-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ଲୋଇସିଂହା ମହିଳା ପ୍ରଡ୍ୟୁସର କମ୍ପାନୀର ଅତିରିକ୍ତ ସାଧାରଣ ପରିଷଦ ବୈଠକ

01-Mar-2024



ଲୋଇସିଂହା, (ବିନୋଦ କୁମାର ଦୀପ) ଭଲ ବିହନ ହିଁ ଭଲ ଫସଲ ର କାରଣ ଆପଣଙ୍କୁ ଜଣାଇ ଖୁସି ହେଉଛି ଯେ ଲୋଇସିଂହା ଓମେନ୍ ଫାର୍ମର ସର୍ଭିସେସ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍ ଚାଷୀ ପରିବାର ବର୍ତ୍ତମାନ ୧୨୫୦ ରୁ ଉର୍ଦ୍ଧ ସଦସ୍ୟାଯୁକ୍ତ ପରିବାର ହୋଇସାରିଛି | ଏହି ପ୍ରରିପ୍ରେକ୍ଷୀରେ କମ୍ପାନୀ ଅଦ୍ୟ ତା ୦୧-୦୩-୨୦୨୪ ଶୁକ୍ରବାର ସକାଳ ସମୟରେ କୁସଙ୍ଗ ପଞ୍ଚାୟତ ଅନ୍ତର୍ଗତ ପିପିଲି ଗ୍ରାମ ଠାରେ ସମସ୍ତ ଅଂଶୀଦାର ମାନଙ୍କୁ ନେଇ ଏକ ଅତିରିକ୍ତ ସାଧାରଣ ପରିଷଦ ବୈଠକ ଆୟୋଜନ ହୋଇଯାଇଅଛି , ଏହି ବୈଠକରେ ପ୍ରଥମ ୧୦୦୦ ସଦସ୍ୟାଙ୍କ ନାମରେ SFAC equity grant ଲାଗି ସରକାରଙ୍କ ନିକଟରେ ଆବେଦନ କରାଯିବା ଲାଗି ସବିଶେଷ ଆଲୋଚନା କରାଯିବା ସହିତ ଗ୍ରାଣ୍ଟ ମିଳିବାର ସମସ୍ତ କାର୍ଯ୍ୟ ଆରମ୍ଭ ଆଜି ତାରିଖ ଠାରୁ ଆରମ୍ଭ କରାଗଲା|  ଏହା ସହିତ ପିପିଲି ଠାରେ ଥିବା ଚାଷୀ ସୁବିଧା କେନ୍ଦ୍ର କୁ ଅତିଥି ଏବଂ ପ୍ରଡ୍ୟୁସର କମ୍ପାନୀର ନିର୍ଦେଶିକା ଙ୍କ ଉପସ୍ଥିତି ରେ ଉଦଘାଟନ କରାଗଲା l

