-+91-9937148622 |
prerana_bgr@rediffmail.com |
Saturday 13th December 2025 |
R.N.I. Regd No. ODIODI/2010/46693
Breaking News
05-Sep-2024
ଆଜି ଆଗାମୀ ୧୪ ଓ ୧୫ ସେପ୍ଟେମ୍ବର ରେ ଧନୁପାଲି ଠାରେ ପାଳିତ ହେବାକୁ ଥିବା ନୂଆଁଖାଇ ଭେଟ୍ ଘାଟ୍ କାର୍ଯ୍ୟକ୍ରମ "ଜିଇଁ ଥିଲେଁ ବରଷେ" କାର୍ଯ୍ୟକ୍ରମ ରେ ଅତିଥି ଭାବେ ଯୋଗ ଦେବା ପାଇଁ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମାନ୍ୟବର ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ,
ମନ୍ତ୍ରୀ ସୁରେଶ ପୁଝାରୀ, ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ରବି ନାରାୟଣ ନାଏକ୍, ମନ୍ତ୍ରୀ ମୁକେଶ ମହଲିଙ୍ଗ,
ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ବିଜେପୁର ବିଧାୟକ ସନତ ଗର୍ତ୍ତିଆ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ଭଟଲି ବିଧାୟକ ଇରାଶିସ ଆଚାର୍ଯ୍ୟଙ୍କୁ ବିଧାନସଭା ରେ ଭେଟି ନିମନ୍ତ୍ରିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କମିଟି ର ସଂଯୋଜକ ଦେବାଶିଷ ପୁରୋହିତ, ସହ ସଂଯୋଜକ ସୌରଭ ମହାପାତ୍ର, ସହ ସମ୍ପାଦକ ସୁରଜ କୁମାର ଗୁରୁ ଓ ଉତ୍ପଳ ଦାସ ପ୍ରମୁଖ ସହଯୋଗ କରିଥିଲେ।