-+91-9937148622 |

prerana_bgr@rediffmail.com |

  Thursday 5th March 2026 |

| | | |

R.N.I. Regd No. ODIODI/2010/46693

Breaking News

ପୁରାତନ ଛାତ୍ରଙ୍କ ପକ୍ଷରୁ ଗୁରୁଙ୍କୁ ସମ୍ବର୍ଦ୍ଧନା   (05-Mar-2026)       ||      ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   (05-Mar-2026)       ||      ହରିହର ଭେଟ ସମ୍ପନ୍ନ   (05-Mar-2026)       ||      ୟୁଜିସି ଆଇନ ସମର୍ଥନରେ ଜିଲ୍ଲା ଓବିସି ଏସ୍ ଟି ଏସ୍ ସି ମଞ୍ଚ ର ଗଣଧାରଣା ଏବଂ ବିକ୍ଷୋଭ   (05-Mar-2026)       ||      ଯୁବୋଦୟ ଛାତ୍ରଛାତ୍ରୀଙ୍କ ପାଇଁ ମାଛଚାଷ ଉପରେ ପ୍ରାୟୋଗିକ ପ୍ରଶିକ୍ଷଣ   (05-Mar-2026)       ||      ଖବର ପ୍ରସାରଣ ପରେ ମଧ୍ୟ ହେଉନି କାର୍ଯ୍ୟାନୁଷ୍ଠାନ♦️ଚେତୁନି ପ୍ରଶାସନ କି ରାଜସ୍ବ ବିଭାଗ    (05-Mar-2026)       ||      ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ  ସଚିବସ୍ତରୀୟ  ସମୀକ୍ଷା ବୈଠକ   (05-Mar-2026)       ||      ଆଗଲପୁରରେ ଦୋଳ ମହୋତ୍ସବ ୨୦୨୬ ପାଳନ   (05-Mar-2026)       ||      ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାରରେ ହୋଲି ଉତ୍ସବ ପାଳିତ   (05-Mar-2026)       ||      ଲିଟିଲ୍ ବଡ୍ଡି ଇଣ୍ଟରନେସନାଲ ପ୍ଲେ ସ୍କୁଲ ଉଦଘାଟିତ   (05-Mar-2026)       ||      *ସ୍ୱଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ହୋଲି ଉତ୍ସବ ଛିନା ଛକା ପାଳନ*- - *ଜିଲ୍ଲାପାଳ ଓ ପୋଲିସ ଅଫିସର ଗୀତ ଗାଇ ଲୋକ ଙ୍କ ମନ ଜିଣିଲେ*-   (05-Mar-2026)       ||      ଶନିଶ୍ଚରମହାଗ୍ରହ ମନ୍ଦିରର ପ୍ରତିଷ୍ଠା ପାଇଁ ଉତ୍ସବମୁଖର ତରଭା ଅଞ୍ଚଳ    (05-Mar-2026)       ||      ବଲାଙ୍ଗୀର : କିଛି ଔଷଧ ବିତରକ ସଂସ୍ଥାରେ ନିମ୍ନମାନର ଏବଂ ସ୍ୱଳ୍ପ ଅବଧି ଥିବା ଔଷଧ ମହଜୁଦ    (04-Mar-2026)       ||      ରାଜାରାଜୁଡା ଅମଳର ଜଳାଶୟ ରାଣୀ ବନ୍ଧର ସୁରକ୍ଷା ଓ ପୁନଃରୁଦ୍ଧାର ପାଇଁ ବ୍ୟାପକ ଅଭିଯାନ, ସରକାରୀ ଅନୁଦାନର ସଠିକ ବିନିଯୋଗ ନହଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଲା ରାଣୀ ବନ୍ଧ ସୁରକ୍ଷା କମିଟି   (04-Mar-2026)       ||      ହୋଲିରେ ଅଘଟଣ: ରଙ୍ଗ ଖେଳ ପରେ ଗାଧୋଇବାକୁ ଯାଇ ଯୁବକ ମୃତ୍ୟୁ   (04-Mar-2026)       ||      ହୃଦୟକୁ ହୃଦୟର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ    (04-Mar-2026)       ||      ଏକ ଭିନ୍ନ ଶିକ୍ଷକ   (04-Mar-2026)       ||      ବରପାଲି ରେ ରାଜ୍ୟ ସ୍ତରୀୟ ସାହିତ୍ୟ ସମ୍ମିଳନୀ ଆଦ୍ୟ ଫଗୁଣ   (04-Mar-2026)       ||      *ଡାବୁଗାଁ ରେ ଧୂମଧାମ ରେ ପାଳିତ ହେଲା ରଙ୍ଗର ପର୍ବ ହୋଲି, ଜନସାଧାରଣ ଙ୍କ ସହ ହୋଲି ଖେଳିଲେ ଡାବୁଗାଁ ବିଧାୟକ*   (04-Mar-2026)       ||      କୁଶଙ୍ଗ ଦୋଳଯାତ୍ରା ଉଦ୍‌ଯାପିତ   (04-Mar-2026)       ||     

