-+91-9937148622 |

prerana_bgr@rediffmail.com |

  Monday 2nd November 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରକୁ ଏକନମ୍ବର କରିବାର ମିଳିତ ଉଦ୍ୟମ ହେଉ-ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ   (01-Nov-2026)       ||      *ସାମ୍ୱାଦିକ ତଥା ସମାଜସେବୀ ଙ୍କ ମାତୃ ବିୟୋଗ*- *ସୋନପୁର ରେ ଶୋକ*-   (01-Nov-2026)       ||      ଡା ବୁ ଗାଁ ମା ଗଜଲଷ୍ମୀ ଭାଷା ଣୀ ଉତ୍ସବ    (01-Nov-2026)       ||      ଜାତୀୟ ବିଦ୍ୟାଳୟ ରଗ୍‌ବୀ ପ୍ରତିଯୋଗିତାରେ ଟିଟିଲାଗଡର ଝିଅ ଖିଲି ପାତ୍ର - ୧୭ ବର୍ଷରୁ କମ୍ ବର୍ଗରେ ଦିଲ୍ଲୀରେ ଦେଖାଇଲେ ଦମଦାର୍ ପ୍ରଦର୍ଶନ   (01-Nov-2026)       ||      ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ବିନା ରେରା ଅନୁମତିରେ ହେଉଛି ଜମି ବିକ୍ରି - ଜମି କିଣୁଥିବା ଲୋକ ପଛରେ ହେଉଛନ୍ତି ହଇରାଣ    (01-Nov-2026)       ||      ୧୪ ତମ ପୀତାମ୍ବର ପଧାନ ମେମୋରିଆଲ ଫୁଟବଲ,ଚରଦା ଦଳ ଚାମ୍ପିଅନ   (01-Nov-2026)       ||      ୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ମହାସମାରୋହରେ ପାଳିତ   (01-Nov-2026)       ||      “୧ ନଭେମ୍ବର ବଲାଙ୍ଗୀର ଦିନ୍‌” ପାଇଁ ସାଂସ୍କୃତିକ ଶୋଭାଯାତ୍ରା♦️ ଧୂମ୍‌ନାଚିଲେ ଜେନ-ଜୀ   (01-Nov-2026)       ||      ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   (01-Nov-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ    (01-Nov-2026)       ||      ୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ    (01-Nov-2026)       ||      ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   (01-Nov-2026)       ||      ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||     

HOME   ଜିଲ୍ଲା

ନିଖିଳ ଓଡିଶା ୬୬୨ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

15-Jul-2023



ନବରଙ୍ଗପୁର (ମିହିର ଶଙ୍କର ପାତ୍ର ): ନିଖିଳ ଓଡିଶା ୬୬୨ (+୨ଓ +୩)ବେସରକାରୀ  ଅଧ୍ୟାପକ ଓ କର୍ମଚାରୀ  ରାଜ୍ୟ ସଂଘ ର ଆହ୍ୱାନ କ୍ରମେ ନବରଙ୍ଗପୁର ଜିଲ୍ଲା ସଂଘ ତରଫରୁ ମାନ୍ୟବର  ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଜିଲ୍ଲପାଳଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ  କରାଯାଇଥିଲା l ଜିଲ୍ଲପାଳଙ୍କ ଅନୁପସ୍ଥିତିରେ  ଅତିରିକ୍ତ ଜିଲ୍ଲପାଳ ଭାସ୍କର ରଇତଙ୍କୁ ସଂଘ ତରଫରୁ  ସଭାପତି ତଥା ପାନାବେଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର  ଅଧ୍ୟକ୍ଷ ଅରୁଣ କୁମାର ହୋତା ସମ୍ପାଦକ  ଝରୀଗାଁ  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଝରୀଗାଁ ର ଅଧ୍ୟକ୍ଷ ଶିବ  ପଟନାୟକ, ପାନାବେଡା ଉଚ୍ଚ ମାଧ୍ୟମିକ  ବିଦ୍ୟାଳୟର ଅଧ୍ୟାପକ  ତଥା ଜିଲ୍ଲା ସଂଯୋଜକ ଅଧ୍ୟାପକ  ଅନିଲ କୁମାର ପୃଷ୍ଟି ପ୍ରମୁଖଙ୍କ ସହ ଜିଲ୍ଲାର ସମସ୍ତ  ବେସରକାରୀ ଉଚ୍ଚ ମାଧ୍ୟମିକ ଓ ମହାବିଦ୍ୟାଳୟର  ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ରହି ୪ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ l

