-+91-9937148622 |

prerana_bgr@rediffmail.com |

  Monday 13th April 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ*   (13-Apr-2026)       ||      ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ   (13-Apr-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ   (13-Apr-2026)       ||      ସୁନ୍ଦରଗଡ ଜିଲ୍ଲା କୁରେଇବଗା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ   (13-Apr-2026)       ||      ପୁରାତନ ଛାତ୍ରଙ୍କ ଗୁରୁପୂଜନ ଓ ବନ୍ଧୁମିଳନ   (13-Apr-2026)       ||      *ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   (12-Apr-2026)       ||      କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   (12-Apr-2026)       ||      *ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   (12-Apr-2026)       ||      ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି    (12-Apr-2026)       ||      ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି    (12-Apr-2026)       ||      ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ    (12-Apr-2026)       ||      ଦକ୍ଷ ସଂଗଠକ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗରେ ଗାନ୍ଧି ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା    (12-Apr-2026)       ||      *ପ୍ରମାଣିକ ଚଳଚ୍ଚିତ୍ର ବନ୍ଦେ ମାଗୋ ସୋନପୁର ଲୋକାର୍ପିତ*- *ଉଦ୍ଘାଟନ କଲେ ଜିଲ୍ଲାପାଳ*-   (12-Apr-2026)       ||      ବିକାଶ କାମରେ ଦୁର୍ନୀତିଖୋରଙ୍କୁ ଘୋର ବିରୋଧ କରନ୍ତୁ ଲୋକେ: ନରସିଂହ   (12-Apr-2026)       ||      ଓଡିଆ ପକ୍ଷରେ କଳାକାର ସମ୍ଭର୍ଷିତ   (12-Apr-2026)       ||      ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯକ୍ରମ–୨୦୨୬ ଆଥଲେଟିକ୍ସ ଅନୁଷ୍ଠିତ   (12-Apr-2026)       ||      ସ୍ୱାସ୍ଥ୍ୟ ଶିବିର ପାଇଁ ଯୋଜନା   (12-Apr-2026)       ||      ନିଖିଳ ଓଡିଶା ଆଶା କର୍ମୀ ସଂଘ, ବଲାଙ୍ଗିର ଜିଲ୍ଲା କମିଟିର ବୈଠକ    (11-Apr-2026)       ||      କଣ୍ଟାବାଞ୍ଜି ଠାରେ ଜାତୀୟ ସେଭେନ ବ୍ଲକ ଜାତୀୟ ସ୍ତରୀୟ ରେଫରୀ ପରୀକ୍ଷା ଶିବିର ଉଦଘାଟିତ    (11-Apr-2026)       ||      ପିଏମ୍ ଶ୍ରୀ ମହାରାଜା ଉଚ୍ଚବିଦ୍ୟାଳୟ ର ପଞ୍ଚ ସଖା ଶିକ୍ଷା ସେତୁ ନୂତନ କମିଟି ଗଠନ   (11-Apr-2026)       ||     

