-+91-9937148622 |
prerana_bgr@rediffmail.com |
Thursday 29th October 2026 |
R.N.I. Regd No. ODIODI/2010/46693
Breaking News
12-Dec-2023
(ଡୋଲେସ୍ୱର ବାଗ )
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୂଆମାଳପଡ଼ା ପଂଚାୟତ,ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୋର୍ଟିପଡ଼ା ରେ ଯୁବ ଓଡିଶା ନବୀନ ଓଡିଶାର ଉଜ୍ଜାପନି ଉତ୍ସବ ପାଳିତ ହୋଇଯାଇଛି,ଏହି ଉତ୍ସବ ରେ ଶ୍ରୀ ଯୁକ୍ତ କୃଷ୍ଣ ପାଣ୍ଡେ ମଞ୍ଚ ପରିଚାଳନା କରିଥିବାବେଳେ ମୁଖ୍ୟ ଅତିଥି ଶ୍ରୀମତୀ ମନ୍ଦାକିନୀ ବଘେଲ,ମୁଖ୍ୟ ବକ୍ତା ରବିନ୍ଦ୍ରନାଥ ଯୋଶୀ,ନୂଆମାଳପଡ଼ା ସରପଞ୍ଚ ଶ୍ରୀମତୀ ବନିତା ପୋଡ଼,ନୂଆମାଳପଡ଼ା ସମିତି ସଭ୍ୟ ଟୋକଚନ ମାଝୀ,ସରକାରୀ ଉଚ୍ଚ ପ୍ରାଥମିକ ଯାମ ଗାଁ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମୋତିଲାଲ ବାଗ ଓ ଗ୍ରାମର ଅନେକ ମା, ଭଉଣୀ ତଥା ଗ୍ରାମର ଭଦ୍ର ବ୍ୟକ୍ତି ସମସ୍ତେ ଉପସ୍ଥିତ ଥିଲେ,