-+91-9937148622 |

prerana_bgr@rediffmail.com |

  Monday 12th May 2025 |

| | | |

R.N.I. Regd No. ODIODI/2010/46693

Breaking News

ସୁସ୍ଥ ଓ ସମାନତାର ସମାଜ ଗଠନରେ ସନ୍ଥ କବିଙ୍କ ସାହିତ୍ଯ ସମର୍ପିତ    (12-May-2025)       ||      ଲାବଣ୍ୟବତୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ମାତୃ ଦିବସ ପାଳିତ    (12-May-2025)       ||      ଗୋଚର ଜମିରେବେଆଇନ ଭାବେ ଗଚ୍ଛିତ   (12-May-2025)       ||      ବଲାଙ୍ଗୀର ଜିଲ୍ଳା କାରାଗାର ଅନ୍ତେବାସୀଙ୍କ ପାଇଁ ଲାଇବ୍ରେରୀ ପ୍ରଦାନ କଲା ଅଘରିଆ ସମାଜ ଟ୍ରଷ୍ଟ   (12-May-2025)       ||      କଷାଗୁମୁଡା ଠାରେ ଅଭିଭୁକ୍ତ କୋରାପୁଟ ଜିଲ୍ଲା ମଗଧା ଗୈାଡ ସମାଜର ବ୍ଳକ କମିଟି ଗଠନ   (12-May-2025)       ||      ଖପ୍ରାଖୋଳ ବ୍ଲକ କୁମ୍ଭାର ସମାଜର ହରିଶଙ୍କର ମେଳାରେ ଅନ୍ନସେବା   (12-May-2025)       ||      ସାଇଟ ନର୍ସିଂ କଲେଜରେ ବିଶ୍ୱ ସେବିକା ଦିବସ ପାଳିତ   (12-May-2025)       ||      ବରିଷ୍ଠ ଆଇନଜୀବୀ ମଦନମୋହନ ମିଶ୍ରଙ୍କ ପରଲୋକରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   (12-May-2025)       ||      ଚୋରା ଗଞ୍ଜେଇ କାରବାରର ଚେର ଲମ୍ବିଛି ଉତ୍ତରପ୍ରଦେଶରୁ ସମ୍ବଲପୁର-ଛତିଶଗଡ   (12-May-2025)       ||      ବୋଡ଼େନ ପାତାଳ ଗଙ୍ଗାରେ ବୈଶାଖ ମେଳା ପାଇଁ ଜୋର୍ ଦାର ପ୍ରସ୍ତୁତି    (12-May-2025)       ||      ପିଲା ଗୁରୁଙ୍କ କଥା ମାନିଲେ ସଫଳତା ପାଇପାରିବେ   (12-May-2025)       ||      ରାଜ୍ୟପାଳଙ୍କ ଠାରୁ ପୁରସ୍କୃତ ହେଲେ ଟୋପ ଉଚ୍ଚ ବିଦ୍ୟାଳୟ ର ଗାଇଡ ଛାତ୍ରୀ   (11-May-2025)       ||      ମାନିଗାଁ ନିକଟରେ ମୁହାଁମୁହିଁ ବାଇକ୍‌ ଦୁର୍ଘଟଣାରେ ୨ ମୃତ   (11-May-2025)       ||      ଗ୍ରୀଷ୍ମ କାଳୀନ ସ୍ବତନ୍ତ୍ର ରକ୍ତଦାନ ଶିବିର ଆୟୋଜିତ   (11-May-2025)       ||      ନୃସିଂହଚତୁର୍ଦ୍ଦଶୀ ରେ ଲକ୍ଷେ ବେଳପତ୍ର ସମର୍ପଣ ସହ ପୂଜା   (11-May-2025)       ||      ମାଟ୍ରିକ୍ ଏ–୧ରେ କୃତକାର୍ଯ୍ୟ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା   (11-May-2025)       ||      ସୋନପୁର ଠାରେ ନିଶୁଳ୍କ ଯୋଗ ବିଜ୍ଞାନ ଓ ଧ୍ୟାନ ଶିବିର   (11-May-2025)       ||      ସାହିତ୍ଯ ପତ୍ରିକା ଉଚ୍ଚାଙ୍ଗ ସାହିତ୍ଯର ସ୍ବର "ସ୍ରୋତସ୍ବତୀ"  ର ଖରା ସଂଖ୍ୟା  ଲୋକାର୍ପିତ    (11-May-2025)       ||      ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ରଚନା ପକ୍ଷରୁ ବାର୍ଷିକୋତ୍ସବ; ସାରସ୍ଵତ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ରେ ଭାଗନେଲେ ବହୁ କବି ଓ ସାହିତ୍ୟପ୍ରେମୀ    (11-May-2025)       ||      ୫କୁଇଣ୍ଟାଲ ରୁ ଉର୍ଦ୍ଧ୍ଵ ଗଞ୍ଜାଇ ସହ ମେକ୍ସ ପିକ୍ଅପ ଜବତ,ଆସାମୀ ଫେରାର   (11-May-2025)       ||     

