-+91-9937148622 |
prerana_bgr@rediffmail.com |
Tuesday 2nd June 2026 |
R.N.I. Regd No. ODIODI/2010/46693
Breaking News
01-Jun-2026
ଦୂରଦର୍ଶନ କେନ୍ଦ୍ରର ଅବସରପ୍ରାପ୍ତ ନିର୍ଦ୍ଦେଶିକା ତଥା ଓଡ଼ିଶା ନlରୀ ସେବl ସଂଘର କାର୍ଯ୍ୟକାରୀ କମିଟି ସଭ୍ୟା ସମାଜସେବୀ ଡ. ଜୟନ୍ତୀ ମଞ୍ଜରୀ ରଥ ଦୂରଦର୍ଶନ କେନ୍ଦ୍ରର ଜଣେ ଦକ୍ଷ ନିର୍ଦ୍ଦେଶିକା, ପରୋପକାରୀ,ମିଷ୍ଠ ଭାସି, ଧର୍ମପରାୟଣ ଓ ସଂସ୍କୃତି ସମନ୍ନl ଓ ନମ୍ର ସ୍ୱଭାବର ମହିଳା ଥିଲେ। ତାଙ୍କର ବିୟୋଗରେ ଓଡ଼ିଶା ନlରୀ ସେବା ସଂଘ ପକ୍ଷରୁ ସଙ୍ଘର ସମ୍ପାଦିକା ଅଭା କାନୁନଗୋ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ସ୍ମୃତିସଭାରେ କାର୍ଯ୍ୟକାରୀ କମିଟି ସଭ୍ୟା ଡ. ମଞ୍ଜୁଶ୍ରୀ ପଟ୍ଟନାୟକ , ଡ଼. ରୀତl ଦାସ୍, ଡ଼. ଶାନ୍ତିଲତା ନାୟକ, କୋଷାଧ୍ୟକ୍ଷl ନୟନତାରl ନନ୍ଦ, ନିଶି ଶ୍ରିଗୋପଲ୍ ଦାସ୍, ହଲ୍ ସମ୍ପାଦିକା ମଞ୍ଜୁ ସିଂହ, ଇନ୍ଦିରା
ଅରୋରl, ସଙ୍ଗଠନ ସମ୍ପାଦିକା ମୀରା ବେଉରା ପ୍ରମୁଖ ଯୋଗ ଦେଇ ସ୍ୱର୍ଗୀୟ ଜୟନ୍ତୀ ମଞ୍ଜରୀ ରଥଙ୍କର ସ୍ମୃତି ଚlରଣ କରିଥିଲେ।
ସଭା ପ୍ରlରମ୍ଭରେ ସ୍ୱର୍ଗୀୟ ଆତ୍ମା ଉଦ୍ଧେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା। ଓ ତାଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା