-+91-9937148622 |

prerana_bgr@rediffmail.com |

  Wednesday 25th November 2026 |

| | | |

R.N.I. Regd No. ODIODI/2010/46693

Breaking News

ସରପଞ୍ଚ ଙ୍କ ଦ୍ୱାରା ବରୀ ପଞ୍ଚାୟତ ରେ ନୂତନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ   (25-Nov-2026)       ||      ବରପାଲି ତହସିଲ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସ୍ତାବକୁ ଓକିଲ ସଂଘ ର ବିରୋଧ   (25-Nov-2026)       ||      ସିକିର୍ଡି ରେ ଅଷ୍ଟ ପ୍ରହରୀ ନାମଯଜ୍ଞ   (25-Nov-2026)       ||      ଦେଓଗାଁ ବ୍ଲକ ରେ ଷ୍ଟ୍ରିଟ ଲାଇଟ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବି    (25-Nov-2026)       ||      ଆଗଲପୁର ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ   (25-Nov-2026)       ||      ଡୁଙ୍ଗୁରିପାଲିରେ ରାଜ୍ କରୁଛି ନକଲି   (25-Nov-2026)       ||      ଛାଡ଼ଖାଇକୁ ନେଇ ଆମିଷ ବଜାରରେ ଉତ୍ସବର ମାହୋଲ   (25-Nov-2026)       ||      ଶୀତ ଋତୁରେ ଅସହାୟଙ୍କ ପାଇଁ ସହଯୋଗ ଫାଉଣ୍ଡେସନର ସହାୟତାର ହାତ   (25-Nov-2026)       ||      ଦିଲ୍ଲୀର ହାଉଜ଼ଖାସ ଜଗନ୍ନାଥ ମନ୍ଦିରରେ ବୋଇତ ବନ୍ଦାଣ ଉତ୍ସବ ପାଳନ   (25-Nov-2026)       ||      ବାଞ୍ଜିପାଲିରେ ନିମ୍ବାର୍କ ଜୟନ୍ତି ପାଲିତ   (25-Nov-2026)       ||      *ଜଙ୍ଗଲରୁ ଉଦ୍ଧାର ହେଲା ନିଖୋଜ ଶିଶୁକନ୍ୟାର ମୃତଦେହ*   (25-Nov-2026)       ||      ସିନାପାଲି ହାଇସ୍କୁଲପଡ଼ା ରେ ମା’ ମହାଲକ୍ଷ୍ମୀଙ୍କ ଭବ୍ୟ ପୂଜା ମହୋତ୍ସବ    (25-Nov-2026)       ||      ଦରଦାମ୍ ବୃଦ୍ଧି ପ୍ରତିବାଦରେ ଓଡ଼ିଶା ଜନତା କଂଗ୍ରେସର ବିଧାନସଭା ଘେରାଉ ଇଂ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଭୁବନେଶ୍ୱରରେ ବିକ୍ଷୋଭ; ଦରଦାମ୍ ନିୟନ୍ତ୍ରଣ ଦାବିରେ ସରକାରଙ୍କ ବିରୋଧରେ ଗର୍ଜିଲା ଓଜେସି   (25-Nov-2026)       ||      ଧାନ ସଂଗ୍ରହରୁ ଚାଉଳ ଯୋଗାଣ ପର୍ଯ୍ୟନ୍ତ ସମସ୍ୟାରେ ଘାଣ୍ଟି ହେଉଛନ୍ତି ମିଲର୍ସ♦️ ମିଲର୍ସଙ୍କ ୧୨ ଦଫା ଦାବି ପୂରଣ ପାଇଁ ଦାବି    (25-Nov-2026)       ||      ବଡଦେଓ ଦେବ ଲୋକ ନାଟକ ମ‌ହୋସବ- ୨୦୨୬ କାର୍ଯ୍ୟକ୍ରମ   (24-Nov-2026)       ||      ୨୨ତମ ସଚିବାଳୟ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ-୨୦୨୬   (24-Nov-2026)       ||      ଓଡ଼ିଶାକୁ ଋଣରେ ବୁଡ଼ାଇ ଦେଉଛନ୍ତି ମୋହନ ମାଝୀ ସରକାର: କଂଗ୍ରେସ   (24-Nov-2026)       ||      ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ବ୍ୟାଚ ସାମାଜିକ ସାଂସ୍କୃତିକ ସଂଘ ପକ୍ଷରୁ ହାଇସ୍କୁଲ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ   (24-Nov-2026)       ||      ପର୍ଲିମାଲ ବିରାଟ ବାଲିଯାତ୍ରା ପାଇଁ କଳସ ଯାତ୍ରା   (24-Nov-2026)       ||      କୋକସରା ବଡ଼ ପଡା ଠାରେ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ପାଳିତ   (24-Nov-2026)       ||     

HOME   ଜିଲ୍ଲା

ପଦ୍ମନାଭଙ୍କ ଆଗମନରେ ଚଳଚଞ୍ଚଳ କନ୍ଧମାଳ ବିଜୁ ଜନତା ଦଳ

09-Oct-2024



ଫୁଲବାଣୀ(କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ ) ସାଧାରଣ ନିର୍ବାଚନରେ ରାଜ୍ୟରେ ବିଯୁଜନତା ଦଳ ହାରିଯାଇଥିଲେ ମଧ୍ୟ୍ୟ ଦଳ ଭାଂଗିପଡ଼ିନି | ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମ ଜୟନ୍ତୀ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ ପୁଣି ସକ୍ରିୟ ହେବାପାଇଁ ଅଣ୍ଟା ଭିଡି ଠିଆ ହେବାକୁ ପ୍ରୟାସ ଆରମ୍ଭ କରିଛି | ରାଜ୍ୟର ସମସ୍ତ ଜିଲ୍ଲାରେ ବିଜୁ ଜନତା ଦଳ ତରଫରୁ ଆଜି ସଭ୍ୟ ସଂଗ୍ରହ ଅଭିଯାନ ଭିଡିଓ କନଫରେନସି ମାଧ୍ୟମରେ ଦଳର ମୁଖିଆ ନବୀନ ପଟନାୟକ ପ୍ରଥମେ ସଦସ୍ୟତା ଗ୍ରହଣ କରି ଏହି କାର୍ଯ୍ୟର ଶୁଭାରମ୍ଭ କରିବେ  ସେହିପରି କନ୍ଧମାଳ ଜିଲ୍ଲାରେ ମଧ୍ୟ ପୂର୍ବତନ ମନ୍ତୀ ପଦ୍ମନାଭ ବେହେରାଙ୍କ ନେତୃତ୍ୱରେ କନ୍ଧମାଳ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଛି |               

 ଦୀର୍ଘଦିନପରେ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା କନ୍ଧମାଳ ଜିଲ୍ଲା ଆଗମନୀରେ ଜିଲ୍ଲାରେ ସୁଷୁପ୍ତ ଥିବା ବିଜେଡି କର୍ମୀ ମାନଙ୍କ ମଧ୍ୟରେ ନୂତନ ଉତ୍ସାହ ଉଦ୍ଦୀପନା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି | କନ୍ଧମାଳ ଜିଲ୍ଲାରେ ବିଜୁ ଜନତା ଦଳ ଦୀର୍ଘଦିନ ଶାସନରେ ଥିଲେମଧ୍ୟ ଜିଲ୍ଲାର ବିଜୁ ଜନତା ଦଳର ନେତା କର୍ମି ମାନେ  ସୁଷୁପ୍ତ ଅବସ୍ଥାରେ ରହିଆସୁଥିଲେ | କାରଣ ନିର୍ବାଚିତ ହୋଇଥିବା ଦଳୀୟ ବିଧାୟକ, ସାଂସଦ ମାନେ କର୍ମି ନେତା ମାନଙ୍କ ପ୍ରତି ଅଣଦେଖା କରିଥିବା ଯୋଗୁଁ  ସମସ୍ତ ଦଳୀୟ କର୍ମୀ ମହଲରେ ଏକନୈରାଶ୍ୟ ଭାବ ଜାଗ୍ରତ ହୋଇଥିଲା କିନ୍ତୁ ପରିସ୍ଥିତି ଏମିତି ଥିଲା ଯେ କେହିବି ତୁଣ୍ଡ ଖୋଲୁନ ଥିଲେ ଓ ଯାହାଫଳରେ ଏହାର ପ୍ରଭାବ ଗତ ସାଧାରଣ ନିର୍ବାଚନ ରେ ପ୍ରତିଫଳିତ ହୋଇଥିଲା ଓ ଦଳୀୟ କର୍ମୀ ମାନଙ୍କ ନିଷ୍କ୍ରିୟତା ଯୋଗୁଁ ଦଳକୁ ଜିଲ୍ଲାରେ ଶୋଚନୀୟ ଭାବେ ପରାଜିତ ହେବାକୁ ପଡିଥିଲା | କନ୍ଧମାଳ ସଂସଦୀୟ କ୍ଷେତ୍ରରେ ସାତଟି ବିଧାୟକ ନିର୍ବାଚନ ମଣ୍ଡଳୀ ମଧ୍ୟରୁ ବାଲିଗୁଡା ଓ ଦଶପଲ୍ଲା ନିର୍ବାଚନ ମଣ୍ଡଳୀକୁ ଛାଡି ଦେଲେ 

