-+91-9937148622 |

prerana_bgr@rediffmail.com |

  Tuesday 28th May 2024 |

| | | |

R.N.I. Regd No. ODIODI/2010/46693

Breaking News

ପୁଣି ମଣିଷ ଖାଇଲା ବିଜୁ ଏକ୍ସପ୍ରେସ ୱେ , ହେଲପର ଆହତ ଡ୍ରାଇଭର ମୃତ   (28-May-2024)       ||      ଲୁପ୍ତ ହେବାକୁ ବସିଲାଣି ଗ୍ରାମାଞ୍ଚଳରେ ଶଗଡ଼ ଗାଡି |   (28-May-2024)       ||      କନ୍ଧମାଳ : ଗରିବ ଅସହାୟ ମାନଙ୍କ ସାରଥୀ ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟ ର ଅଧ୍ୟକ୍ଷ କୁନା ଦିଗାଲ..ଭିନ୍ନକ୍ଷମଙ୍କ ଉଚ୍ଚ ଚିକିତ୍ସା ନିମନ୍ତେ ଜିଲ୍ଲାପାଳ ଙ୍କୁ ଅଭିଯୋଗ ପ୍ରଦାନ   (28-May-2024)       ||      ଟିଟିଲାଗଡ ଦୋକାନ ପୋଡ଼ି ଘଟଣା ରେ ଜଣେ ଗିରଫ    (28-May-2024)       ||      ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*- *ସମାଜ ରେ ମାନବ ବାଦ୍ ର ପ୍ରତିଷ୍ଠା ଲକ୍ଷ୍ୟ ହେବା ଉଚିତ*- ମୁଖ୍ୟ ଅତିଥି -   (28-May-2024)       ||      ଲାଲବାହିନୀର ବର୍ବର କାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ନିର୍ମମ ହତ୍ୟା   (27-May-2024)       ||      ଓଡିଶାରେ ଶାସନର ତୁରନ୍ତ ପରିବର୍ତ୍ତନ ହେବା ଆବଶ୍ୟକ : ପୁରନ୍ଦର ମିଶ୍ର   (27-May-2024)       ||      ସ୍ୱର୍ଗୀୟା ବିନୋଦିନୀ ପାଣିଗ୍ରାହି ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଥଣ୍ଡା ସର୍ବତ ବଣ୍ଟନ   (27-May-2024)       ||      ଓଡ଼ିଆ ସଂସ୍କୃତି, ନାଚଗୀତରେ ଗୁଂଜରିତ ହେଲା ଆବୁଧାବି   (27-May-2024)       ||      ଦଶମ ଶ୍ରେଣୀ ପରୀକ୍ଷା ରେ ଜିଲ୍ଲାରେ ଦ୍ଵିତୀୟ ପାଟଣାଗଡ଼ ରେ ପ୍ରଥମ ଅନ୍ଵେଷା ଠାକୁର   (27-May-2024)       ||      ସୁବର୍ଣ୍ଣପୁର ପୋଲିସ୍ ପକ୍ଷ ରୁ ୩ କ୍ଵିଣ୍ଟାଲ ୭୫ କେଜି ଗଂଜେଇ ଜବତ, ସୋନପୁର ପୋଲିସ୍ ର ବଡ ସଫଳତା   (27-May-2024)       ||      ୪୨ ମୌଜା ବିକାଶ ପରିଷଦ ପକ୍ଷରୁ ମାଟ୍ରିକ ଟପ୍ପରଙ୍କୁ ଅଭିନନ୍ଦନ ଓ ସମ୍ୱର୍ଦ୍ଧନା   (27-May-2024)       ||      ବଲାଙ୍ଗୀର ଜିଲ୍ଲା ; ଯୁକ୍ତଦୁଇ ବିଜ୍ଞାନରେ ୮୧.୧୫%,କଳାରେ ୭୭.୬୬% ଓ ବାଣିଜ୍ୟରେ ୭୦.୨୩% ପାସ   (27-May-2024)       ||      ବଲାଙ୍ଗୀର ଜିଲ୍ଲାରେ ମାଟ୍ରୀକପରୀକ୍ଷା ରେଜଲ୍ଟ,୯୪.୩୯% ପାହାର   (27-May-2024)       ||      ଅଞ୍ଚଳବାସୀଙ୍କ ସ୍ୱପ୍ନସାକାର ହେଉଛି... ମେଣ୍ଡା ହାଇସ୍କୁଲ ଓ ଏମବିଆର କଲେଜ ରେଜଲ୍ଟରେ ଝିଅଙ୍କ କମାଲ    (27-May-2024)       ||      ଡାବୁଗାଁ ମା ଗୃହରେ ଅସ୍ୱାସ୍ଥ୍ୟକର ପରିବେଶରେ ରହୁଛନ୍ତି ଗର୍ଭବତୀ ମହିଳାମାନେ   (27-May-2024)       ||      ବଲାଙ୍ଗିର ଜିଲ୍ଲା କଳାକାର ସମନ୍ୱୟ ସମିତିର ବୈଠକ,କଳାକାର ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଅବହେଳା ନେଇ ଉଦବେଗ    (27-May-2024)       ||      ଉଚ୍ଚନିଚ୍ଚ ପଥୁରିଆ ରାସ୍ତା ପାଇଁ ଯାତାୟତ ବାଧାପ୍ରାପ୍ତ    (27-May-2024)       ||      ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ନର୍ଲା ହାଇସ୍କୁଲ ଛାତ୍ରୀ ଶୁଭ ଦର୍ଶିନୀ ବେରୁକ ବ୍ଲକ ଟ୍ଟପର   (26-May-2024)       ||      ଅବସର ପ୍ରାପ୍ତ ନ୍ୟାୟ ମୂର୍ତ୍ତୀ ଶ୍ରୀ ଚିତ୍ତ ରଞ୍ଜନ ଦାଶ ଙ୍କୁ ସୋନପୁର ଠାରେ ଭବ୍ୟ ସ୍ଵାଗତ   (26-May-2024)       ||     

