-+91-9937148622 |
prerana_bgr@rediffmail.com |
Thursday 29th October 2026 |
R.N.I. Regd No. ODIODI/2010/46693
Breaking News
29-Oct-2026
ବଲାଙ୍ଗିର : ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ ବୀରମୁଣ୍ଡା ଗ୍ରାମରେ ପାୱାର ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍ଷ୍ଟେସନ୍ ପକ୍ଷରୁ ଏକ ଗ୍ରାମ ସଭା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ଉପ ମହାପ୍ରବନ୍ଧକ ସିନିଅର୍ ଡିଜିଏମ୍ ପିଣ୍ଟୁ ସୁବିଦ୍ଧି, ସହାୟକ ପ୍ରବନ୍ଧକ ପ୍ରମୋଦ କୁମାର ପଧାନ, କନିଷ୍ଠ ଯନ୍ତ୍ରୀ ଦେବାଶିଷ ବେହେରା, ବୀରମୁଣ୍ଡା ସରପଞ୍ଚ ଶୁକ୍ରୁ ମହାନନ୍ଦ ଏବଂ ୱାର୍ଡ ସଦସ୍ୟ ନଲରାଜ ପଟେଲ ଉପସ୍ଥିତ ଥିଲେ। ସଭା ଅବସରରେ ଉପସ୍ଥିତ ଅତିଥିମାନେ ଜନସାଧାରଣଙ୍କୁ ସମ୍ବୋଧନ କରି ସ୍ୱଚ୍ଛତା, ସତ୍ୟତା ଏବଂ ଦୁର୍ନୀତି ନିରାକରଣ ପାଇଁ ସାମୁହିକ ପ୍ରୟାସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେମାନେ ଗ୍ରାମବାସୀଙ୍କୁ ସଚେତନ ରହିବା ସହ ସୁଶାସନ, ନୈତିକ ମୂଲ୍ୟବୋଧ ଏବଂ ଦୁର୍ନୀତିବିରୋଧୀ ପଦକ୍ଷେପକୁ