-+91-9937148622 |
prerana_bgr@rediffmail.com |
Sunday 19th May 2024 |
R.N.I. Regd No. ODIODI/2010/46693
Breaking News
05-May-2024
ପାଟଣାଗଡ, (ପ୍ରେରଣା ଖବର) ବେଲପଡା ବ୍ଲକ ର ବରିଷ୍ଠ ସକ୍ରିୟ କଂଗ୍ରେସ ନେତା ମହାବୀର ବେହେରା ଏବଂ ପ୍ରକାଶ ପୁରୋହିତ ଙ୍କ ନେତୃତ୍ୱ ରେ କଂଗ୍ରେସ ଦଳ ଛାଡି ବିଜୁ ଜନତା ଦଳରେ ସାମିଲ ହେଲେ ଶତାଧିକ କର୍ମୀ l ଏହି ଅବସରରେ ପାଟଣାଗଡ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ସରୋଜ ମେହେର ସମସ୍ତ କର୍ମୀଙ୍କୁ ସ୍ୱାଗତ ଜଣାଇଥିଲେ l ବିଧାୟକ ପ୍ରାର୍ଥୀ ସରୋଜ ମେହେରଙ୍କ କାର୍ଯ୍ୟଦକ୍ଷତା ଓ ବିକାଶମୁଖୀ ପଦକ୍ଷେପ ଦ୍ୱାରା ଅନୁପ୍ରାଣିତ ହୋଇ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନ ପ୍ରତି ଆକୃଷ୍ଟ ହୋଇ ସେମାନେ ବିଜେଡ଼ିରେ ସାମିଲ୍ ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି l