-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
01-Oct-2026
(ପ୍ରିୟଦର୍ଶନୀ ପାତ୍ର )
ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ରେ ଆଜି ସ୍ବଛ ଭାରତ ଅନ୍ତର୍ଗତ "ସ୍ବଚ୍ଛତା ହିଁ ସେବା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଡାବୁଗାଁ ବିଡ଼ିଓ ଶମୀର କୁମାର ପାତ୍ର, ସାଂସଦ ପ୍ରତିନିଧି ଜେ ରାଜଶେଖର ରାଓ, ବରିଷ୍ଠ ଆଇନଜୀବୀ ସୂର୍ଯ୍ୟବଂଶୀ ଜୟନ୍ତ ପାତ୍ର, ଜିପିଓ ପଦ୍ମନାଭ ଭାଲା, ଜି କିରଣ କୁମାର, ବିଜେପି ର ବରିଷ୍ଠ ନେତା ଗୋବିନ୍ଦ ଗୋପାଳ ଅଗ୍ରୱାଲ, ଏମ୍ ଭାସ୍କର ରାଓ, ଭୀମସେନ ଜେନା, ଶୁଭଶ୍ରୀ ମହାଙ୍କୁଡ ଏବଂ ଗଣ୍ୟମାନ୍ୟ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ କାର୍ଯ୍ୟକ୍ରମ ରେ ଭାଗ ନେଇ ଥିଲେ।