ଫୁଲବାଣୀ, ବୌଦ୍ଧ, କଣ୍ଟାମଲ, ଓ ଘୁ ଉଦୟଗିରି ନିର୍ବାଚନ ମଣ୍ଡଳୀରେ ସମସ୍ତ ବିଧାୟକ ପ୍ରାଥୀ ଓ ସାଂସଦ ପ୍ରାଥୀ ଶୋଚନୀୟ ଭାବେ ପରାଜିତ ହୋଇଥିଲେ | 
   କନ୍ଧମାଳଜିଲ୍ଲାରେ ଦଳ ହାରିଯାଇଥିବା ଯୋଗୁଁ କର୍ମୀ ମହଲରେ  ଏକ ପ୍ରକାର ନିରୁତ୍ସାହିତ ଭାବ ଦେଖିବାକୁ ମିଳିଥିଲା ହେଲେ କନ୍ଧମାଳ ଜିଲ୍ଲାର ଲୋକପ୍ରିୟ ନେତା ପୂର୍ବତନ ସାଂସଦ, ବିଧାୟକ, ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ଆଗମନୀରେ ଦଳ ପୁଣି ଚଞ୍ଚଳ ହୋଇ ଉଠିଛି, କର୍ମି ନେତା ପ୍ରତିନିଧି ମାନଙ୍କ ମଧ୍ୟରେ ଏକ ନୂତନ ଆଗ୍ରହ, ଉତ୍ସାହ, ଉଦ୍ଧିପନା ଦେଖିବାକୁ ମିଳିଛି,ଆଉ କନ୍ଧମାଳ ବିଜେଡି ପୁଣି ଚଳଚଞ୍ଚଳ ହୋଇ ଉଠିଥିବା ଦେଖିବାକୁ ମିଳିଛି |  ଆଜିର କାର୍ଯ୍ୟକ୍ରମ ରେ କନ୍ଧମାଳ ଜିଲ୍ଲାର ବରିଷ୍ଠ କର୍ମକର୍ତ୍ତା ଯଥା ; ପୂର୍ବତନ ବିଧାୟକା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ବିଷ୍ଣୁପ୍ରିୟା ବେହେରା, ପୂର୍ବତନ ବିଧାୟକ ଡୁଗୁନି କହଁର, ଜିଲ୍ଲାସଭାପତି ତଥା ପୂର୍ବତନ ବିଧାୟକ ଅଙ୍ଗଦ କହଁର, ବରିଷ୍ଠ ନେତା କମଳା କାନ୍ତ ପାଣ୍ଡେ , ପୂର୍ବତନ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ବରିଷ୍ଠ ଆଇନୀଜୀବୀ ପ୍ରତାପ ପାତ୍ର, ଶିବପ୍ରସାଦ ତ୍ରିପାଠୀ, ପୂର୍ବତନ ମହିଳା ସଭାନେତ୍ରୀ ପୁନମ କହଁର, ଫୁଲବାଣୀ ମୁନିସିପାଲିଟି ଅଧକ୍ଷା ଶ୍ରୀମତୀ ପାୟଲ ବେହେରା, ସମସ୍ତ ବ୍ଲକର ଦଳୀୟ ଚେୟାରମ୍ୟାନ, ପୂର୍ବତନ ଚେୟାରମ୍ୟାନ, ଉପାଧକ୍ଷା, ସରପଞ୍ଚ, ସମିତି ସଭ୍ୟ ସଭ୍ୟା , ସମସ୍ତ ବ୍ଲକ ସଭାପତି, ପଞ୍ଚାୟତ ସଭାପତି ତଥା ବିଜେଡି ଜିଲ୍ଲା ଛାତ୍ର ସଭାପତି ସୁନୀଲ ସେଠି, ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷା  ଶ୍ରୀମତୀ ଆକାଂକ୍ଷା ପ୍ରଧାନ ଜିଲ୍ଲାପରିଷଦ ଉପାଧ୍ୟାକ୍ଷା ଶ୍ରୀମତୀ ସାଧବାଣୀ ନାୟକ, ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ ଜୟଶ୍ରୀ କହଁର, ବରିଷ୍ଠ ଆଇନଜୀବୀ ସତ୍ୟନାରାୟଣ ବେହେରା , ବରିଷ୍ଠ ସାମ୍ବାଦିକ ରାଧାମୋହନ ମହାପାତ୍ର, ସମେତ ଦଳର ବରିଷ୍ଠ କର୍ମକର୍ତ୍ତା ମାନେ ଯୋଗଦାନ କରି ସଭ୍ୟ ସଂଗ୍ରହ ଅଭିଯାନ ରେ ନିଜକୁ ସକ୍ରିୟ ଭାବେ ସାମିଲ କରିବା ସହିତ ଫୁଲବାଣୀ ମୁନିସିପାଲିଟିରେ ହେବାକୁ ଥିବା ଅଧକ୍ଷା ଉପନିର୍ବାଚନରେ ଦଳକୁ ବିଜୟ କରି ଆଗାମୀ ତ୍ରିସ୍ତରୀୟ ପଂଚାୟତରାଜ ନିର୍ବାଚନରେ  ଦଳକୁ ବିଜୟୀ କରିବା ପାଇଁ ସଂକଳ୍ପ ଗ୍ରହଣ କରିଥିଲେ, ସମସ୍ତ ନେତା କର୍ମି ଓ ଜନସାଧାରଣ ଙ୍କର ବିଜୁ ଜନତା ଦଳ ଓ ନେତା ନବୀନ ପଟନାୟକଙ୍କ ପ୍ରତି ଏବେବି ଅକୁଣ୍ଟ ଭଲପାଇବା ସମର୍ଥନ ରହିଛି ତେଣୁ  ଦଳୀୟ ନେତା କର୍ମୀ ଯଦି ନିଷ୍ଠାର ସହିତ କାର୍ଯ୍ୟକ୍ରମ କରିବେ ତାହେଲେ ଦଳ ପୁଣି ସବୁ କ୍ଷେତ୍ରରେ ବିଜୟୀ ହୋଇପାରିବ ବୋଲି ମଂଚାସୀନ ବକ୍ତା ମାନେ ପ୍ରକାଶ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ସରପଞ୍ଚ ଙ୍କ ଦ୍ୱାରା ବରୀ ପଞ୍ଚାୟତ ରେ ନୂତନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ   25-Nov-2026
  ଜିଲ୍ଲା  
ବରପାଲି ତହସିଲ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସ୍ତାବକୁ ଓକିଲ ସଂଘ ର ବିରୋଧ   25-Nov-2026
  ଜିଲ୍ଲା  
ସିକିର୍ଡି ରେ ଅଷ୍ଟ ପ୍ରହରୀ ନାମଯଜ୍ଞ   25-Nov-2026
  ରାଜ୍ୟ  
ଦେଓଗାଁ ବ୍ଲକ ରେ ଷ୍ଟ୍ରିଟ ଲାଇଟ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବି   25-Nov-2026
  ଜିଲ୍ଲା  
ଆଗଲପୁର ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ   25-Nov-2026
  ଜିଲ୍ଲା  
ଡୁଙ୍ଗୁରିପାଲିରେ ରାଜ୍ କରୁଛି ନକଲି   25-Nov-2026
  ଜିଲ୍ଲା  
ଛାଡ଼ଖାଇକୁ ନେଇ ଆମିଷ ବଜାରରେ ଉତ୍ସବର ମାହୋଲ   25-Nov-2026
  ଜିଲ୍ଲା  
ଶୀତ ଋତୁରେ ଅସହାୟଙ୍କ ପାଇଁ ସହଯୋଗ ଫାଉଣ୍ଡେସନର ସହାୟତାର ହାତ   25-Nov-2026
  ଜିଲ୍ଲା  
ଦିଲ୍ଲୀର ହାଉଜ଼ଖାସ ଜଗନ୍ନାଥ ମନ୍ଦିରରେ ବୋଇତ ବନ୍ଦାଣ ଉତ୍ସବ ପାଳନ   25-Nov-2026
  ଜିଲ୍ଲା  
ବାଞ୍ଜିପାଲିରେ ନିମ୍ବାର୍କ ଜୟନ୍ତି ପାଲିତ   25-Nov-2026
  ଜିଲ୍ଲା  
*ଜଙ୍ଗଲରୁ ଉଦ୍ଧାର ହେଲା ନିଖୋଜ ଶିଶୁକନ୍ୟାର ମୃତଦେହ*   25-Nov-2026
  ଜିଲ୍ଲା  
ସିନାପାଲି ହାଇସ୍କୁଲପଡ଼ା ରେ ମା’ ମହାଲକ୍ଷ୍ମୀଙ୍କ ଭବ୍ୟ ପୂଜା ମହୋତ୍ସବ   25-Nov-2026

You Might Also Like