HOME   ଶି‍କ୍ଷା ଓ ନିଯୁକ୍ତି

ୱାର୍ଲଡ୍ ଓଡ଼ିଶା ସୋସାଇଟି ପ୍ରତିନିଧି ମଣ୍ଡଳର ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ

29-Jul-2024



ନୂଆଦିଲ୍ଲୀ, ୱାର୍ଲଡ୍ ଓଡ଼ିଶା ସୋସାଇଟି (ୱା.ଓ. ସୋ )ର ଏକ ପ୍ରତିନିଧି ମଣ୍ଡଳ ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ କିଶୋର ଦ୍ବିବେଦୀଙ୍କର ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏଠାକର ଓଡ଼ିଶା ଭବନଠାରେ ସାକ୍ଷାତ କରିଥିବା ଜଣାଯାଇଛି। ଶ୍ରୀ ଦ୍ବିବେଦୀ ଏବଂ ୱା.ଓ.ସୋର ଅନ୍ୟାନ୍ୟ ନେତୃବର୍ଗ, ଶ୍ରୀ ମାଝୀଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରି ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଜଣାଇଥିଲେ। ଏହି ସୌଜନ୍ୟମୂଳକ ସାକ୍ଷାତକାର ଅବସରରେ ଶ୍ରୀ ଦ୍ବିବେଦୀ, ୱାର୍ଲଡ୍ ଓଡ଼ିଶା ସୋସାଇଟିର କାର୍ଯ୍ୟକାରୀ କମିଟି ଓ କର୍ମକର୍ତ୍ତା ମଣ୍ଡଳୀର ସଂଯୁକ୍ତ ଆଭାସୀ ବୈଠକରେ ଶ୍ରୀ ମାଝୀଙ୍କ

ନେତୃତ୍ୱାଧୀନ ଓଡ଼ିଶାର ନୂଆ ସରକାରଙ୍କୁ ସ୍ୱାଗତ କରାଯାଇ ଗୃହୀତ ଏକ ସର୍ବସମ୍ମତ ପ୍ରସ୍ତାବର ନକଲ ତାଙ୍କୁ ପ୍ରଦାନ କରିଥିଲେ। ଏହି ପ୍ରସ୍ତାବରେ ଶ୍ରୀ ମାଝୀଙ୍କର ସରକାର ଓଡ଼ିଶାର ସାଢେ ଚାରି କୋଟି ଏବଂ ଓଡ଼ିଶା ବାହାରେ ବସବାସ କରୁଥିବା ଦୁଇକୋଟି ପ୍ରବାସୀ ଓଡ଼ିଆଙ୍କର ଆଶା ଆକାଂକ୍ଷାକୁ ପୂରଣ କରିବା ଦିଗରେ ସକ୍ଷମ ହେବେ ବୋଲି ୱା. ଓ. ସୋର ଭରସା ଥିବା ଉଲ୍ଲେଖ କରାଯାଇଛି। ଏହି ଭେଟବାର୍ତ୍ତା ସମୟରେ ମହାକାଂକ୍ଷା ୱେଲଫେୟାର ଫାଉଣ୍ଡେସନର ପ୍ରତିଷ୍ଠାତା ଦମ୍ପତ୍ତି ପୁଷ୍ପାଞ୍ଜଳୀ ବାରିକ ଓ ବିମଳ ଭଲ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଫାଉଣ୍ଡେସନ ତରଫରୁ ଏକ ପ୍ରଶସ୍ତି

ପତ୍ର, ପୁଷ୍ପଗୁଚ୍ଛ ଓ ଶାଲ ଅର୍ପଣ କରି ଶୁଭେଚ୍ଛା ଜଣାଇଥିଲେ। ୱା. ଓ. ସୋର ଭାରତ ଅଧ୍ୟାୟର ସଭାପତି ଡଃ ବିପିନ ମିଶ୍ର ଏବଂ ବରିଷ୍ଠ ଆଇନଜୀବୀ ବିରଜା ମିଶ୍ର ଏହି ସାକ୍ଷାତକାରଙ୍କୁ ଆୟୋଜନ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ।

ସାକ୍ଷାତକାର ସମୟରେ ଉପସ୍ଥିତ ଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସୁଧୀର ଦାଶ, କାବେରୀ ବେହେରା, ସସ୍ମିତା ତ୍ରିପାଠୀ, ଜ୍ଞାନପ୍ରକାଶ ଜେନା, ଡଃ ନିର୍ମଳ ପଟ୍ଟନାୟକ, ସୂର୍ଯ୍ୟ ରଥ, ନନ୍ଦନ ଦ୍ବିବେଦୀ, ସନ୍ତୋଷ ପଣ୍ଡା, ସୌରଭ ମିଶ୍ର, ପ୍ରିୟତମା କର ଓ ଅସିତ କୁମାର କର ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସୁସ୍ଥ ଓ ସମାନତାର ସମାଜ ଗଠନରେ ସନ୍ଥ କବିଙ୍କ ସାହିତ୍ଯ ସମର୍ପିତ   12-May-2025
  ଜିଲ୍ଲା  
ଲାବଣ୍ୟବତୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ମାତୃ ଦିବସ ପାଳିତ    12-May-2025
  ଜିଲ୍ଲା  
ଗୋଚର ଜମିରେବେଆଇନ ଭାବେ ଗଚ୍ଛିତ   12-May-2025
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଳା କାରାଗାର ଅନ୍ତେବାସୀଙ୍କ ପାଇଁ ଲାଇବ୍ରେରୀ ପ୍ରଦାନ କଲା ଅଘରିଆ ସମାଜ ଟ୍ରଷ୍ଟ   12-May-2025
  ଜିଲ୍ଲା  
କଷାଗୁମୁଡା ଠାରେ ଅଭିଭୁକ୍ତ କୋରାପୁଟ ଜିଲ୍ଲା ମଗଧା ଗୈାଡ ସମାଜର ବ୍ଳକ କମିଟି ଗଠନ   12-May-2025
  ଜିଲ୍ଲା  
ଖପ୍ରାଖୋଳ ବ୍ଲକ କୁମ୍ଭାର ସମାଜର ହରିଶଙ୍କର ମେଳାରେ ଅନ୍ନସେବା   12-May-2025
  ଜିଲ୍ଲା  
ସାଇଟ ନର୍ସିଂ କଲେଜରେ ବିଶ୍ୱ ସେବିକା ଦିବସ ପାଳିତ   12-May-2025
  ଜିଲ୍ଲା  
ବରିଷ୍ଠ ଆଇନଜୀବୀ ମଦନମୋହନ ମିଶ୍ରଙ୍କ ପରଲୋକରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   12-May-2025
  ଜିଲ୍ଲା  
ଚୋରା ଗଞ୍ଜେଇ କାରବାରର ଚେର ଲମ୍ବିଛି ଉତ୍ତରପ୍ରଦେଶରୁ ସମ୍ବଲପୁର-ଛତିଶଗଡ   12-May-2025
  ଜିଲ୍ଲା  
ବୋଡ଼େନ ପାତାଳ ଗଙ୍ଗାରେ ବୈଶାଖ ମେଳା ପାଇଁ ଜୋର୍ ଦାର ପ୍ରସ୍ତୁତି   12-May-2025
  ଜିଲ୍ଲା  
ପିଲା ଗୁରୁଙ୍କ କଥା ମାନିଲେ ସଫଳତା ପାଇପାରିବେ   12-May-2025
  ଜିଲ୍ଲା  
ରାଜ୍ୟପାଳଙ୍କ ଠାରୁ ପୁରସ୍କୃତ ହେଲେ ଟୋପ ଉଚ୍ଚ ବିଦ୍ୟାଳୟ ର ଗାଇଡ ଛାତ୍ରୀ   11-May-2025

You Might Also Like

  ଶି‍କ୍ଷା ଓ ନିଯୁକ୍ତି  

ଆଜିଠାରୁ ହେବ ସକାଳୁଆ ସ୍କୁଲ