-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
04-Aug-2026
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୋନପୁର ଖଦାଳ ପଡା ରୋଡ ପୁଷ୍ପ ଲତା ଗ୍ୟାସ ଏଜେନ୍ସୀ କ୍ୟାମ୍ପସ ଠାରେ "ହାପ୍ ଡେଲି ଷ୍ଟୋର" ଓଡ଼ିଶା ର ୧୮ ନମ୍ବର ଶାଖା ର ଶୁଭ ଉଦ୍ଘାଟନ ହୋଇ ଯାଇଛି l କମ୍ପାନୀ ର ଏମ୍ ଡି ଆର୍ ଜି ଚନ୍ଦ୍ର ମୋଗନ୍ ଙ୍କ ପରାମର୍ଶ କ୍ରମେ ମୁଖ୍ୟ ଅତିଥି ଭାବେ ଦିନେଶ କୁମାର ମିଶ୍ର ଏହାକୁ ଶୁଭ ଉଦ୍ଘାଟନ କରିଥିଲେ l ସ୍ୱତନ୍ତ୍ର ଅତିଥି ଭାବରେ କମ୍ପାନୀ ର ଓଡ଼ିଶା ହେଡ୍ ଅଜୟ ଚତୁର୍ବେଦି ଉଦ୍ଘାଟନ କାର୍ଯ୍ୟ କ୍ରମ ରେ ସାମିଲ ଥିବା ବେଳେ ସମ୍ମାନିତ ଅତିଥି ଭାବେ ହାପ୍ ଡେଲି ଷ୍ଟୋର ର ଓନର ଦୀପକ କୁମାର ମିଶ୍ର, ସୁରେନ୍ଦ୍ର କୁମାର ମିଶ୍ର, ମନ୍ଦାକିନୀ ମିଶ୍ର, ଵିଶିଷ୍ଟ ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ପୁଷ୍ପଲତା ନାଏକ୍, ବାସନ୍ତୀ ନାଏକ୍, ଚକ୍ରାୟୁଧ ନାଏକ ଯୋଗ ଦେଇ ଶୁଭ ଉଦ୍ଘାଟନ ଅବସରରେ ଦୀପ ପ୍ରଜ୍ୱଳନ କରି ଥିଲେ l ଏହି ପ୍ରଡକ୍ଟ ର ମିଲ୍କ ମୁ ଦହି କ୍ଷୀର, ଦହି, ପନିର ଓ ମିଷ୍ଟି ଦହି ସହିତ ଅରୁଣ ଆଇସ୍କ୍ରିମ୍, ହେନୋବର ଚୋକ୍ଲେଟ, hutsun ଘି, ଖାଦ୍ୟ ସାମଗ୍ରୀ ଏଠାରେ ଏଭେଲେବୁଲ ରହିଥିବା ବେଳେ "ସ୍ପେସିଆଲ ହାପ୍ ଆଇସ କେକ୍" ଯେଉଁଟା କି ଆଇସ ସହିତ କେକ ଆଇଟମ ପ୍ରଥମ ଥର ଏ କମ୍ପାନୀ ପ୍ରଡକ୍ଟ କରିଛି l