-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
17-Mar-2023
ବଲାଙ୍ଗିର ସହର ଶାନ୍ତିପଡା ଠାରେ ଏକ ବସ ଉପରେ ଚଢ଼ାଉ କରି କଫ ଶିରପ୍ ଜବତ କରିଛି ଅବକାରୀ ବିଭାଗ ।
ବଲାଙ୍ଗିର ରୁ ପାଟଣାଗଡ଼ ଅଭିମୁଖେ ଯାଉଥିବା ଏକ ବସ ରେ ଅବକାରୀ ବିଭାଗ ର ଚଢ଼ାଉ ହୋଇଛି ।
ଏଥିରେ ଜଣେ ବ୍ୟକ୍ତି କୁ ଗିରଫ କରାଯାଇଛି ।
ଗିରଫ ବ୍ୟକ୍ତି ଜଣକ ଚୁଡ଼ାପାଳି ର ରାଜେଶ ବେହେରା ବୋଲି ଜଣାପଡିଛି ।
ଅନୁସାରେ ବଲାଙ୍ଗିର ରୁ ପାଟଣାଗଡ଼ ଅଭିମୁଖେ ଯାଉଥିବା ଏକ ବସ ରେ ବେଆଇନ ଭାବରେ କଫ ସୀରପ ଚାଲାଣ କରାଯାଉଥିବା ଅବକାରୀ ବିଭାଗ ଖବର ପାଇଥିଲା । ବସ ରେ ଚଢ଼ାଉ କରିବା ପରେ ସେଠାରୁ ୨୩୦ ବୋତଲ କଫ ଶୀରପ ଜବତ ହୋଇଥିଲା ।
ଏନେଇ କଫ ସିରପ ଚାଲାଣ କରିଥିବା ବ୍ୟକ୍ତି କୁ ଗିରଫ କରାଯାଇଥିବା ଜଣାପଡିଛି।