ଏହି ପ୍ରରିପ୍ରେକ୍ଷୀରେ ପ୍ରଡ୍ୟୁସର କମ୍ପାନୀର ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ନାଗ କମ୍ପାନୀର କାର୍ଯ୍ୟକରିତା ବିଷୟରେ ସୂଚନା ଦେଇ କହିଲେ ଯେ ଚଳିତ ଖରିଫ ଋତୁ ରେ କମ୍ପାନୀ ଚଳିତ ଖରିଫ ଋତୁ ରେ ଆମେ ପ୍ରାୟ ୭୨ ଜଣ ଚାଷୀଙ୍କ ସହିତ ଧାନ ବିହନ ଚାଷ କରିଥିଲୁ , ସେଥିରୁ ଆମେ ମୋଟ ୨୪୪୧ (ଦୁଇ ହଜାର ଚାରିଶହ ଏକଚାଳିଶି ) କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଛି l ଆନ୍ତର୍ଜାତିକ ଧାନ ଗବେଷଣା କେନ୍ଦ୍ର ର ବରିଷ୍ଠ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ନାୟକ ତାଙ୍କ ଅଭିଭାଷଣ ରେ କହିଲେ ଯେ ବହୁତ୍ ଖୁସି ଲାଗୁଚି ଯେ ଏହି ପ୍ରଡ୍ୟୁସର କମ୍ପାନୀ ଏତେ ଅଳ୍ପ ସମୟ ମଧ୍ୟରେ ଏତେ ସବୁ ସଫଳତା ହାସଲ କରିଥିବାରୁ ।ଆପଣ ସମସ୍ତେ ଏହିଭଳି ଭାବେ କାର୍ଯ୍ୟ କରୁଥାନ୍ତି ଅନ୍ୟ ସମସ୍ତ ସହଯୋଗ IRRI ତରଫରୁ ଆମେ କରିବା ପାଇଁ ପ୍ରସ୍ତୁତ । ଆଶା କରୁଛୁ ଆପଣଙ୍କ ଏହି ପ୍ରଡ୍ୟୁସର କମ୍ପାନୀ ଓଡ଼ିଶା ର ବୃହତ ମହିଳା କମ୍ପାନୀ ଭାବେ ଠିଆ ହେଉ। ଅନ୍ୟତମ ଅତିଥି Md. Sultan - agri business expert (IRRI) ତାଙ୍କ ଅଭିଭାଷଣ ରେ କହିଥିଲେ ଯେ ୧୨୫୧ ମହିଳା ଚାଷୀ ଏତେ କମ ସମୟରେ ହେବା ନିଶ୍ଚିତ ଏକ ବଡ଼ କଥା । ବିହନ ଚାଷ କରି ମାର୍କେଟ ରେ ବିକ୍ରି କରି ଲାଭ କରିବା ହିଁ ପ୍ରଡ୍ୟୁସର କମ୍ପାନୀର ଲକ୍ଷ୍ୟ ହେଉ , ଭଲ ଉତ୍ପାଦନ ରେ ହିଁ ଭଲ ଗୁଣ ଯୁକ୍ତ ବିହନ ହୋଇପାରିବ , ଭଲ ବିହନ ହେଲେ ଯାଇ ଭଲ ଅମଳ ହେବ l ଅନ୍ୟତମ ଅତିଥି ବରଗଡ଼ ସ୍ଥିତ ମଙ୍ଗଳମୂର୍ତ୍ତି ସିଡ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସତୀଶ ମିତ୍ତଲ କହିଲେ ମୁଁ ପ୍ରଥମ ଥର ଦେଖୁଚି କି ଏତେ ବଡ଼ ବୈଠକ ଯେଉଁଠି ଏତେ ପରିମାଣ ର ମହିଳା ଚାଷୀ ଉପସ୍ଥିତ ଅଛନ୍ତି। ଆଗକୁ ଯେକୌଣସି ପ୍ରକାର ସହଯୋଗ ଆପଣ ମାନେ ଆମ ଠାରୁ ଆବଶ୍ୟକ କରିବେ ସେବେ ମୁଁ ସମ୍ପୂର୍ଣ ସହଯୋଗ କରିବି। ଆକ୍ସେସ ଲାଇଭହୁଡ ର ଲୋଇସିଂହା ମୁଖ୍ୟ ଶ୍ରୀ ବିଶ୍ୱରଞ୍ଜନ ପରିଡ଼ା ତାଙ୍କ ଅଭିଭାଷଣ ରେ ବହୁତ୍ ଖୁସି ଲାଗୁଚି ଯେ ଯେଉଁ କମ୍ପାନୀ ଶୁନ ରୁ ଆରମ୍ଭ ହୋଇଥିଲା ସେହି କମ୍ପାନୀ ଏତେ କମ ଦିନରେ ୧୨୫୧ ଜଣ ରେ ପହଁଚିବା ତାହା ଅବିଶ୍ୱସନୀୟ ମୋ ପାଇଁ , ପରିବାର ବଢିବା ଯେତିକି ଖୁସୀର ବିଷୟ ତା ଠାରୁ ଅଧିକ ଖୁସି ର ବିଷୟ ହେଉଚି କି ଏତେ କମ ଦିନରେ ଯେଉଁଭଳି ଭାବେରେ କମ୍ପାନୀର ନିର୍ଦେଶିକା ମାନଙ୍କ ଉପଯୁକ୍ତ ନେତୃତ୍ୱ ବଳରେ ଏହି ପ୍ରଡ୍ୟୁସର କମ୍ପାନୀ ବିହନ ବ୍ୟବସାୟ ଠାରୁ ଆରମ୍ଭ କରି ବିଭିନ୍ନ ତୈଳ ଏବଂ ଡାଲି ଜାତୀୟ ଫସଲ ଚାଷ ଚାଷୀଙ୍କ ଦ୍ୱାରା କରିପାରିଛି l ପରିଶେଷରେ ଲୋଇସିଂହା ମହିଳା ପ୍ରଡ୍ୟୁସର କମ୍ପାନୀର ର ନିର୍ଦ୍ଧେଶିକା ଦିଦି ଜୁଲି ପଧାନ , ମମତା ଥାପ୍ପା ଉପସ୍ଥିତ ଅଂଶଧାରୀ , ଚାଷୀ , ପିପିଲି ଗ୍ରାମବାସୀ , ଆଗନ୍ତୁକ ଅତିଥିଗଣ , ପ୍ରଡ୍ୟୁସର କମ୍ପାନୀ ଏବଂ ALF ର କାର୍ଯ୍ୟକର୍ତ୍ତା ତଥା କାର୍ଯ୍ୟକ୍ରମ ପରିଚାଳନା କରିଥିବା ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରାଇଥିଲେ l ସମ୍ପୂର୍ଣ କାର୍ଯ୍ୟକ୍ରମକୁ ଜସ୍ମିନମୟୀ କୁମାର ପରିଚାଳନା କରିଥିଲେ , ପ୍ରଡ୍ୟୁସର କମ୍ପାନୀର କାର୍ଯ୍ୟକର୍ତ୍ତା ଜ୍ୟୋତି , ଧିରେନ , ଅଶୋକ , ସୁମନ୍ତ , ଆରକ୍ଷଣୀ ଏବଂ ଆକସେସ ଲାଇଭଳିହୁଡ଼ସ ର ସଦସ୍ୟ ସାର୍ଥକ ପଣ୍ଡା , ସୂର୍ଯ୍ୟ ନାରାୟଣ ପ୍ରଧାନ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂଚାଳନ ରେ ସହଯୋଗ କରିଥିଲେ |


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like