-+91-9937148622 |

prerana_bgr@rediffmail.com |

  Monday 13th April 2026 |

| | | |

R.N.I. Regd No. ODIODI/2010/46693

Breaking News

*ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   (12-Apr-2026)       ||      କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   (12-Apr-2026)       ||      *ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   (12-Apr-2026)       ||      ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି    (12-Apr-2026)       ||      ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି    (12-Apr-2026)       ||      ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ    (12-Apr-2026)       ||      ଦକ୍ଷ ସଂଗଠକ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗରେ ଗାନ୍ଧି ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା    (12-Apr-2026)       ||      *ପ୍ରମାଣିକ ଚଳଚ୍ଚିତ୍ର ବନ୍ଦେ ମାଗୋ ସୋନପୁର ଲୋକାର୍ପିତ*- *ଉଦ୍ଘାଟନ କଲେ ଜିଲ୍ଲାପାଳ*-   (12-Apr-2026)       ||      ବିକାଶ କାମରେ ଦୁର୍ନୀତିଖୋରଙ୍କୁ ଘୋର ବିରୋଧ କରନ୍ତୁ ଲୋକେ: ନରସିଂହ   (12-Apr-2026)       ||      ଓଡିଆ ପକ୍ଷରେ କଳାକାର ସମ୍ଭର୍ଷିତ   (12-Apr-2026)       ||      ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯକ୍ରମ–୨୦୨୬ ଆଥଲେଟିକ୍ସ ଅନୁଷ୍ଠିତ   (12-Apr-2026)       ||      ସ୍ୱାସ୍ଥ୍ୟ ଶିବିର ପାଇଁ ଯୋଜନା   (12-Apr-2026)       ||      ନିଖିଳ ଓଡିଶା ଆଶା କର୍ମୀ ସଂଘ, ବଲାଙ୍ଗିର ଜିଲ୍ଲା କମିଟିର ବୈଠକ    (11-Apr-2026)       ||      କଣ୍ଟାବାଞ୍ଜି ଠାରେ ଜାତୀୟ ସେଭେନ ବ୍ଲକ ଜାତୀୟ ସ୍ତରୀୟ ରେଫରୀ ପରୀକ୍ଷା ଶିବିର ଉଦଘାଟିତ    (11-Apr-2026)       ||      ପିଏମ୍ ଶ୍ରୀ ମହାରାଜା ଉଚ୍ଚବିଦ୍ୟାଳୟ ର ପଞ୍ଚ ସଖା ଶିକ୍ଷା ସେତୁ ନୂତନ କମିଟି ଗଠନ   (11-Apr-2026)       ||      *ନିସହାୟ ଧନୁ ବରିହାଙ୍କ ଘରେ ପହଞ୍ଚିଲେ ଜିଲ୍ଲାପାଳ*   (11-Apr-2026)       ||      ଭିତ୍ତିଭୂମୀ ନିର୍ମାଣରେ ଇତିହାସ ରଚିଲା ଓଡିଶା,୧୭ଟି ପ୍ରକଲ୍ପକୁ ବିଶ୍ୱକର୍ମା ପୁରସ୍କାର, ବଲାଙ୍ଗୀରର କ୍ୟାନସର ହସପିଟାଲ ଓ ଲୋୟର ସୁକତେଲ ପ୍ରକଲ୍ପ ପୁରସ୍କୃତ   (11-Apr-2026)       ||      ଦାଦନ ଖଟିବାକୁ ଯାଇଥିବା ଯୁବକର ମୃତଦେହ ଘରକୁ ଫେରିଲା   (11-Apr-2026)       ||      ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ରେ ଗୋଷ୍ଠୀଗତ ବିବାହ ପାଇଁ ପ୍ରସ୍ତୁତି ବୈଠକ   (11-Apr-2026)       ||      *ବିଶ୍ଵ ହୋମିଓପ୍ୟାଥିକ ଦିବସ ପାଳିତ* *(ଡାକ୍ତର ସି.ଫେଡ୍ରିକ୍.ସାମୁଏଲ୍ ହ୍ୟାନିମାନ୍ ଙ୍କ ୨୭୨ ତମ ଜୟନ୍ତୀ ପାଳିତ)*   (11-Apr-2026)       ||     

