-+91-9937148622 |

prerana_bgr@rediffmail.com |

  Monday 19th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ    (18-Oct-2026)       ||      ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||     

HOME   ଜିଲ୍ଲା

ଜାତି କି ଧର୍ମ ନୁହେଁ ମାନବିକତା ମୂଲ୍ୟବୋଧକୁ ବୁଝି ରକ୍ତଦାନ କର: ପୋଲିସ ଡିଜି

26-May-2023



 ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ):  କମିଶନରେଟ ପୋଲିସ ପକ୍ଷରୁ ଆୟୋଜିତ  ରକ୍ତବନ୍ଧୁ ସମ୍ବର୍ଦ୍ଧନା ସମାରୋହ ରେ ପୋଲିସ ମହାନର୍ଦ୍ଦେଶକ ସୁନୀଲ ବଂଶଲ ଏ ସ୍ଵତନ୍ତ୍ର ମେସଜ୍ ଗତକାଲି ରକ୍ତ ବନ୍ଧୁଙ୍କୁ ପ୍ରଦାନ କରିଥିଲେ l ରକ୍ତଦାନ କ୍ଷେତ୍ରରେ ବିପ୍ଲବ ହେତୁ ଓଡ଼ିଶା ପୋଲିସ ର ମହା ନିର୍ଦ୍ଦେଶକ ଙ୍କ ଠାରୁ ଭୁବନେଶ୍ଵର ପୋଲିସ ସେବା ଭବନ ଠାରେ କମିଶନର ଅଫିସ ର ରକ୍ତ ବନ୍ଧୁ ସମର୍ଦ୍ଧନା କାର୍ଯକ୍ରମ ରେ  ସୁବର୍ଣ୍ଣପୁର ର ପୋଲିସ ହାବିଲଦାର ମନୋଜ ପଣ୍ଡା ଗତକାଲି ସମ୍ବର୍ଦ୍ଧିତ ହୋଇଛନ୍ତି l ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁନିଲ ବଂଶଲ୍,. DGP OF ODISHA  ,କମିଶନର  ଆଇପିଏସ୍ ସୌମେନ୍ଦ୍ର ପ୍ରିୟଦର୍ଶୀ (କଟକ- ଭୁବନେଶ୍ଵର) ଆଡିସନାଲ ଡିସିପି ଡ଼.  ଉମାଶଙ୍କର ଦାଶ ଆଇପିଏସ୍, ଶ୍ରୀ ପ୍ରତୀକ ସିଂ ଡିସିପି ଭୁବନେଶ୍ୱର ଆଇପିଏସ୍ , ଡ.  ଲକ୍ଷ୍ମୀଧର ସାହୁ ନିର୍ଦ୍ଧେଶକ କେପିଟାଲ ହଲ୍ପିଟଲ ଭୁବନେଶ୍ଵର, ଆଡିସନାଲ ଡିସିପି ଅଶୋକ ପାଣିଗ୍ରାହୀ ଓ ରକ୍ତ ବଂଧୁ ସଂଯୋଜକ ହାବିଲଦାର ସିଦ୍ଧେଶ୍ୱର୍ ସାମଲ  ରାଜ୍ୟ ର ରକ୍ତ ଦାତା ତଥା ଉଦ୍ୟୋକ୍ତl ମାନଙ୍କୁ ସମ୍ବର୍ଦ୍ଧିତ କରି କହିଛନ୍ତି ଯେ, ରକ୍ତ ର କିଛି  ସ୍ପେସିଫିକ ରିଲିଜନ ନାହିଁ, କିମ୍ବା କାଷ୍ଟ ନାହିଁ, ଏବଂ କିଛି  କମ୍ୟୁନିଟି, କେଟେଗୋରି ନାହିଁ  ବୋଲି ମତ ରଖି ରକ୍ତ ଦାନ  କରୁଥିବା ଓ ଏଥିପାଇଁ  ଯୁବକ ମାନଙ୍କୁ ପ୍ରୋତ୍ସାହନ ଦେଉଥିବା ପୋଲିସ ଓ ସମାଜସେବୀ ଅନୁଷ୍ଠାନ କୁ ପୋଲିସ ଡିଜି ପ୍ରଶଂସା କରିଥିଲେ l ଏବଂ ରକ୍ତଦାନ ଅନେକାଂଶ ରେ ଲୋକ ଙ୍କୁ ଯୋଡି ପାରିଛି ବୋଲି କହିଥିଲେ l ମୋ ପାଇଁ ଏହା ଏକ ଅଭୁଲା ମୂହୁର୍ତ୍ତ , ବିଗତ ତଥା ବର୍ତମାନ ର ଏସପି ଙ୍କ  ପ୍ରେରଣା, ଗୁରୁଜନ ଙ୍କ ଆଶୀର୍ବାଦ ଓ ଭଲ ପାଇବା, ରକ୍ତ ଦାତା  ଓ ମିଡ଼ିଆଙ୍କ ସହଯୋଗ, ତଥା  ନିସ୍ଵାର୍ଥ ପର,