HOME   ଅପରାଧ

ଘଣ୍ଟାପଡ଼ା ରେ ଫୁଲବାଣୀ ଲୋକସଭା ସାଂସଦ ଏବଂ ବିଧାୟକ ପ୍ରାର୍ଥୀ ପାଇଁ ଭୋଟ ପ୍ରଚାର କଲେ ରାଜ୍ୟସଭା ସାଂସଦ

13-May-2024



କଣ୍ଟମାଳ(ଜୟ କୁମାର ମହାରଣା ): ଫୁଲବାଣୀ ଲୋକସଭା ସାଂସଦ ନିର୍ବାଚନ ମଣ୍ଡଳୀ ର ସାଂସଦ ପ୍ରାର୍ଥୀ ଡ଼ ଅଚ୍ୟୁତ ସାମନ୍ତ ତଥା କଣ୍ଟlମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ରବିଧାୟକ ପ୍ରାର୍ଥୀ ମହୀଧର ରଣା ଙ୍କୁ ଶଙ୍ଖ ଚି଼ହ୍ନ ରେ ଭୋଟ ଦେବା ପାଇଁ ନିର୍ବାଚନ ପ୍ରଚାର କଲେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁଲାଇ ମାସରୁ ମାସିକ ବିଦ୍ୟୁତ ଦେୟ ଛାଡ଼ ପାଇଁ ଘୋଷଣା କରିଥିବାରୁ ଗ୍ରାମାଞ୍ଚଳ ର ପ୍ରାୟ ସମସ୍ତ ପରିବାର ବିଦ୍ୟୁତ ବିଲ ପୈଠ କରିବାରୁ ସୁରକ୍ଷିତ ରହିବେ, ଅନୁସୂଚିତ ଜନଜାତି ମାନଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଗଠନ, ଭୁବନେଶ୍ୱର ରେ ଆଦିବାସୀ ଭବନ ନିର୍ମାଣ ପାଇଁ

ଶହେ କୋଟି ଟଙ୍କା ପ୍ରଦାନ,ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ମାନଙ୍କୁ ଷ୍ଟାଇପେଣ୍ଡ ବୃଦ୍ଧି,ଆଦିବାସୀ ମାନଙ୍କ ଉପରୁ ମୁଖ୍ୟମନ୍ତ୍ରୀ ପଚାଶ ହଜାର ଜଙ୍ଗଲ ବିଭାଗ, ଅବକାରୀ ବିଭାଗ, ପୋଲିସ ବିଭାଗ ମକଦ୍ଦମା ପ୍ରତ୍ୟହାର ଘୋଷଣା ଭାରତ ରେ ପ୍ରଥମ ଘଟଣା,ଜଙ୍ଗଲଜାତ ଦ୍ରବ୍ୟ ବିକ୍ରୟ ପାଇଁ ଏମଏସପି ପ୍ରଦାନ, ୮ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଙ୍କ ପାଇଁ ବୋନସ,ଖାଦ୍ୟ ସୁରକ୍ଷା ଯୋଜନାରେ ଆହାର କେନ୍ଦ୍ର ବ୍ୟବସ୍ଥା,ସାମାଜିକ ନିରାପତ୍ତା ପାଇଁ ଭତ୍ତା ବୃଦ୍ଧି,ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ସକାଶେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବର୍ଷକୁ ମହିଳାଙ୍କ ପାଇଁ ଦଶ ଲକ୍ଷ ଏବଂ ପୁରୁଷ ମାନଙ୍କୁ ୫ ଲକ୍ଷ ଟଙ୍କା ସହାୟତା, ମିଶନଶକ୍ତି ଜରିଆରେ ମହିଳା ସ୍ୱୟଂ ସହାୟକ ଦଳ ପାଇଁ ବିନା ସୁଧରେ ୧୫ ଲକ୍ଷ ଟଙ୍କା ଋଣ, କାଳିଆ ଯୋଜନା, ବଳିଆ ଯୋଜନାରେ କୃଷକ ଏବଂ ବୁଣାକାର ମାନଙ୍କୁ ପ୍ରୋତ୍ସାହନ ରାଶି ସହ ବିନା ସୁଧରେ ଋଣ,ନିର୍ମାଣ ଶ୍ରମିକ ସୁରକ୍ଷା ପାଇଁ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଆର୍ଥିକ ସହାୟତା, ମମତା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ସହାୟତା,5 ଟି ସ୍କୁଲ କଲେଜ ରେ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା,  ସବୁ ଗାଁ କୁ ବିଜୁଳି, ପାଣି, ପକ୍କା ରାସ୍ତା ସୁବିଧା, ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଜନ ହିତକାରୀ ଯୋଜନା,  ବିଷୟରେ ରାଜ୍ୟସଭା ସାଂସଦ ଶ୍ରୀ ବିଶି