HOME   ଜିଲ୍ଲା

ପାତାଳ ଗଙ୍ଗାରେ ବୈଶାଖ ମେଳା

23-May-2024



ବୋଡ଼େନ ( ରାମନାଥ ପଣ୍ଡା) ନୂଆଁପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ରୁ ମାତ୍ର ଅଢ଼େଇ କିଲୋମିଟର ଦୂର ଏକ ମନୋରମ ସ୍ଥାନ ହେଉଛି ପାତାଳଗଙ୍ଗା l ଏକ ପ୍ରାକୃତିକ ପରିବେଶ ମଧ୍ୟରେ ଗଢ଼ି ଉଠିଥିବା ଏହି ପବିତ୍ର ସ୍ଥାନ ପ୍ରକୃତରେ ମନଲୋଭା ଅଟେ l 
 କିମ୍ବଦନ୍ତୀ ଅନୁସାରେ ବା ଲୋକଙ୍କ କହିବାନୁଯାୟୀ ପ୍ରଭୁ ଶ୍ରୀରାମଙ୍କ ବନବାସ ଅବସ୍ଥାରେ ବନ ଭ୍ରମଣ ସମୟରେ ମାତା ସୀତା ତୃଷାର୍ତ୍ତ ଅନୁଭବ କଲେ ଓ ପ୍ରଭୁଙ୍କୁ ଜଣାଇବାପରେ ପୁରୁଷୋତ୍ତମ ଶ୍ରୀରାମ ଧରିତ୍ରୀ ବକ୍ଷରେ ତୀର ମାରିଲେ ଏବଂ ତତକ୍ଷଣାତ୍ ଭୂମିରେ ଏକ ଗର୍ତ୍ତ ସୃଷ୍ଟି ହୋଇ ପାଣି ବାହାରକୁ ବାହାରି ଆସିଲା ଓ ମାତା ସୀତା ଜଳ କଷ୍ଟରୁ ରକ୍ଷା ପାଇଲେ।ପ୍ରକୃତରେ ପାତଳରୁ ବାହାରୁଥିବା ଏହି ପାଣି କେବେ ମଧ୍ୟ ମନ ଦୁଃଖ କରିନାହିଁ,ନିତିଦିନ ଭୂପୃଷ୍ଠକୁ ବାହାରି ଆସିଛି।ଏହି ସ୍ଥାନକୁ ପଡୋଶୀ ରାଜ୍ୟ ଛତିଶଗଡ, ବଲାଙ୍ଗୀର ଜିଲ୍ଲା, କଳାହାଣ୍ଡି ଜିଲ୍ଲାର ପୁଣି ଦୂର ଦୂରାନ୍ତରୁ ତୀର୍ଥ ଯାତ୍ରୀ ଆସିଥାନ୍ତି । ଏହା ଏକ ପବିତ୍ର ତୀର୍ଥ ସ୍ଥଳ ଅଟେ । ଆଜି ଏହି ସ୍ଥାନରେ ୨୦ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ଦେଖାଦେଇଥିଲା ।