ଉତ୍ସର୍ଗୀକୃତ ସେବା, ତ୍ୟାଗ ବଳରେ ଏହି ସମ୍ମାନ  ସମ୍ଭବ ହୋଇ ପାରିଛି ବୋଲି ଶ୍ରୀ ପଣ୍ଡା ଆଜି ସୁବର୍ଣ୍ଣପୁର ଠାରେ ସାମ୍ବାଦିକ ଙ୍କୁ କହିଛନ୍ତି l ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଥମେ ଆମେ ଫିଟ ଏଣ୍ଡ ଫାଇନ ରହିଲେ ଅନ୍ୟ ଙ୍କୁ ସେବା ଯୋଗାଇ ପାରିବା l ଯାହାକି କେବଳ ଯୋଗ  ପ୍ରାଣାୟାମ ଓ ମନ୍ଦିର ମାଳିନୀ ସହର ର ସ୍ୱଚ୍ଛତା, ପରିବେଶ ସେବା ସାଙ୍ଗ କୁ ସର୍ବଦା  ଦୟା ଓ ସକାରାତ୍ମକ ଚିନ୍ତାଧାରା ହିଁ ମୋର ଆତ୍ମବିଶ୍ୱାସ ବଢ଼ାଇ ପାରିଛି ବୋଲି ମନୋଜ କହିଛନ୍ତି । ଆଜି  ପୁଣି ଏକ ସ୍ବତନ୍ତ୍ର କାର୍ଯକ୍ରମ ରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ରକ୍ତ ବଂଧୁ ମନୋଜ ପଣ୍ଡା ଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ୍ କରି ମନୋଜ୍ ହେତୁ ଜିଲ୍ଲା ପୋଲିସ ଆଜି ଗର୍ବିତ ବୋଲି କହିଛନ୍ତି। ଆଗାମୀ ଦିନରେ ରକ୍ତର ଅଭାବକୁ ଜିଲ୍ଲା ରେ କରାଇ ନ ଦେବାକୁ ଜିଲ୍ଲା ପୋଲିସ ସଂପୂଣ୍ଣ ନିଷ୍ଟ।ର ସହିତ କାର୍ଯ କରି ପ୍ରକୃତ ରକ୍ତବଂଧୁ ସୃଷ୍ଟି କରିବ ବୋଲି କହିଛନ୍ତି l ଏ ଖବର ରେ ସୋନପୁରର ସବୁ ମହଲ ରେ ଖୁସିର ଲହର ଖେଳି ହୋଇଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026
  ଜିଲ୍ଲା  
ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   18-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   18-Oct-2026
  ଜିଲ୍ଲା  
*ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   18-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   18-Oct-2026
  ଜିଲ୍ଲା  
ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   18-Oct-2026
  ରାଜ୍ୟ  
ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   18-Oct-2026

You Might Also Like