ଆଲୋକପାତ କରିଥିଲେ l ଓଡିଶା ର ଚାଳିଶ ପ୍ରତିଶତ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟ ତଥା ଦେଢ଼ କୋଟି ରୁ ଉର୍ଦ୍ଧ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ଠା ର ସହିତ କାର୍ଯ୍ୟ କରୁଛନ୍ତି ତେଣୁ ଷଷ୍ଠ ଥର ପାଇଁ  ନବୀନ ପଟ୍ଟନାୟକ ଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ   ଭୋଟର ଭାଇ ଭଉଣୀ ନବୀନ ପଟ୍ଟନାୟକ ଙ୍କୁ ଭୋଟ ଆଶୀର୍ବାଦ ଦେବା ପାଇଁ ଆବେଦନ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ପୁଣି ମଣିଷ ଖାଇଲା ବିଜୁ ଏକ୍ସପ୍ରେସ ୱେ , ହେଲପର ଆହତ ଡ୍ରାଇଭର ମୃତ   28-May-2024
  ଜିଲ୍ଲା  
ଲୁପ୍ତ ହେବାକୁ ବସିଲାଣି ଗ୍ରାମାଞ୍ଚଳରେ ଶଗଡ଼ ଗାଡି |   28-May-2024
  ଜିଲ୍ଲା  
କନ୍ଧମାଳ : ଗରିବ ଅସହାୟ ମାନଙ୍କ ସାରଥୀ ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟ ର ଅଧ୍ୟକ୍ଷ କୁନା ଦିଗାଲ..ଭିନ୍ନକ୍ଷମଙ୍କ ଉଚ୍ଚ ଚିକିତ୍ସା ନିମନ୍ତେ ଜିଲ୍ଲାପାଳ ଙ୍କୁ ଅଭିଯୋଗ ପ୍ରଦାନ   28-May-2024
  ଅପରାଧ  
ଟିଟିଲାଗଡ ଦୋକାନ ପୋଡ଼ି ଘଟଣା ରେ ଜଣେ ଗିରଫ   28-May-2024
  ଜିଲ୍ଲା  
ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*- *ସମାଜ ରେ ମାନବ ବାଦ୍ ର ପ୍ରତିଷ୍ଠା ଲକ୍ଷ୍ୟ ହେବା ଉଚିତ*- ମୁଖ୍ୟ ଅତିଥି -   28-May-2024
  ଜିଲ୍ଲା  
ଲାଲବାହିନୀର ବର୍ବର କାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ନିର୍ମମ ହତ୍ୟା   27-May-2024
  ରାଜନୀତି  
ଓଡିଶାରେ ଶାସନର ତୁରନ୍ତ ପରିବର୍ତ୍ତନ ହେବା ଆବଶ୍ୟକ : ପୁରନ୍ଦର ମିଶ୍ର   27-May-2024
  ଜିଲ୍ଲା  
ସ୍ୱର୍ଗୀୟା ବିନୋଦିନୀ ପାଣିଗ୍ରାହି ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଥଣ୍ଡା ସର୍ବତ ବଣ୍ଟନ   27-May-2024
  ଜିଲ୍ଲା  
ଓଡ଼ିଆ ସଂସ୍କୃତି, ନାଚଗୀତରେ ଗୁଂଜରିତ ହେଲା ଆବୁଧାବି   27-May-2024
  ଜିଲ୍ଲା  
ଦଶମ ଶ୍ରେଣୀ ପରୀକ୍ଷା ରେ ଜିଲ୍ଲାରେ ଦ୍ଵିତୀୟ ପାଟଣାଗଡ଼ ରେ ପ୍ରଥମ ଅନ୍ଵେଷା ଠାକୁର   27-May-2024
  ଜିଲ୍ଲା  
ସୁବର୍ଣ୍ଣପୁର ପୋଲିସ୍ ପକ୍ଷ ରୁ ୩ କ୍ଵିଣ୍ଟାଲ ୭୫ କେଜି ଗଂଜେଇ ଜବତ, ସୋନପୁର ପୋଲିସ୍ ର ବଡ ସଫଳତା   27-May-2024
  ଜିଲ୍ଲା  
୪୨ ମୌଜା ବିକାଶ ପରିଷଦ ପକ୍ଷରୁ ମାଟ୍ରିକ ଟପ୍ପରଙ୍କୁ ଅଭିନନ୍ଦନ ଓ ସମ୍ୱର୍ଦ୍ଧନା   27-May-2024

You Might Also Like

                           
  ଅପରାଧ  

Bnn