ସମାନ ଗ୍ରେଡ଼ ପେ କୁ ସମାନ  ଦରମା , ପେନସନ ଓ ଅବସର  କାଳୀନ ରାଶି ପ୍ରଦାନ, ୨୦୧୮  ଅନୁଦାନ ପାଉଥିବା କର୍ମଚାରୀଙ୍କୁ  ସପ୍ତମ  ବେତନ  ଆଧାରରେ  ଦରମା ପ୍ରଦାନ, ବିଭିନ ଅସଂଗତି ରେ ବାଦ ପଡ଼ିଥିବା  କର୍ମଚାରୀଙ୍କୁ  ଅନୁଦାନ ପ୍ରଦାନ ଭଳି ପ୍ରମୁଖ ଦାବି କୁ ନେଇ ବିଗତ  ଫେବୃଆରୀ ମାସ  ୧୩ ତାରିଖରୁ ସଂଘ ଭୁବନେଶ୍ୱର ଠାରେ  ଧାରଣା ଦେଇ ଆସୁଥିବା ବେଳେ ସରକାର  ଏଥି ପ୍ରତି କୌଣସି କର୍ଣ୍ଣପାତ କରୁନଥିବାରୁ ଆଜି ବାଧ୍ୟ ହୋଇ ଜିଲ୍ଲା ସ୍ତରରେ ଅଧ୍ୟାପକ ଓ କର୍ମଚାରୀ ମାନେ ଏହି ଦାବି ପତ୍ର ପ୍ରଦାନ  କରି ଅଛନ୍ତି  l ଏହାପରେ  ସଭାପତି ଶ୍ରୀ ହୋତାଙ୍କ ସଭାପତିତ୍ୱରେ ଏକ ଜରୁରୀ  ବୈଠକ ଆୟୋଜନ କରି ଯଦି  ସରକାର ଦାବି ସଂକ୍ରାନ୍ତରେ କୌଣସି ବିଚରା ନ କରନ୍ତି  ତେବେ ରାଜ୍ୟ ସଂଘର  ନିଷ୍ପତି ଅନୁଯାୟୀ ଆଗାମୀ ଦିନରେ ତୃଣମୂଳ ସ୍ତରରୁ ସବୁ ଅନୁଷ୍ଠାନ ଗୁଡିକରେ ଆନ୍ଦୋଳନକୁ ବ୍ୟାପକ  କରାଯିବ  ବୋଲି ସଂଘ ତରଫରୁ  ନିଷ୍ପତି ଗ୍ରହଣ  କରାଯାଇଅଛି l  ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲାର ପାନାବେଡା ଉଚ୍ଚ ମାଧ୍ୟମିକ  ବିଦ୍ୟାଳୟ ପାନାବେଡା , ପାନାବେଡା ଡ଼ିଗ୍ରୀ ମହାବିଦ୍ୟାଳୟ ପାନାବେଡା,ଝରୀଗାଁ  ଉଚ୍ଚ ମାଧ୍ୟମିକ  ବିଦ୍ୟାଳୟ ଝରୀଗାଁ, ରାଜ ଚାଉଁରିଆ  ଉଚ୍ଚ ମାଧ୍ୟମିକ  ବିଦ୍ୟାଳୟ କୋଡ଼ିଙ୍ଗା, ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାଇଘର, ଭୈରବ ଡିଗ୍ରୀ ମହାବିଦ୍ୟାଳୟ ଡାବୁଗାଁ, ନବରଙ୍ଗପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନବରଙ୍ଗପୁର ନବରଙ୍ଗପୁର  ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ନବରଙ୍ଗପୁର, ମୈଦଲପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମୈଦଲପୁର ର ଅଧ୍ୟାପକ ଓ କର୍ମଚାରୀ  ଯଥା  ଅଧ୍ୟାପକ  ଶଙ୍କର  ଗନ୍ତାୟତ ଅଧ୍ୟାପକ ରମେଶ ପଟନାୟକ, ଅଧ୍ୟାପକ ଅଖିଳ କୁମାର ଭଟ୍ଟ,  ଅଧ୍ୟାପିକା