-+91-9937148622 |

prerana_bgr@rediffmail.com |

  Tuesday 25th June 2024 |

| | | |

R.N.I. Regd No. ODIODI/2010/46693

Breaking News

ସ୍ନାନଯାତ୍ରାରେ ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ସାମାଜିକ ସେବା ଶିବିର ଆୟୋଜିତ   (23-Jun-2024)       ||      ଗଞ୍ଜେଇ ସହ ବାଇକ୍ ଜବତ, ଜଣେ ଗିରଫ   (25-Jun-2024)       ||      ଯୁବ କଳାକାରଙ୍କ ପରଲୋକ    (25-Jun-2024)       ||      ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ    (25-Jun-2024)       ||      ଶହେ ବର୍ଷରେ ଖଲିଆପାଲି ପ୍ରାଥମିକ ବିଦ୍ୟାଳୟ,ପାଳିବ ଶତବାର୍ଷିକୀ ଉତ୍ସବ   (24-Jun-2024)       ||      ଆଦିବାସୀ ବିରୁଦ୍ଧରେ ଷଡଯନ୍ତ୍ର : କିସ୍ ଆଦିବାସୀ ବିଶ୍ୱବିଦ୍ୟାଳୟ ବିରୁଦ୍ଧରେ ବିଜେପି ହୀନ ରାଜନୀତି ବନ୍ଦ କରୁ    (24-Jun-2024)       ||      ବିଷଧର ସାପ ଦଂଶନରେ ସାପ ଧରାଳି ମୃତ‌   (24-Jun-2024)       ||      ନାଇକେନ୍ପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ କ୍ଲବ୍ ଫୁଟ୍ ସଚେତନତା ସ୍ବାସ୍ଥ୍ୟ ଶିବିର   (24-Jun-2024)       ||      ସିନ୍ଧେକେଲାରେ ଡ଼.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ   (24-Jun-2024)       ||      ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ଦେଶପ୍ରେମ କବିତା ଆସର ଅନୁଷ୍ଠିତ   (24-Jun-2024)       ||      ରଥଯାତ୍ରା ପୂର୍ବରୁ ଡାବୁଗାଁ ମୈଦଳପୁର ମୁଖ୍ୟରାସ୍ତା ମରାମତି ଦାବି   (24-Jun-2024)       ||      ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ସାଂସଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା   (24-Jun-2024)       ||      ରାସ୍ତା ମଝିରେ ବିଦ୍ୟୁତ୍ ଖୁଣ୍ଟ ଦେଖି ଅଟକିଗଲେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର   (24-Jun-2024)       ||      ବିଜିପୁର କାଲୁଆ ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ନବନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ    (24-Jun-2024)       ||      ସୋନପୁର ଠାରେ ସ୍ୱଚ୍ଛ ଦୁଗ୍ଧ ଉତ୍ପାଦନ ତାଲିମ ଶିବିର   (24-Jun-2024)       ||      କଣ୍ଟାମାଳ ଶିବ ମନ୍ଦିର ପରିସରରେ କଣ୍ଟାମାଳ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ    (24-Jun-2024)       ||      ନୂଆପଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ପରିସର ମଧ୍ୟରେ ଡ଼ ଶ୍ୟାମ ପ୍ରକାଶ ମୁଖାର୍ଜୀ ଙ୍କ ୭୦ତମ ବଳିଦାନ ଦିବସ ପାଳିତ   (24-Jun-2024)       ||      ରାମଗଡ଼ ଠାରେ ମହିମା ଆଶ୍ରମ ଓ ଶୂନ୍ଯମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ    (23-Jun-2024)       ||      ବ୍ରହ୍ମାକୁମାରୀ ସଂସ୍ଥା ଦ୍ୱାରା ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ   (23-Jun-2024)       ||      ଦାଦନ ଖଟିବାକୁ ଯାଇଥିବା ଡୋଲାମଣୀଙ୍କ ଡୋଳା ସବୁଦିନ ପାଇଁ ବୁଝି ହୋଇଗଲା    (23-Jun-2024)       ||     