HOME   ଜିଲ୍ଲା

ଫୁଲବାଣୀରେ ଟାଟା ପାୱାରକୁ ଅଦାଲତ ଛାଟ

05-Sep-2024



ଫୁଲବାଣୀ(କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ ) କନ୍ଧମାଳ ଜିଲ୍ଲା ସ୍ଥାୟୀ ଲୋକ ଅଦାଲତ, ଫୁଲବାଣୀ ସ୍ଥାନୀୟ TPSODL କତୃପକ୍ଷ ଙ୍କୁ ଟାଟା ପାୱାର ର ମନମୁଖୀ କାର୍ଯ୍ୟ କଳାପ ଓ ଏକଚାଟିଆ ବ୍ୟବସାୟିକ ମନୋବୃତ୍ତିକୁ ନାପସନ୍ଦ କରି ଇତି ମଧ୍ୟରେ ଏକ ଏୈତିହାସିକ ରାୟ ପ୍ରକାଶ କରିଛନ୍ତି |
ସୂଚନାପ୍ରକାରେ, ଜିଲ୍ଳା ସ୍ଥାୟୀ ଲୋକ ଅଦାଲତ ର ଅଧ୍ୟକ୍ଷ ଶ୍ରୀ ଦୋଳଗୋବିନ୍ଦ ବାରିକ ଓ ସଦସ୍ୟ ଶ୍ରୀ ଚନ୍ଦ୍ରହସ ନାୟକ ଫୁଲବାଣୀ ସହର ର ସାତ ଜଣ ଆବେଦନକାରୀ ଙ୍କ ସମସ୍ୟା କୁ ବିଚାର କୁ ନେଇ ମାମଲା ସଂଖ୍ୟା (23 /2023 ରୁ 30 /2023) ର  ରାୟ ପ୍ରକାଶ କରି TPSODL ର ନିର୍ବାହୀ ଯନ୍ତ୍ରୀ ଙ୍କୁ ତୁରନ୍ତ ମହମଦ ନାସ୍ରୂଲା, ଶ୍ରୀମତୀ ରାଜଲକ୍ଷ୍ମୀ ସାହୁ, ଶ୍ରୀ ନରେଶ ମୁଦୁଲି, ଶ୍ରୀ ରଞ୍ଜନ ମହାନ୍ତି ଙ୍କ ସମେତ ଅହି ସାତ ଜଣ ଙ୍କ ଜମି ତଥା ଘର ଉପରେ ବିପଦ ଜନକ ଭାବେ ଯାଇ ଥିବା 33 K V ବିଦ୍ୟୁତ୍ ଲାଇନ ଓ ପୋତା ଯାଇ ଥିବା ବିଦ୍ୟୁତ୍ ଖୁଣ୍ଟ କୁ ତୁରନ୍ତ ହଟାଇବା ପାଇଁ ନିର୍ଦେଶ ଦେଇଛନ୍ତି | ବିଦ୍ୟୁତ୍ କତୃପକ୍ଷ ସମ୍ପୃକ୍ତ ଜମି ମାଲିକଙ୍କ ଠାରୁ ଆଗୁଆ ଅନୁମତି  ନେଇ ନଥିବା ଓ ଅନ୍ୟ ପକ୍ଷରେ ଲାଇନ୍ ଓ ଖୁଣ୍ଟ କୁ ସ୍ଥାନାନ୍ତର କରିବା ପାଇଁ ବେଆଇନ୍ ହଜାର ହଜାର ଟଙ୍କା ଦାବି କରିଥିବା  ପକ୍ଷଗଣ ଆବେଦନରେ ଦର୍ଶାଇଥିଲେ |
ଅଦାଳତ ରାୟ ରେ କହିଛନ୍ତି ଯେ, TPSODL ନିର୍ବାହୀ ଯନ୍ତ୍ରୀ ଯଦି ନିର୍ଦେଶ କୁ ଅବମାନନା କରନ୍ତି ତାହେଲେ, ପକ୍ଷଗଣ ସ୍ଥାନୀୟ ସିଭିଲ ଅଦାଲତ ରେ ଟାଟାପାୱାର ବିରୋଧରେ Ligal Service Act - 1987 ର ଧାରା 22-E  ପ୍ରକାରେ ସମସ୍ତେ "କୋରଖୀ ମାମଲା" ଦାୟର କରି କାର୍ଯ୍ୟ ହାସଲ କରିପାରିବେ |
ପ୍ରକାଶ ଥାଉ କି, ଟାଟା ପାୱାର ଜିଲ୍ଲାରେ ବିଦ୍ୟୁତ୍ ସରବରାହ ଓ ବିତରଣ ଦାୟିତ୍ଵ ନେବା ପରେ କମ୍ପାନୀ ବିରୁଦ୍ଧରେ ଅନ୍ୟନ ଅଭିଯୋଗ ସହ ବିଭିନ୍ନ ଜମି  ଉପରେ ବିନାନୁମତିରେ ଘର ଉପରେ ବା ନିକଟରେ ତଥା ଜମି ଉପରେ ବିପଦଜ୍ଜନକ ଭାବେ କାର୍ଯ୍ୟ କରୁ ଥିବା ଅଭିଯୋଗ ହୋଇଛି | 
   ଏଭଳି ଘଟଣା କେବଳ ଫୁଲବାଣୀ ସହରରେ ଦେଖିବାକୁ ମିଳୁଛି ତା ନୁହଁ, ଜିଲ୍ଲାର ବିଭିର୍ଣ୍ଣ ଗ୍ରାମାଞ୍ଚଳ ରେ ମଧ୍ୟ୍ୟ ଏପରି ବିଜୁଳି ତାର ବିପଦ ପୂର୍ଣ୍ଣ ଅବସ୍ଥାରେ ଝୁଲି ରହିବା ସହିତ ଅତି ବିପଦ ସଂକୁଳ ଅବସ୍ଥାରେ ରାସ୍ତା କଡରେ ଟ୍ରାନ୍ସଫରମର ଗୁଡିକ ବିନା ବ୍ୟାରିକେଡ଼ ରେ ରହିଛି, ଯାହାକି ଟିକିଏ ଅସାବଧାନତା ହେଲେ ପିଲା