-+91-9937148622 |

prerana_bgr@rediffmail.com |

  Saturday 9th December 2023 |

| | | |

R.N.I. Regd No. ODIODI/2010/46693

Breaking News

ଡାବୁଗାଁ ବ୍ଲକରେ ଶିକ୍ଷକ ମାନଙ୍କୁ ଟାବଲେଟ ବଣ୍ଟନ   (09-Dec-2023)       ||      ଡାବୁଗାଁ ରେ ଭୀମଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (09-Dec-2023)       ||      ଭାନପୁର ରେ ଏଚ୍.ଡି.ଏଫ୍. ସି ବ୍ୟାଙ୍କ୍ ର ୠଣ ମେଳା ଅନୁଷ୍ଠିତ   (09-Dec-2023)       ||      ଯୁବକଙ୍କ ସଂଗଠନ ବିରୋଧୀ ମନ୍ତବ୍ୟ: ମାହେଶ୍ୱରୀ ସଂଗଠନ ତରଫରୁ ଥାନାରେ ଅଭିଯୋଗ    (08-Dec-2023)       ||      ତୁରେକେଲା ରେ ଯୁବ ଓଡ଼ିଶା ନବୀନ ଓଡ଼ିଶା (ନୂଆଁ ଓ) ଆନୁକୁଲ୍ୟରେ ସଚେତନତା କାର୍ଯ୍ୟକ୍ରମ   (08-Dec-2023)       ||      ବୌଦ୍ଧ ଆଦର୍ଶ ଡ଼ିଗ୍ରୀ ମହାବିଦ୍ୟାଳୟରେ ନୁଆଁ -ଓ, ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ତରଫରୁ ସାଂସ୍କୃତିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ   (08-Dec-2023)       ||      ୨୪ ପ୍ରହରୀ ନାମଯଜ୍ଞ ରେ ଯୋଗଦେଲେ ବିଧାୟକ   (08-Dec-2023)       ||      ଲୋଇସିଂହା ମହାବିଦ୍ୟାଳୟ ରେ ନୂଆ-ଓ କାର୍ଯ୍ୟକ୍ରମ ତରଫରୁ ସାମାଜିକ ସଚେତନତା ମୂଳକ କାର୍ଯ୍ୟକ୍ରମ ଆରମ୍ଭ   (08-Dec-2023)       ||       ଦେଇଥିଲେ ମନ୍ତ୍ରୀ,  ଖାଇଦେଲେ ଯନ୍ତ୍ରୀ:   ଲରିଆବାହାଲ ସେମେଲ ବନ୍ଧ ମାଟି କାମରେ ମହାଦୁର୍ନୀତି ଅଭିଯୋଗ   (08-Dec-2023)       ||      ସତ୍ୟବାଦୀ କଲେଜରେ ସାଂସ୍କୃତିକ ଓ ସାହିତ୍ୟିକ ଉତ୍ସବ   (08-Dec-2023)       ||      ନାକ୍ଟିଦେଉଳ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ଆର୍ଥିକ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ   (08-Dec-2023)       ||      ବାଟଗାଁର ଯୁବକକୁ ଗାଡି ଚଢାଇ ହତ୍ୟା ଅଭିଯୋଗରେ ସାହେବୀ ସରପଞ୍ଚଙ୍କ ସମେତ ୩ ଗିରଫ , କୋର୍ଟ ଚାଲାଣ    (08-Dec-2023)       ||      ସୁବଳୟା ସରସ୍ବତୀ ମନ୍ଦିରରେ ବାର୍ଷିକ ଉତ୍ସବ   (08-Dec-2023)       ||      ଉଗ୍ର ଆଂଚଳିକ ବୈଷମ୍ୟର ଶୀକାର, ସରକାରଙ୍କ ୧୯ଟି ସିଙ୍ଗଲ ୱିଣ୍ଡୋ ପ୍ରକଳ୍ପ ମଂଜୁରୀରୁ ବାଦ୍ ପଡିଲା ବଲାଙ୍ଗୀର, ନାଗରିକ କମିଟିର ତୀବ୍ର ପ୍ରତିକ୍ରିୟା    (08-Dec-2023)       ||      ନର୍ଲା ପ୍ରେସ ଆସୋସିଏସନ ର ଏକ ସାଧାରଣ ବୈଠକ ଅନୁଷ୍ଠିତ l   (08-Dec-2023)       ||      ତୃତୀୟ ଦିନରେ ମଦଭାଟିରେ ଆୟକର ଚଢାଉ... ୧୫୬ ବସ୍ତା ନୋଟରୁ ଗଣାଯାଇଛି ୬ଟି, ୭ମେସିନରେ ଚାଲିଛି ଗଣତି   (08-Dec-2023)       ||      ବଲାଙ୍ଗିର : ୧୦ ରୁ ସର୍ବଭାରତୀୟ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ     (08-Dec-2023)       ||      ପାଟଣାଗଡରେ ବ୍ଲକ୍ ସ୍ତରୀୟ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା ଶିବିର। ବିଧାୟକ ଙ୍କ ଦ୍ଵାରା ବିଜୁ କନ୍ୟା ରତ୍ନ ଯୋଜନାର ଶୁଭାରମ୍ଭ।   (08-Dec-2023)       ||      ମଦବ୍ୟବସାୟୀଙ୍କ ଘରେ ଆୟକର ଚଢାଉ... ସୁଦପଡା ଭାଟିରୁ ପ୍ରାୟ ୨୦୦କୋଟି ଓ ଟିଟିଲାଗଡରୁ ୨୦କୋଟି ଟଙ୍କା ଜବତ   (08-Dec-2023)       ||      ବିଳାସପୁର-କିରକିଚିପାଲି ରାସ୍ତା ପାଲଟିଛି ମରଣଯନ୍ତା, ମାସେ ମଧ୍ୟରେ ରାସ୍ତା ନହେଲେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେବେ ଗ୍ରାମବାସୀ    (08-Dec-2023)       ||     

HOME   ଅପରାଧ

ସରାପାଲିରୁ ମୃତ ନବଯାତ ଶିଶୁ କନ୍ୟା ଉଦ୍ଧାର

03-Nov-2023



ନାକଟିଦେଉଳ(କନ୍ଦର୍ପ ବେହେରା ): ନାକଟିଦେଉଳ ଥାନା ସରାପାଲି ଗ୍ରାମରୁ ଏକ ନବଯାତ ଶିଶୁ କନ୍ୟା  ମୃତ ଅବସ୍ଥାରେ ଉଦ୍ଧାର କରା ଯାଇଛି l
ସରାପାଲି ରଥ ସାହି ବିନୋଦ ବିଶ୍ୱାଳଙ୍କ ଘର ପଛପଟ ଧାନ କ୍ଷେତ ନିକଟରେ କେହି ଶିଶୁ କନ୍ୟାଟିକୁ ଜନ୍ମ କରି ମ୍ରୁତ ହେଉ ବା ଜୀବିତ ହେଉ ଫୋପାଡି ଦେଇଥିବା ଅନୁମାନ କରାଯାଉଛି l ମୃତ ଶିଶୁ କନ୍ୟାଟିକୁ କିଏ କଣ ପାଇଁ ଫୋପାଡି ଦେଇଛି କିଛି ଜଣା ପଡି ନାହିଁ l ତେବେ ଏସମ୍ପର୍କରେ ଖବର ପାଇ ନାକଟିଦେଉଳ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ ମାନେ ମୃତ ଶିଶୁକୁ ନେଇଆସି ଥାନାକୁ ଖବର ଦେଇଥିଲେ l ନାକଟିଦେଉଳ ପୋଲିସ ଡାକ୍ତରଖାନା ପହଞ୍ଚି ତଦନ୍ତ କରିଥିବା ବେଳେ ମୃତ ଶିଶୁଟିର କେହି ଦାବିଦାର ନଥିବାରୁ ବିଭାଗ ପକ୍ଷରୁ ଶବ ବ୍ୟବଛେଦ ପାଇଁ ରେଢ଼ାଖୋଲ ପଠାଯାଇଥିବା ଜଣା ପଡିଛି l କେହି କେହି ଏହାକୁ କୁଆଁରୀ ମାତ୍ରୁତ୍ବ ହେଇଥିବା ଚର୍ଚ୍ଚା ହେଉଛି ା