ଚନ୍ଦନା  ପଣ୍ଡା, ପୁଷ୍ପାଞ୍ଜଳି ସାହୁ,ବିନୋଦ ପ୍ରଧାନ, ବିଶ୍ୱରଂଜନ  ପଣ୍ଡା,ପଞ୍ଚାନନ  ଦୁରିଆ ଦୀନବନ୍ଧୁ  ନନ୍ଦୀ, ଡ଼ଃ ରବି  ନାରାୟଣ ପାଣିଗ୍ରାହୀ , ବିଭୁତି ହୋତା, ସ୍ମିତା ତ୍ରିପାଠୀ, ଡ଼ଃ ସାବେରୀ ମିଶ୍ର, ସ୍ୱପ୍ନା ମହାନ୍ତି, ଟାହିରl  ବେଗମ, ବିମ୍ବଷ୍ଟା ବେହେରା, ମକର  ନାୟକପ୍ରମୁଖ ଯୋଗ ଦେଇ ଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରକୁ ଏକନମ୍ବର କରିବାର ମିଳିତ ଉଦ୍ୟମ ହେଉ-ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ   01-Nov-2026
  ଜିଲ୍ଲା  
*ସାମ୍ୱାଦିକ ତଥା ସମାଜସେବୀ ଙ୍କ ମାତୃ ବିୟୋଗ*- *ସୋନପୁର ରେ ଶୋକ*-   01-Nov-2026
  ଜିଲ୍ଲା  
ଡା ବୁ ଗାଁ ମା ଗଜଲଷ୍ମୀ ଭାଷା ଣୀ ଉତ୍ସବ   01-Nov-2026
  ଜିଲ୍ଲା  
ଜାତୀୟ ବିଦ୍ୟାଳୟ ରଗ୍‌ବୀ ପ୍ରତିଯୋଗିତାରେ ଟିଟିଲାଗଡର ଝିଅ ଖିଲି ପାତ୍ର - ୧୭ ବର୍ଷରୁ କମ୍ ବର୍ଗରେ ଦିଲ୍ଲୀରେ ଦେଖାଇଲେ ଦମଦାର୍ ପ୍ରଦର୍ଶନ   01-Nov-2026
  ଜିଲ୍ଲା  
ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ବିନା ରେରା ଅନୁମତିରେ ହେଉଛି ଜମି ବିକ୍ରି - ଜମି କିଣୁଥିବା ଲୋକ ପଛରେ ହେଉଛନ୍ତି ହଇରାଣ   01-Nov-2026
  ଜିଲ୍ଲା  
୧୪ ତମ ପୀତାମ୍ବର ପଧାନ ମେମୋରିଆଲ ଫୁଟବଲ,ଚରଦା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ମହାସମାରୋହରେ ପାଳିତ   01-Nov-2026
  ଜିଲ୍ଲା  
“୧ ନଭେମ୍ବର ବଲାଙ୍ଗୀର ଦିନ୍‌” ପାଇଁ ସାଂସ୍କୃତିକ ଶୋଭାଯାତ୍ରା♦️ ଧୂମ୍‌ନାଚିଲେ ଜେନ-ଜୀ   01-Nov-2026
  ଜିଲ୍ଲା  
ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   01-Nov-2026
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ   01-Nov-2026
  ଜିଲ୍ଲା  
ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   01-Nov-2026

You Might Also Like