ମାଟି ତଳୁ ପାଣି ଉପରକୁ ଆସୁଥିବା ମୁଖ୍ୟ କୁଣ୍ଡର ବଳୟ,ସେହି କୁଣ୍ଡରୁ ନିର୍ଗତ ଜଳକୁ ଉଭୟ ପୁରୁଷ ଓ ମହିଳା ମାନଙ୍କ ବ୍ୟବହାର ନିମନ୍ତେ ଅଲଗା ଅଲଗା ସ୍ଵିମିଙ୍ଗ ପୂଲ୍,ଜଗନ୍ନାଥ ମନ୍ଦିର,ରାଧାକୃଷ୍ଣ ମନ୍ଦିର,ଗାୟତ୍ରୀ ମନ୍ଦିର ,ପ୍ରଭୁ ଅଲେଖ ମହିମା ଗାଦି, ଦୁର୍ଗା ମନ୍ଦିର,ଚଣ୍ଡୀ ମନ୍ଦିର,ରାମ ମନ୍ଦିର, ଦ୍ବାରଶନି ଦେବୀ ପୀଠ ,ସାହୁ ସମାଜ ବୈଠକ ଓ ଧର୍ମଶାଳା,କୀର୍ତ୍ତନ ମଣ୍ଡଳୀ, ବିଭିନ୍ନ ସାମାଜିକ ଧର୍ମ ଅନୁଷ୍ଠାନ ,ପ୍ରାକୃତିକ ଜଙ୍ଗଲ, ନାଲ,ବିଭିନ୍ନ ଫଳ ଗଛ ଏଠାକାର ଶୋଭା ବର୍ଦ୍ଧନ କରିଥାଏ।ଦୁଇ ଶହରୁ ଊର୍ଦ୍ଧ୍ବ ଦୋକାନ ବଜାର ବସିଥିଲା ,ହଜାର ହଜାର ସଂଖ୍ୟାରେ ଗାଡ଼ି ମଟର ଆତଯାତ ବୈଶାଖ ମେଳାର ଶୋଭାକୁ ଦ୍ଵିଗୁଣିତ କରି ପକାଇଛି ।ସମସ୍ତ ଶ୍ରଦ୍ଧାଳୁ ହସ ଖୁସିରେ ନିଜ ନିଜ ହିସାବରେ ମେଳା କୁ ଉପଭୋଗ କରୁଥିଲେ । ପାତାଳ ଗଙ୍ଗା ପୂର୍ବରୁ ଯୁଜ ଘାଟ ନାଳାର ମନୋରମ ଦୃଶ୍ୟ ଲୋକଙ୍କୁ ଆକୃଷ୍ଟ କରୁଥିବାବେଳେ  ଅଞ୍ଚକର ପ୍ରତିଷ୍ଠାତ୍ରୀ ଦେବୀ ମା ଦୁଆରଶନିଙ୍କୁ ମୁଣ୍ଡିଆ ମାରି ମାଆ ଙ୍କ ଆଶିଷ ଲାଭ କରନ୍ତି ଭକ୍ତ ଓ ପର୍ଯ୍ୟଟକମାନେ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   12-Apr-2026
  ଜିଲ୍ଲା  
କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   12-Apr-2026
  ଜିଲ୍ଲା  
*ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   12-Apr-2026
  ଜିଲ୍ଲା  
ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି   12-Apr-2026
  ଜିଲ୍ଲା  
ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି   12-Apr-2026
  ଜିଲ୍ଲା  
ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ   12-Apr-2026
  ଜିଲ୍ଲା  
ଦକ୍ଷ ସଂଗଠକ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗରେ ଗାନ୍ଧି ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା   12-Apr-2026
  ଜିଲ୍ଲା  
*ପ୍ରମାଣିକ ଚଳଚ୍ଚିତ୍ର ବନ୍ଦେ ମାଗୋ ସୋନପୁର ଲୋକାର୍ପିତ*- *ଉଦ୍ଘାଟନ କଲେ ଜିଲ୍ଲାପାଳ*-   12-Apr-2026
  ଜିଲ୍ଲା  
ବିକାଶ କାମରେ ଦୁର୍ନୀତିଖୋରଙ୍କୁ ଘୋର ବିରୋଧ କରନ୍ତୁ ଲୋକେ: ନରସିଂହ   12-Apr-2026
  ଜିଲ୍ଲା  
ଓଡିଆ ପକ୍ଷରେ କଳାକାର ସମ୍ଭର୍ଷିତ   12-Apr-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯକ୍ରମ–୨୦୨୬ ଆଥଲେଟିକ୍ସ ଅନୁଷ୍ଠିତ   12-Apr-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଶିବିର ପାଇଁ ଯୋଜନା   12-Apr-2026

You Might Also Like