-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

*ସାମ୍ୱାଦିକ ତଥା ସମାଜସେବୀ ଙ୍କ ମାତୃ ବିୟୋଗ*- *ସୋନପୁର ରେ ଶୋକ*-   (01-Nov-2026)       ||      ଡା ବୁ ଗାଁ ମା ଗଜଲଷ୍ମୀ ଭାଷା ଣୀ ଉତ୍ସବ    (01-Nov-2026)       ||      ଜାତୀୟ ବିଦ୍ୟାଳୟ ରଗ୍‌ବୀ ପ୍ରତିଯୋଗିତାରେ ଟିଟିଲାଗଡର ଝିଅ ଖିଲି ପାତ୍ର - ୧୭ ବର୍ଷରୁ କମ୍ ବର୍ଗରେ ଦିଲ୍ଲୀରେ ଦେଖାଇଲେ ଦମଦାର୍ ପ୍ରଦର୍ଶନ   (01-Nov-2026)       ||      ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ବିନା ରେରା ଅନୁମତିରେ ହେଉଛି ଜମି ବିକ୍ରି - ଜମି କିଣୁଥିବା ଲୋକ ପଛରେ ହେଉଛନ୍ତି ହଇରାଣ    (01-Nov-2026)       ||      ୧୪ ତମ ପୀତାମ୍ବର ପଧାନ ମେମୋରିଆଲ ଫୁଟବଲ,ଚରଦା ଦଳ ଚାମ୍ପିଅନ   (01-Nov-2026)       ||      ୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ମହାସମାରୋହରେ ପାଳିତ   (01-Nov-2026)       ||      “୧ ନଭେମ୍ବର ବଲାଙ୍ଗୀର ଦିନ୍‌” ପାଇଁ ସାଂସ୍କୃତିକ ଶୋଭାଯାତ୍ରା♦️ ଧୂମ୍‌ନାଚିଲେ ଜେନ-ଜୀ   (01-Nov-2026)       ||      ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   (01-Nov-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ    (01-Nov-2026)       ||      ୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ    (01-Nov-2026)       ||      ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   (01-Nov-2026)       ||      ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||      ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||     

