-+91-9937148622 |
prerana_bgr@rediffmail.com |
Thursday 26th November 2026 |
R.N.I. Regd No. ODIODI/2010/46693
Breaking News
11-Jun-2025
ନବରଙ୍ଗପୁର(ମିହିର ଶଙ୍କର ପାତ୍ର)
-ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହେଲା।ପୂଜକ ତଥା ଦଇତା ପତିମାନେ ତିନି ଠାକୁରକୁ ସ୍ନାନବେଦୀକୁ ଆଣିବା ପାରେ ପ୍ରାୟ ୧୧ଘଣ୍ଟ ବେଳେ ଦେବସ୍ନାନ କରାଗଲା । ଏହି ଅବସରରେ ଉପସ୍ଥିତ ଥିଲେ ମନ୍ଦିର କମିଟି ସଭାପତି ତହସିଲଦାର ଗୀତା ମୁର୍ମୁ, ଜି ଭେଙ୍କଟଶ୍ଵର ରାଓ, ଦେବରାଜ ପାତ୍ର, ଜି ସାଇ ରାଜୁ, ଏମ୍ ଆପା ରାଓ, ଆଇନଜୀବୀ ଜୟନ୍ତ କୁମାର ପାତ୍ର,ଏମ ବୁଲୁ ରାଓ, ସୁରେନ୍ଦ୍ର ମିଶ୍ର, ଭଗବାନ ଖୁଣ୍ଟିଆ, ଆଇନଜୀବୀ ମିହିର ଶଙ୍କର ପାତ୍ର, ଗୁପ୍ତ ବିଷୟୀ, ପ୍ରକାଶ ପଣ୍ଡା, ରମେଶ ରାଓ, ନବୀନ ପାଢ଼ୀ, ପ୍ରଦୀପ ସାହୁ, କୁନୁ ପାତ୍ର ସମେତ ଗ୍ରାମବାସୀ ମାନେ ।ମହାପ୍ରଭୁଙ୍କ ସ୍ନାନ ଉତ୍ସବ ଦେଖିବା ପାଇଁ ଶତାଧିକ ଭକ୍ତ ଉପସ୍ଥିତ ଥିଲେ