୍ୟକ୍ଷ ଉପସ୍ଥିତ ସମସ୍ତ ସଦସ୍ୟ ସଦସ୍ୟା ଙ୍କୁ ଜିଲ୍ଲାର ବିକାଶ ନିମନ୍ତେ ଆବଶ୍ୟକ ପ୍ରକଳ୍ପ ତଥା ଯୋଜନା ଉପରେ ମତାମତ କରିବାକୁ ଆହ୍ୱାନ କରିଥିଲେ। ସେହି ପରିପ୍ରେକ୍ଷୀରେ ସଦସ୍ୟା ସଦସ୍ୟ ପ୍ରମୁଖ କର୍ମଶାଳାରେ ଜିଲ୍ଲାର ବିକାଶ ଅଂଶ ସ୍ୱରୂପ ରୋବୋଟିକ ପାର୍କର ନିର୍ମାଣ ସହ ସରକାରୀ ପଲିଟେକନିକ୍‌ କଲେଜ୍ରେ ନୂତନ ଶାଖା ଖୋଲିବା ପାଇଁ ପ୍ରସ୍ତାବ ଦିଆଯାଇଛି। ପୁନଶ୍ଚ
ସେଣ୍ଟ୍ରାଲ ଟୁଲ ରୁମ୍ ଏବଂ ଦକ୍ଷତା ବିକାଶ କେନ୍ଦ୍ର ଖୋଲିବା ପାଇଁ ମଧ୍ୟ ପ୍ରସ୍ତାବ ପ୍ରଦାନ କରାଯାଇଛି।
ଜିଲ୍ଲାରେ ନୂତନ E - ଲାଇବ୍ରେରୀ ନିର୍ମାଣ, ନୂତନ ମତ୍ସ୍ୟ କଲେଜ ଓ ଟେକ୍ସଟାଇଲ କଲେଜ ପାଇଁ ପ୍ରସ୍ତାବ ଦିଆଯାଇଛି। ଜିଲ୍ଲାର କୃଷି ଓ କୃଷକ ଙ୍କ ସମୃଦ୍ଧି ଓ ବିକାଶ ପାଇଁ ଅର୍ଥକାରୀ ଫସଲ ଓ ଫସଲ ବିବିଧ‌ିକରଣର ବହୁଳ ପ୍ରଚାର ପ୍ରସାର ସହିତ ଜଳସେଚନର ସୁନିଶ୍ଚିତ ସହ ପର୍ଯ୍ୟଟନର ବିକାଶ ନିମନ୍ତେ ଜିଲ୍ଲାର ସୀମା ମଧ୍ୟରେ ପ୍ରବାହିତ ତେଲ ନ‌ଦୀ ଓ ମହାନଦୀ ର ପ୍ରତି ୧୦ କିମି ବ୍ୟବଧାନରେ ବିନା କୌଣସି ବିସ୍ଥାପିରେ ଚେକ୍ ଡେମ୍ ପାଈଁ ପ୍ରସ୍ତାବ ଏବଂ ଚାଷ ଓ ଚାଷୀଙ୍କ ସୁରକ୍ଷା ନିମନ୍ତେ ତେଲ ନ‌ଦୀ ଓ ମହାନଦୀରେ  ଆବଶ୍ୟକୀୟ ବନ୍ୟା ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଉ। ଜିଲ୍ଲାର ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ପାଇଁ ପାତାଳୀ ଶ୍ରୀକ୍ଷେତ୍ର ଓ ଅନ୍ୟାନ୍ୟ ପର୍ଯଟନସ୍ଥଳୀ ଯଥା ପାପକ୍ଷୟ, ଚରଦେଇ.ପ୍ରଭୁତିର ସାମଗ୍ରିକ ବିକାଶ ନିମନ୍ତେ ପ୍ରସ୍ତାବ।ସହ ଭୀମଭୋଇ ଙ୍କ ଜନ୍ମପୀଠ କୁ ପର୍ଯ୍ୟଟନସ୍ଥଳୀ ରୂପେ ମାନ୍ୟତା ଦେବା ପାଇଁ ପ୍ରସ୍ତାବଦିଆଯାଇଛି।ବୟନ ଶିଳ୍ପର ବିକାଶ ନିମନ୍ତେ ପ୍ରସ୍ତାବ ଦିଆଯାଇଥିବାବେଳେଜିଲ୍ଲାର ପରିବହନ କ୍ଷେତ୍ରରେ
 ସୋନପୁର - ସମ୍ବଲପୁର୍ - ପୁରୀ ଓ ଖୋର୍ଦ୍ଧା - ବଲାଙ୍ଗିରକୁ ରେଳ ସଂଯୋଗ ତଥା ସୋନପୁର ଜିଲ୍ଲାରେ ବିମାନ ବନ୍ଦର ପାଇଁ ପ୍ରସ୍ତାବ ଦେଇଛନ୍ତି ଉପସ୍ଥିତ ସଦସ୍ୟ ସଦସ୍ୟା। ଜିଲ୍ଲାକୁ ଶିଳ୍ପ ସମୃଦ୍ଧ କରିବାକୁ ପ୍ରତି ପଞ୍ଚାୟତରେ MSMEର ପ୍ରତିଷ୍ଠା ସହ ଟେକ୍ସଟାଇଲ୍ ଶିଳ୍ପ ପାଇଁ ପ୍ରସ୍ତାବ ଦେଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026
  ଜିଲ୍ଲା  
ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   18-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   18-Oct-2026
  ଜିଲ୍ଲା  
*ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   18-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   18-Oct-2026
  ଜିଲ୍ଲା  
ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   18-Oct-2026
  ରାଜ୍ୟ  
ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   18-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   18-Oct-2026

You Might Also Like