HOME   ଜିଲ୍ଲା

ଅବ୍ୟବସ୍ଥା ଘେରରେ ଯୋଗୀସାର୍ଡ଼l ପ୍ରାଥମିକ ବିଦ୍ୟାଳୟ, 《ସ୍କୂଲ ପରିସରରେ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ》

02-Aug-2024



ଲୋଇସିଂହା, (ବିନୋଦ ଦୀପ) ଲୋଇସିଂହା ବ୍ଲକ ଯୋଗୀସର୍ଡ଼l ଗ୍ରାମ ପଞ୍ଚାୟତ ଯୋଗୀସର୍ଡ଼l ଗ୍ରାମ ର ସରକାରୀ ପ୍ରାଥମିକ ବିଦ୍ୟାଳୟ  ଅବ୍ୟବସ୍ଥା ଘେରରେ ରହିଥିବା ଦେଖିବକୁ ମିଳିଛି l ଉକ୍ତ ବିଦ୍ୟାଳୟ ରେ ପାଚେରୀ ନ ଥିବା ଯୋଗୁଁ ସାଧାରଣ ଜନତା ତଥା ଅସାମାଜିକ ଲୋକ ପ୍ରବେଶ କରି ପରିସ୍ରା, ମଳତ୍ୟାଗ ଓ ଅସାମାଜିକ କାର୍ଯ୍ୟ କଲାପ କରିଥାନ୍ତି l ଏପରିକି ସ୍କୁଲ ଖୋଳା ଥିବା ସମୟରେ ମଧ୍ୟ ଶିକ୍ଷୟିତ୍ରୀ ମାନେ ଥିଲେ ହେଁ ସଙ୍କୋଚ ନ କରି ସ୍କୁଲ ପରିସରରେ ପରିଶ୍ରା କରିଥାନ୍ତି l ପାଚେରୀ ନ ଥିବାରୁ ରାତ୍ରି ସମୟରେ ଅନେକ ଅସାମାଜିକ କାର୍ଯ୍ୟ ହୋଇଥାଏ l ପ୍ରତିଦିନ ଏହିପରି ଅସାମାଜିକ କାର୍ଯ୍ୟ ଚାଲି ରହିଛି l ଏହା ସହିତ ପାଣିର ସମସ୍ୟା ମଧ୍ୟ ରହିଛି ଏପରିକି ସ୍କୁଲ ପରିସର ମଧ୍ୟରେ ନଳକୂପ ଥିଲେ ହେଁ କାର୍ଯ୍ୟକାରି ହୋଇପାରୁ ନ ଥିବା ଯୋଗୁଁ ପିଇବା ତଥା ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ର ଛାତ୍ରୀ l ଆଗାମୀ ଦିନରେ ନଳକୂପ ମରାମତି କରା ନ ଯାଏ ତା ହେଲେ ରୋଗ ଜୀବାଣୁ ସଂକ୍ରମଣ ହେବାର ସମ୍ଭାବନା ରହିଛି l ଏହି ସମସ୍ତ ର ସମାଧାନ ପାଇ ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ଉଚ୍ଚ କର୍ତୃପକ୍ଷ ଲିଖିତ ଅଭିଯୋଗ କଲେ ସୁଦ୍ଧା କାର୍ଯ୍ୟନୁଷ୍ଟାନ ହେଉ ନ ଥିବା ଶିକ୍ଷା କମିଟି ସଭାପତି ସବିତା ମହାଲିଙ୍ଗ ଅଭିଯୋଗ କରିଛନ୍ତି l  ଏହାର ପ୍ରତିକାର ପାଇଁ ଜିଲ୍ଲା ତଥା ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବୀ ହେଉଛି l ଏହା ବ୍ୟତୀତ ସ୍କୁଲ ରେ ପ୍ରଥମ ରୁ ପଞ୍ଚମ କ୍ଲାସ ଥିବା ହେତୁ ୩ ଟି ଶିକ୍ଷକ ରହିଛନ୍ତି l ପାଠ ପଢା ଠିକ ଥିବା ବେଳେ ପରିବେଶ ର ଅସୁବିଧା ରହିଛି l ଉଚ୍ଚ ବିଦ୍ୟାଳୟ ରେ ସରକାର ଙ୍କ ଦ୍ୱାରା କୋଟି ଟଙ୍କା ଖର୍ଚ୍ଚ ହୋଇଛି, ହେଲେ ପ୍ରାଥମିକ ବିଦ୍ୟାଳୟ କୁ ଅଣଦେଖା l ଏ ବାବଦରେ ଆମେ ଲୋଇସିଂହା ବିଇଓ ଙ୍କୁ ଯୋଗାଯୋଗ କଲୁ ସେ କହିଲେ ଯେ ସ୍କୁଲ ଠିକ ଚାଲିଛି l ପାଣି ର ଯେଉଁ ସମସ୍ୟା ଅଛି ସେମାନେ ସରପଞ୍ଚ ଙ୍କ ସହ ଯୋଗାଯୋଗ କରି ନିଜ ମଧ୍ୟରେ ସମାଧାନ କରିବା ଦରକାର l ଏହାସହ ଲୋଇସିଂହା ବିଡ଼ିଓ ଶ୍ରୀ ଅକ୍ଷୟପାଣି ଉଦ୍ଦୁ ଙ୍କୁ ଏ ବାବଦରେ ପଚାରି ବୁଝିବାରୁ ଆମ ନଜର କୁ ଏହା ଆସିଛି l ପାଚେରୀ ପାଇଁ ପ୍ରସ୍ତାବ ଦିଆଯାଇଛି ବୋଲି କହିଲେ l ପ୍ରଶାସନ ଏହି ସ୍କୁଲ ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବୀ ଜଣାଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ପୁରାତନ ଛାତ୍ରଙ୍କ ପକ୍ଷରୁ ଗୁରୁଙ୍କୁ ସମ୍ବର୍ଦ୍ଧନା   05-Mar-2026
  ଜିଲ୍ଲା  
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   05-Mar-2026
  ଜିଲ୍ଲା  
ହରିହର ଭେଟ ସମ୍ପନ୍ନ   05-Mar-2026
  ଜିଲ୍ଲା  
ୟୁଜିସି ଆଇନ ସମର୍ଥନରେ ଜିଲ୍ଲା ଓବିସି ଏସ୍ ଟି ଏସ୍ ସି ମଞ୍ଚ ର ଗଣଧାରଣା ଏବଂ ବିକ୍ଷୋଭ   05-Mar-2026
  ଜିଲ୍ଲା  
ଯୁବୋଦୟ ଛାତ୍ରଛାତ୍ରୀଙ୍କ ପାଇଁ ମାଛଚାଷ ଉପରେ ପ୍ରାୟୋଗିକ ପ୍ରଶିକ୍ଷଣ   05-Mar-2026
  ଜିଲ୍ଲା  
ଖବର ପ୍ରସାରଣ ପରେ ମଧ୍ୟ ହେଉନି କାର୍ଯ୍ୟାନୁଷ୍ଠାନ♦️ଚେତୁନି ପ୍ରଶାସନ କି ରାଜସ୍ବ ବିଭାଗ   05-Mar-2026
  ଜିଲ୍ଲା  
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ  ସଚିବସ୍ତରୀୟ  ସମୀକ୍ଷା ବୈଠକ   05-Mar-2026
  ଜିଲ୍ଲା  
ଆଗଲପୁରରେ ଦୋଳ ମହୋତ୍ସବ ୨୦୨୬ ପାଳନ   05-Mar-2026
  ଜିଲ୍ଲା  
ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାରରେ ହୋଲି ଉତ୍ସବ ପାଳିତ   05-Mar-2026
  ଜିଲ୍ଲା  
ଲିଟିଲ୍ ବଡ୍ଡି ଇଣ୍ଟରନେସନାଲ ପ୍ଲେ ସ୍କୁଲ ଉଦଘାଟିତ   05-Mar-2026
  ଜିଲ୍ଲା  
*ସ୍ୱଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ହୋଲି ଉତ୍ସବ ଛିନା ଛକା ପାଳନ*- - *ଜିଲ୍ଲାପାଳ ଓ ପୋଲିସ ଅଫିସର ଗୀତ ଗାଇ ଲୋକ ଙ୍କ ମନ ଜିଣିଲେ*-   05-Mar-2026
  ଜିଲ୍ଲା  
ଶନିଶ୍ଚରମହାଗ୍ରହ ମନ୍ଦିରର ପ୍ରତିଷ୍ଠା ପାଇଁ ଉତ୍ସବମୁଖର ତରଭା ଅଞ୍ଚଳ   05-Mar-2026

You Might Also Like