HOME   ଜିଲ୍ଲା

 ମକାଚାଷୀଙ୍କୁ ମିଳୁନି ପ୍ରୋତ୍ସାହନ,କମୁଛି ମକାଚାଷ ପରିମାଣ

18-Dec-2023



ବଲାଙ୍ଗୀର(ପ୍ରେରଣା ଖବର)-ରାଜ୍ୟରେ କୃଷି ଓ କୃଷକର ବିକାଶ ପାଇଁ ରାଜ୍ୟସରକାର ଅନେକ ଯୋଜନା କରିଛନ୍ତି । କିନ୍ତୁ ବଲାଙ୍ଗୀର ଜିଲ୍ଲାରେ ଚାଷିମାନେ ଅବହେଳାର ଶୀକାର ହେଉଥିବା ଅଭିଯୋଗ ହେଉଛି । ମୁଖ୍ୟତଃ ସରକାରୀ ପ୍ରୋତ୍ସାହନ ଅଭାବ କାରଣରୁ ବଲାଙ୍ଗୀର ଜିଲ୍ଲାରେ ମକାଚାଷ ପରିମାଣ କମିଚାଲିଛି । ଏକ ପରିସଂଖ୍ୟାନରୁ ଜଣାଯାଇଛି ଯେ,ପ୍ରାୟ ୫ବର୍ଷ ପୂର୍ବରୁ ବଲାଙ୍ଗୀର ଜିଲ୍ଲାରେ ୭ହଜାର ହେକ୍ଟରରୁ ଅଧିକ ଜମିରେ ଖରିଫରେ ମକାଚାଷ ହେଉଥିଲା । କିନ୍ତୁ ଏବେ ଏହା ଖସି ଆସି ୩ହଜାର ହେକ୍ଟରରେ ପହଞ୍ଚିଛି । ଜିଲ୍ଲାରେ ଧାନ ଓ କପାପରେ ଡାଲିଜାତୀୟ ଚାଷ ଓ ମକାଚାଷ ପ୍ରତି ଲୋକଙ୍କ ଆଗ୍ରହ ରହିଛି । ପ୍ରାୟ ୬ବର୍ଷ ପୂର୍ବେ ଜିଲ୍ଲାରେ ବହୁତ ପରିମାଣରେ ମକାଚାଷ  ହୋଇଥିଲା । କିନ୍ତୁ ଏହାକୁ ବିକ୍ରୀ ସୁବିଧା ମିଳିଲା ନାହିଁ । ଚାଷି ମାନେ ହତାଶ ହୋଗଲେ । ଶାଗମାଛ ଦରରେ କେତେକ କୁକୁଡା ଫାର୍ମ ଏହି ମକାମଞ୍ଜିକୁ କୁକୁଡା ଖାଦ୍ୟ ପାଇଁ କିଣିଲେ । ଚାଷିମାନେ କ୍ଷତି ସହିଲେ । ସେହିପରି ସରକାରଙ୍କ ତରଫରୁ ଚାଷିଙ୍କୁ ଦିଆଯାଉଥିବା ମକାମଞ୍ଜି ଓ ସହାୟତା ରାଶି ବନ୍ଦ କରିଦିଆଯାଇଛି । ଉତ୍ପାଦିତ ମକାର ଅଭାବୀ ବିକ୍ରୀ ଓ ସରକାର ଦେଉଥିବା ମଞ୍ଜି ଓ ସହାୟତା ବନ୍ଦ ହୋଇଯିବା କାରଣରୁ ଜିଲ୍ଲାରେ ମକାଚାଷ କମିଚାଲିଛି । ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକରେ ସର୍ବାଧିକ ପରିମାଣରେ ମକାଚାଷ ହୋଇଥାଏ । ଉଭୟ ମିଠାମକା ଓ ସାଦାମକା ଉତ୍ପାଦନ ହୋଇଥାଏ । ଦେଓଗାଁ ବ୍ଲକର ଉପରଝର,ଉଡାର ପଞ୍ଚାୟରେ ବିପୁଳ ପରିମାଣରେ ମକାଚାଷ ହୋଇଥାଏ । ସରକାର ପ୍ରୋତ୍ସାହନ ଦେଉନଥିଲେ ହେଁ ଉପରଝର ପଞ୍ଚାୟତର କୁହିମୁଣ୍ଡା ଗାଁରେ ଶମ୍ଭୁଭୁଷଣ ସାହୁଙ୍କ ସମେତ ଗ୍ରାମବାସୀ ପ୍ରାୟ ୩ଏକର ଜମିରେ ମକାଚାଷ କରି ଲାଭାନ୍ୱିତ ହୋଇଛନ୍ତି । ପୂର୍ବରୁ କୃଷିବିଭାଗ ତଥା କୃଷିବିଜ୍ଞାନ କେନ୍ଦ୍ରତରଫରୁ ସରକାରୀ ଯୋଜନାରେ ମକାମଞ୍ଜି ଯୋଗାଇ ଦେବା ସହ ସାର,ଔଷଧ ଖର୍ଚ୍ଚ ମଧ୍ୟ ଯୋଗାଇଦେଉଥିଲେ । କିନ୍ତୁ ଗତ ପ୍ରାୟ ୪ବର୍ଷ ହେଲା ଆଉ ସରକାରୀ ପ୍ରୋତ୍ସାହନ ମିଳୁନାହିଁ  ତେଣୁ ଚାଷୀମାନେ ବିଶି ଆଗ୍ରହ ପ୍ରକାଶ କରୁନଥିବା କୁହିମୁଣ୍ଡାର ଚାଷି ଶମ୍ଭୁ ସାହୁ କହିଛନ୍ତି । ଏବେ ରବିଋତୁରେ ସ୍ୱିଟକର୍ଣ୍ଣର ଚାହିଦା ରହିବ । କୁହିମୁଣ୍ଡାରେ ଉଠାଜଳସେଚନ ପଏଣ୍ଟ ଜରିଆରେ ଚାଷ କରାଯାଇ ପାରିବ । ତେଣୁ କୃଷିବିଭାଗ ଚାଷିଙ୍କୁ ମକାଚାଷ ପାଇଁ ପ୍ରୋତ୍ସାହିତ କରିବାକୁ ଚାଷୀମାନେ ଦାବି କରିଛନ୍ତି । 


News Comment




Photo in News

Advertisment
Lastest News
  ଜିଲ୍ଲା  
*ସାମ୍ୱାଦିକ ତଥା ସମାଜସେବୀ ଙ୍କ ମାତୃ ବିୟୋଗ*- *ସୋନପୁର ରେ ଶୋକ*-   01-Nov-2026
  ଜିଲ୍ଲା  
ଡା ବୁ ଗାଁ ମା ଗଜଲଷ୍ମୀ ଭାଷା ଣୀ ଉତ୍ସବ   01-Nov-2026
  ଜିଲ୍ଲା  
ଜାତୀୟ ବିଦ୍ୟାଳୟ ରଗ୍‌ବୀ ପ୍ରତିଯୋଗିତାରେ ଟିଟିଲାଗଡର ଝିଅ ଖିଲି ପାତ୍ର - ୧୭ ବର୍ଷରୁ କମ୍ ବର୍ଗରେ ଦିଲ୍ଲୀରେ ଦେଖାଇଲେ ଦମଦାର୍ ପ୍ରଦର୍ଶନ   01-Nov-2026
  ଜିଲ୍ଲା  
ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ବିନା ରେରା ଅନୁମତିରେ ହେଉଛି ଜମି ବିକ୍ରି - ଜମି କିଣୁଥିବା ଲୋକ ପଛରେ ହେଉଛନ୍ତି ହଇରାଣ   01-Nov-2026
  ଜିଲ୍ଲା  
୧୪ ତମ ପୀତାମ୍ବର ପଧାନ ମେମୋରିଆଲ ଫୁଟବଲ,ଚରଦା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ମହାସମାରୋହରେ ପାଳିତ   01-Nov-2026
  ଜିଲ୍ଲା  
“୧ ନଭେମ୍ବର ବଲାଙ୍ଗୀର ଦିନ୍‌” ପାଇଁ ସାଂସ୍କୃତିକ ଶୋଭାଯାତ୍ରା♦️ ଧୂମ୍‌ନାଚିଲେ ଜେନ-ଜୀ   01-Nov-2026
  ଜିଲ୍ଲା  
ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   01-Nov-2026
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ   01-Nov-2026
  ଜିଲ୍ଲା  
ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   01-Nov-2026
  ରାଜ୍ୟ  
ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା   01-Nov-2026

You Might Also Like