HOME   ଜିଲ୍ଲା

ଉଚ୍ଚନିଚ୍ଚ ପଥୁରିଆ ରାସ୍ତା ପାଇଁ ଯାତାୟତ ବାଧାପ୍ରାପ୍ତ

27-May-2024



ଟିକାବାଲି (ରମେଶ ପଣ୍ଡା ): କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ପସରା ଗ୍ରାମ ପଂଚାୟତର ଏକ ଦୁର୍ଗମ ଗାଁ ହେଉଛି ମତପଙ୍ଖାଳ ଗ୍ରାମ l ଏହି ଗାଁ କୁ ଯିବା ପାଇଁ ରାସ୍ତାର ଘୋର ଅସୁବିଧା ହେଉଛି l ଯେଉଁ ରାସ୍ତା ଅଛି ସେହି ରାସ୍ତାର ଅସୁବିଧା କହିଲେ ନ ସରେ l ପଥରରେ ପରିପୂର୍ଣ ଖାଲଢିପ ରାସ୍ତାରେ ଯାତାୟାତ ପାଇଁ ଅନେକ ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି ଉକ୍ତ ଗ୍ରାମର ଅଧିବାସୀ l ସ୍କୁଲ କଲେଜ ଛାତ୍ରଛାତ୍ରୀ କିମ୍ବା ବଜାର ଯିବା ଆସିବା ଲୋକ ବହୁଥର ଝୁଣ୍ଟି ହୋଇ ଖଣ୍ଡିଆ ଖାବରl ହୋଇଥିବାର ଜଣାଯାଇଅଛି l ଅସୁବିଧା ସମୟରେ ହଠାତ୍ ଗାଡି ଆସି ପାରୁନାହିଁ କିମ୍ବା ପେସେଣ୍ଟ ମାନଙ୍କୁ ମେଡିକାଲ ନେଇହେଉ ନାହିଁ l ପୂର୍ବରୁ ବହୁଥର ରାସ୍ତାକୁ କଂକ୍ରିଟି କରାଯିବା ପାଇଁ ସରକାରଙ୍କ ଦୃଷ୍ଟିଆକର୍ଷଣ କରିଥିଲେ ସୁଦ୍ଧା ଏଥି ପ୍ରତି ପ୍ରଶାସନ କର୍ଣ୍ଣପାତ କରି ନ ଥିବା ଜଣାପଡିଛି l ବାଦେମାହା ଛକ ରୁ ମତ ପଙ୍ଖାଳ ପୁଡା ସାହି ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତାକୁ କଂକ୍ରିଟି କରାଯିବା ଦାବିରେ କନ୍ଧମାଳ ପ୍ରଗତି ମିଳିତ ମହାସଂଘ ଏବଂ ଓ ଆର ଡି ଏ ସ୍ବେଛାସେବୀ ଅନୁଷ୍ଠାନ ସହଯୋଗରେ ଉକ୍ତ ଗାଁ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ରାମଚନ୍ଦ୍ର କହଁର, ସପ୍ତେଶ୍ୱର ମଳିକ, ଜଗନ୍ନାଥ ମଳିକ, ବୀରେନ୍ଦ୍ର ପ୍ରଧାନ ଓ ମହାସଂଘ ର ସଭାପତି ଶ୍ରୀ କ୍ରିଷ୍ଣା ଚନ୍ଦ୍ର ଦିଗାଲ ପ୍ରମୁଖ ଉକ୍ତ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l


News Comment




Photo in News

Advertisment
Lastest News
  ରାଜ୍ୟ  
ସ୍ନାନଯାତ୍ରାରେ ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ସାମାଜିକ ସେବା ଶିବିର ଆୟୋଜିତ   23-Jun-2024
  ଜିଲ୍ଲା  
ଗଞ୍ଜେଇ ସହ ବାଇକ୍ ଜବତ, ଜଣେ ଗିରଫ   25-Jun-2024
  ଜିଲ୍ଲା  
ଯୁବ କଳାକାରଙ୍କ ପରଲୋକ   25-Jun-2024
  ଜିଲ୍ଲା  
ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ   25-Jun-2024
  ଜିଲ୍ଲା  
ଶହେ ବର୍ଷରେ ଖଲିଆପାଲି ପ୍ରାଥମିକ ବିଦ୍ୟାଳୟ,ପାଳିବ ଶତବାର୍ଷିକୀ ଉତ୍ସବ   24-Jun-2024
  ଜିଲ୍ଲା  
ଆଦିବାସୀ ବିରୁଦ୍ଧରେ ଷଡଯନ୍ତ୍ର : କିସ୍ ଆଦିବାସୀ ବିଶ୍ୱବିଦ୍ୟାଳୟ ବିରୁଦ୍ଧରେ ବିଜେପି ହୀନ ରାଜନୀତି ବନ୍ଦ କରୁ   24-Jun-2024
  ଜିଲ୍ଲା  
ବିଷଧର ସାପ ଦଂଶନରେ ସାପ ଧରାଳି ମୃତ‌   24-Jun-2024
  ଜିଲ୍ଲା  
ନାଇକେନ୍ପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ କ୍ଲବ୍ ଫୁଟ୍ ସଚେତନତା ସ୍ବାସ୍ଥ୍ୟ ଶିବିର   24-Jun-2024
  ଜିଲ୍ଲା  
ସିନ୍ଧେକେଲାରେ ଡ଼.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ   24-Jun-2024
  ଜିଲ୍ଲା  
ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ଦେଶପ୍ରେମ କବିତା ଆସର ଅନୁଷ୍ଠିତ   24-Jun-2024
  ଜିଲ୍ଲା  
ରଥଯାତ୍ରା ପୂର୍ବରୁ ଡାବୁଗାଁ ମୈଦଳପୁର ମୁଖ୍ୟରାସ୍ତା ମରାମତି ଦାବି   24-Jun-2024
  ଜିଲ୍ଲା  
ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ସାଂସଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା   24-Jun-2024

You Might Also Like