ଛୁଆଁ ସହିତ ସାଧାରଣ ଲୋକଙ୍କ ର ଜୀବନ ଚାଲିଯିବାର ବହୁ ଆଶଙ୍କା ରହିଛି | ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଫୁଲବାଣୀ ବ୍ଲକ ବିଶିପଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଡିଆ ବେ୍ରେଣା ଓ ଆଶ୍ରିସାହି ଗ୍ରାମରେବିନା ବ୍ୟାରିକେଡ଼ ରେ ଥିବା  ଦୁଇଟି ଟ୍ରାନ୍ସଫରମର | ଆଶ୍ରିସାହି ଓ ପଡିଆ ବେ୍ରେଣା ଗ୍ରାମ୍ୟ ରାସ୍ତାରେ ଶତାଧିକ ଜନସାଧାରଣ ,ଛାତ୍ର ଛାତ୍ରୀ, ଗାଡି ମୋଟର ଦୈନନ୍ଦିନ ଯାତାୟାତ କରୁଛି, ଯାହାକି ଗ୍ରାମର ଯାତାୟାତ କରୁଥିବା ସମସ୍ତ ଜନସାଧାରଣ ଙ୍କ ପାଇଁ ବିପଦ କହିଲେ ଅତ୍ୟୁକ୍ତି ହେବନାହିଁ | ଏଣୁ ଏହି ଦୁଇଟି ଟ୍ରାନ୍ସଫରମର ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଟାଟା ପାୱାର ଦୁଷ୍ଟି ଆକର୍ଷଣ କରିଛନ୍ତି ଗ୍ରାମବାସୀ, ଦେଖାଯାଉ ଏହି ବିପଦ ସଂକୁଳ ଟ୍ରାନ୍ସଫରମର କୁ କେବେ ସ୍ଥାନାନ୍ତର କରୁଛି ଟାଟା ପାୱାର, ତାହା ଆଗାମୀ ଦିନରେ ଜଣା ପଡିବ |


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ*   13-Apr-2026
  ଜିଲ୍ଲା  
ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ   13-Apr-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ   13-Apr-2026
  ଜିଲ୍ଲା  
ସୁନ୍ଦରଗଡ ଜିଲ୍ଲା କୁରେଇବଗା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ   13-Apr-2026
  ଜିଲ୍ଲା  
ପୁରାତନ ଛାତ୍ରଙ୍କ ଗୁରୁପୂଜନ ଓ ବନ୍ଧୁମିଳନ   13-Apr-2026
  ଜିଲ୍ଲା  
*ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   12-Apr-2026
  ଜିଲ୍ଲା  
କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   12-Apr-2026
  ଜିଲ୍ଲା  
*ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   12-Apr-2026
  ଜିଲ୍ଲା  
ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି   12-Apr-2026
  ଜିଲ୍ଲା  
ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି   12-Apr-2026
  ଜିଲ୍ଲା  
ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ   12-Apr-2026
  ଜିଲ୍ଲା  
ଦକ୍ଷ ସଂଗଠକ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗରେ ଗାନ୍ଧି ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା   12-Apr-2026

You Might Also Like