News Comment




Photo in News

Advertisment
Lastest News
  ଜିଲ୍ଲା  
ଡାବୁଗାଁ ବ୍ଲକରେ ଶିକ୍ଷକ ମାନଙ୍କୁ ଟାବଲେଟ ବଣ୍ଟନ   09-Dec-2023
  ଜିଲ୍ଲା  
ଡାବୁଗାଁ ରେ ଭୀମଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   09-Dec-2023
  ଜିଲ୍ଲା  
ଭାନପୁର ରେ ଏଚ୍.ଡି.ଏଫ୍. ସି ବ୍ୟାଙ୍କ୍ ର ୠଣ ମେଳା ଅନୁଷ୍ଠିତ   09-Dec-2023
  ଜିଲ୍ଲା  
ଯୁବକଙ୍କ ସଂଗଠନ ବିରୋଧୀ ମନ୍ତବ୍ୟ: ମାହେଶ୍ୱରୀ ସଂଗଠନ ତରଫରୁ ଥାନାରେ ଅଭିଯୋଗ   08-Dec-2023
  ଜିଲ୍ଲା  
ତୁରେକେଲା ରେ ଯୁବ ଓଡ଼ିଶା ନବୀନ ଓଡ଼ିଶା (ନୂଆଁ ଓ) ଆନୁକୁଲ୍ୟରେ ସଚେତନତା କାର୍ଯ୍ୟକ୍ରମ   08-Dec-2023
  ଜିଲ୍ଲା  
ବୌଦ୍ଧ ଆଦର୍ଶ ଡ଼ିଗ୍ରୀ ମହାବିଦ୍ୟାଳୟରେ ନୁଆଁ -ଓ, ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ତରଫରୁ ସାଂସ୍କୃତିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ   08-Dec-2023
  ଜିଲ୍ଲା  
୨୪ ପ୍ରହରୀ ନାମଯଜ୍ଞ ରେ ଯୋଗଦେଲେ ବିଧାୟକ   08-Dec-2023
  ଜିଲ୍ଲା  
ଲୋଇସିଂହା ମହାବିଦ୍ୟାଳୟ ରେ ନୂଆ-ଓ କାର୍ଯ୍ୟକ୍ରମ ତରଫରୁ ସାମାଜିକ ସଚେତନତା ମୂଳକ କାର୍ଯ୍ୟକ୍ରମ ଆରମ୍ଭ   08-Dec-2023
  ରାଜ୍ୟ  
 ଦେଇଥିଲେ ମନ୍ତ୍ରୀ,  ଖାଇଦେଲେ ଯନ୍ତ୍ରୀ:   ଲରିଆବାହାଲ ସେମେଲ ବନ୍ଧ ମାଟି କାମରେ ମହାଦୁର୍ନୀତି ଅଭିଯୋଗ   08-Dec-2023
  ଜିଲ୍ଲା  
ସତ୍ୟବାଦୀ କଲେଜରେ ସାଂସ୍କୃତିକ ଓ ସାହିତ୍ୟିକ ଉତ୍ସବ   08-Dec-2023
  ଜିଲ୍ଲା  
ନାକ୍ଟିଦେଉଳ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ଆର୍ଥିକ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ   08-Dec-2023
  ଜିଲ୍ଲା  
ବାଟଗାଁର ଯୁବକକୁ ଗାଡି ଚଢାଇ ହତ୍ୟା ଅଭିଯୋଗରେ ସାହେବୀ ସରପଞ୍ଚଙ୍କ ସମେତ ୩ ଗିରଫ , କୋର୍ଟ ଚାଲାଣ   08-Dec-2023

You Might Also Like